Movie prime
Babushan Prakruti ଦୁହିଁଙ୍କ ସମ୍ପର୍କର ଗୁମର ଖୋଲିଲେ ଅଶୋକ ପତି ଦେଖନ୍ତୁ କଣ କହିଲେ
 
Viral news

ନମସ୍କାର ପାଠକ ବନ୍ଧୁ ଗଣ। ବନ୍ଧୁ ଗଣ ବାବୁଶାନ- ପ୍ରକୃତି ମିଶ୍ର ଓ ତୃପ୍ତି ଙ୍କ ସମ୍ପର୍କ ରେ କଣ କହୁଛନ୍ତି ସିନେ ନିର୍ଦ୍ଦେଶକ ଅଶୋକ ପତି ଆସନ୍ତୁ ଜାଣିବା। 

ବାବୁଶାନ ଙ୍କ କ୍ୟାରିୟର ଆରମ୍ଭ ରୋମିଓ ଫିଲ୍ମ୍ ଠାରୁ ସଞ୍ଜୁ ସଞ୍ଜନା ଠାରୁ ଟିଲ ସୁନ୍ଦରଗଡ ର ସଲମାନ୍ ଖାନ୍ ପର୍ଯ୍ୟନ୍ତ ମିଷ୍ଟର ମଜୁନ ମଧ୍ୟ ସୁପର ୮ ଟା ଫିଲ୍ମ୍ ସେ ଅଶୋକ ପତି ଙ୍କ ସହ କରିଛନ୍ତି। ଆଉ ଆଗକୁ ମଧ୍ୟ କରିବେ ବୋଲି ନିର୍ଦ୍ଦେଶକ କହିଛନ୍ତି।

ସତ୍ୟତା ହେଲା ଯେ ବାବୁଶାନ ସକାଳୁ ଆସିଛନ୍ତି । ପାରିବାରିକ ସମସ୍ୟା ଏ ଟା। ସେ ଆସି ପହଁଚିଲେ ତାଙକଦ୍ୱାରା ପରିବାର ସହ କଥା ହେବେ ତାଙ୍କ ବାପା ଉତ୍ତମ ମହାନ୍ତି ଙ୍କ ଦେହ ଭଲ ନାହିଁ ।
ସବୁ ଜିନିଷ ର ସମାଧାନ ହେଇ କିରି ରାତି ରେ କାଲି ଫ୍ଲାଇଟ୍ କାନ୍ସଲ ହେଇ ଯାଇ ଥିଲା ସେ ପହଁଚି ପାରିଲେ ନାହିଁ ରାତି ଅନିଦ୍ରା ସେ ଶାରିରୀକ ସ୍ତର ରେ ଠିକ୍ ହେଇ ଗଲେ 
ବାବୁଶାନ ତାଙ୍କୁ କହିଛନ୍ତି ସେ ନିଜେ ନିମନ୍ତ୍ରଣ କରି କି ଗଣ ମାଧ୍ୟମ କୁ ନିଜର ପ୍ରତିକ୍ରିୟା ଦେବେ। ଏହା ଏକ ବିରାଟ ବଡ଼ କଥା ନୁହେଁ ତାଙ୍କର କିଛି ପାରିବାରିକ ସମସ୍ୟା ତାର ସମାଧାନ ହେବ।
ପିଲା ଟା ତାଙ୍କ ପାଖ କୁ ଫେରି ଆସିଲା । ସେ କହିଛନ୍ତି ସେ କେବେ ହେଲେ ବି ତୃପ୍ତି ଙ୍କ ପାଖରୁ କୁଆଡେ ଯାଇ ନାହାଁନ୍ତି ସେ ସବୁ ବେଳେ ତୃପ୍ତି ଙ୍କ ପାଖରେ ଅଛି।
ତୃପ୍ତି ଆମ ଝିଅ ଆମ ଘର ର ବୋହୂ ଆମ ପିଲା ମୁଁ ମଧ୍ୟ ଏହି ଘର ର ଲୋକ ତେଣୁ କିଛି ଏ ଥିରେ ଅସୁବିଧା ହେଇନି । ବାବୁସାନ୍ ଗୋଟେ ମ୍ୟାଚୁର ପିଲା ଏବଂ ଭଲ ପିଲା କଣ ତା ପରିସ୍ଥିତ ହେଇ ଥିବ ତାହା ପ୍ରଥମେ ଆମକୁ ବୁଝିବାକୁ ପଡ଼ିବ ତା ପରେ ନିଶ୍ଚିତ ଭାବେ ତାହା ସମାଧାନ ହେବ ବୋଲି ସେ କହିଛନ୍ତି।