Movie prime

ସେଶରେ ମୁଁହଁ ଖୋଲିଲେ Babushan Mohanty ନଷ୍ଟ କରିଛି Prakruti Mishra ଦେଖନ୍ତୁ କଣ ହେଲା ଖୁଲାସା

 
Viral news
ଓଡିଆ ଅଭିନେତ୍ରୀ ପ୍ରକୃତି ମିଶ୍ର ଓ ଅଭିନେତା ବାବୁଶାନ ମହାନ୍ତିଙ୍କ କଳା କାରନାମା ସାମ୍ନାକୁ ଆସିବା ପରେ ଏବେ ଏହି ଦୁଇଜଣଙ୍କୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ଏବେ ବାବୁସାନଙ୍କ ପତ୍ନୀ ତୃପ୍ତି ପ୍ରକୃତିଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଛନ୍ତି । ଆଉ ପ୍ରକୃତିଙ୍କ ବାପା କେବଳ ନିଜ ଝିଅକୁ ବଞ୍ଚେଇବା ଉଦ୍ଦେଶ୍ୟରେ ତୃପ୍ତିଙ୍କ ସମସ୍ତ ପ୍ରଶ୍ନକୁ କାଉଣ୍ଟର କରିଛନ୍ତି ।
ଆହୁରି ବହୁତ୍ ଲୋକ ପ୍ରକୃତି ମିଶ୍ର ଦ୍ୱାରା ଆଫେକ୍ଟଡେ ହୋଇଛନ୍ତି ସମସ୍ତେ ବାହାରିବେ। ତା ସଂସାରଟାକୁ ଭାଙ୍ଗି ସାରିଲେଣି। ସେ ପିଲାର କ'ଣ ଗୋଟେ ଏଭିଡେନ୍ସ ରଖିଛିନ୍ତି ଯେ ଯାହାଫଳରେ ତା କବଳରୁ ମୁକୁଳି ପାରୁନି। ଏସବୁ ତଦନ୍ତ ହେଵ ଦରକାର୍ କ'ଣ ସବୁ ଏଭିଡେନ୍ସ ଅଛି, କୋଉଠି ସବୁ ଡ୍ରକ୍ସ ଆଣୁଛନ୍ତି।
ଆହୁରି ଏମିତି କେତେ ଲୋକଙ୍କ ସହିତ ପ୍ରକୃତି ମିଶ୍ରଙ୍କ ଆଫେକ୍ଟଡେ ହୋଇଛନ୍ତି ଏଇଟା ନୂଆ କଥା ନୁହେଁ ଆହୁରି କେତେ କେସ ହେଇଛି। 
ତେଣୁ ଏସବୁ ବନ୍ଦ ହେବା ଦରକାର୍ ହଉଛି କାର୍ଯ୍ୟାନୁଷ୍ଠାନ ଦରକାର୍ ହଉଛି ଆଶା କରୁଛୁ ଏହିସବୁ ଘଟଣା ଉପରେ ନିଜକୁ ସଂଶୋଧନ କରିବେ। ରାତି ୯ ଟା ପରେ ଯେଉଁ ମାନେ ବାର୍ ସହିତ ଏକ୍ୱେଣ୍ଟେ ଅଛନ୍ତି। 
ଆପଣମାନେ ଏମ୍ବାନ୍ସି , ମ୍ୟାଡମୋନ କୁହନ୍ତୁ , କଟକ ରୋଡରେ ମଧ୍ୟ କେତେ ବାର୍ ଅଛି। ଏଗୁଡା ବହୁତ୍ ରାତି ପର୍ଯ୍ୟନ୍ତ ବୁଲିବା ଆଉ ଖାଦ୍ୟପେୟ କରିବା, ମ-ଦ୍ୟ-ପା-ନ କରିବା , ଡ୍ର-କ୍ସ ସେବନ କରିବା ଏସବୁ ତାଙ୍କର ପ୍ରଭୃତି ଆପଣ ଚାହିଁଲେ ମଧ୍ୟ ବଦଳାଇ ପାରିବେ ନାହିଁ।
ଆଜିକାଲି ବାବୁଶାନ୍ ଆଉ ପ୍ରକୃତିର ମଧ୍ୟ ଫୁଟେଜ ଘୁରୁଛି ମିଶିକି ବୁଲୁଛନ୍ତି ଚେନ୍ନାଇରେ ଏବଂ ରହୁଛନ୍ତି ମିଶିକି ଚେନ୍ନାଇରେ ।
ଆଉ ତାଙ୍କ ବାପା ଯାଇଛନ୍ତି ଦେଖାକରିବା ପାଇଁ ଏଭଳି ଏକ ଭିଜୁଆଲ୍ ଆମେ ଦେଖିବାକୁ ପାଇଲୁ। ବାବୁଶାନ୍ ଛୋଟ ପିଲାଟା କ'ଣ କହିବା ନରିହ ପିଲାଟା କ'ଣ ସିନେମା କରିକିରି ଆଜି ଲୋକଙ୍କ ଘରେ ଘରେ ପହଞ୍ଚିଛି ସିଏ ଆଜି ଉଆନ୍ ଟାଇପ୍ ଅଫ ଓଏବାଆଡ୍ ହୋଇଯାଇଛି।
 ଆଉ ଟୀକି ଆପା ଅପରାଜିତା ମହାନ୍ତି ଅଛନ୍ତି, ସିଏ ଯାହା କହିଲେ କହିଛନ୍ତି ଦୁଃଖରେ କହୁଛନ୍ତି ଏହା ନିରାଟ ସତ୍ୟ ଅଟେ। ଏସବୁ ତଦନ୍ତ ହେବା ଦରକାର୍ ହଉଛି । ଗୋଟେ ଛୋଟ ପିଲାର ସଂସାର ଅଛି ତମେ ତାକୁ କବଳିତ କରି ରଖିଛ ତେଣୁ ତା ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ନେବା ଦରକାର ହଉଛି।
ଏଣ୍ଟାର୍ ସିନେରିୟମ୍ ରେ ଆପଣ ଯଦି ଦେଖିବେ ପ୍ରନ୍ସିପାଲ୍ ହେଉଛନ୍ତି ପ୍ରକୃତି ମିଶ୍ର ବିଷୟରେ ତାହା ତଦନ୍ତ କରି ତା ପରିସରରେ ଆଉ କୋଉ କୋଉମାନେ ଅଛନ୍ତି ସେମାନେ ଆସିବେ।