Movie prime

ଆସିନାହାନ୍ତି Babushan Mohanty ଲୋକଙ୍କୁ ଭ୍ରମିତ କରିବାପାଇଁ ଏ ଭିଡିଓ ଦେଖନ୍ତୁ Airport ରେ VIRAl ହେଇଥିବା ଏହି ଭିଡିଓ

 
VIRAl video
ଆପଣମାନେ ତୋ ସମସ୍ତେ ଜାଣିଥିବେ କିପରି ପ୍ରକୃତି ମିଶ୍ର ଓ ବାବୁଶାନ୍ ଙ୍କ ପତ୍ନୀ ତୁର୍ପ୍ତି ବିଚ୍ ରାସ୍ତାରେ ହେଇଥିବା ହାଇଡ୍ରାମା ସୋସିଆଲ ମିଡ଼ିଆରେ ବହୁମାତ୍ରାରେ ଭାଇରାଲ ହେବାକୁ ଲାଗିଛି।
ବର୍ତ୍ତମାନ ଶୁଣିବାକୁ ମିଳୁଛି ଯେ ଅଭିନେତା ବାବୁଶାନ୍ ଆଣ୍ଡମାନ ଚାଲିଯାଇଛନ୍ତି ଆଉ ତାଙ୍କ ସହିତ ଯାଇଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର। ଏଭଳି କିଛି କଥା ସୋସିଆଲ ମିଡ଼ିଆରେ ଶୁଣିବାକୁ ମିଳୁଛି। 
ବାବୁଶାନ୍ ଚେନ୍ନାଇରୁ ବାହାରି ସାରିଛନ୍ତି।ଭୁବନେଶ୍ବରେ ଆଉ କିଛି ସମୟପରେ ପହଞ୍ଚିବେ ଯାହା ରହିଛି ଫ୍ଲାଟ୍ ଯାହା ଚେନ୍ନାଇରୁ ୯ ଟା ୫୦ ରେ ପହଞ୍ଚିବ। ୨୩ ତାରିଖରୁ ଯେଉଁ ଘଟଣା ସମ୍ମାନକୁ ଆସିଛି। ଉଭୟ ବାବୁଶାନ୍ ଆଉ ପ୍ରକୃତି ମିଶ୍ର ବିବାଦ ଦେଖା ଯାଇଛି ତା ଭିତରେ ତାଙ୍କ ସ୍ତ୍ରୀ ଯୋଉ ଫସି ଯାଇଛନ୍ତି।
କୋଉଠି ନା କୋଉଠି ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି। ଯାହାକି ଆଉ କିଛି ସମୟପରେ ବାବୁଶାନ୍ ହିଁ କହିବେ ସତ ଘଟଣା କ'ଣ ଥିଲା କାହିଁକି ଯାଇଥିଲେ କ'ଣ ପାଇଁ ଯାଇଥିଲେ। ବହୁତ୍ ଦିନ ଅପେକ୍ଷା କରିବା ପରେ ଆଜି ବାବୁଶାନ୍ ବାହାରିଛନ୍ତି। 
ଚେନ୍ନାଇରେ ସିଏ ଆଗରୁ ପହଞ୍ଚସାରିଛନ୍ତି ଯାହାକୁ ନେଇ ଭିଡିଓ ଭାଇରଲ ହୋଇଛି। ଏହା ହେଉଛି ଚେନ୍ନାଇ ଏୟାରପୋର୍ଟ ର ଭିଡିଓ ସିଏ ଚେନ୍ନାଇ ଏୟାରପୋର୍ଟ ପହଞ୍ଚିଛନ୍ତି କିନ୍ତୁ ଯଦି ସିଏ ସେହି ଫ୍ଲାଇଟ୍ ରେ ବସିଥିବେ ୮ ଟାt ୧୫ ରେ ଯାଉ ଫ୍ଲାଇଟ୍ ଟା ଯଦି ସେହି ଫ୍ଲାଇଟ୍ ରେ ଆସୁଥିବେ ତେବେ ଠିକ୍ ୯ ଟା ୫୦ ରେ ଆସି ଭୁବନେଶ୍ବରରେ ପହଞ୍ଚିବେ।
କିନ୍ତୁ ଯଦି ସେହି ଫ୍ଲାଇଟ୍ ରେ ନ ବସିଥିବେ ତେବେ ଏହି ଭିଡିଓ ଯଦି ଖାଲି ଭ୍ରମିତ୍ କରିବା ପାଇଁ କରାଯାଇଥିଵ। ତେବେ ହୁଏ ତୋ ତାହା ମିଛ ବୋଲି ପ୍ରମାଣ ହେଇପାରେ। ଯଦି ଏହା ସତ ହୁଏ ତାହେଲେ କୋଉଠି ନା କୋଉଠି ତାଙ୍କର ଯୋଉ ଇମେଜ୍ ବଦଳିବାକୁ ଲାଗୁଛି। 
ଦିନକୁ ଦିନ ସମସ୍ତେ ଯୋଉ ତାଙ୍କୁ ହିରୋ ବୋଲି ଭଲ ପାଉଛନ୍ତି। ସମସ୍ତ ଭୁଲ୍ କୁ ବା ଧାରଣାକୁ ମନ ଭିତରୁ ଭୁଲାଇ ପୁଣିଥରେ ବାବୁଶାନ୍ ଙ୍କ ଫିଲ୍ମ ଦେଖିବାକୁ ସଂକଳ୍ପବୋଧ କରୁଛନ୍ତି ଆପଣମାନେ ଶୁଣୁଛନ୍ତି ପ୍ରତିକଥାରେ ସମସ୍ତେ କହୁଛନ୍ତି କୋଉଠି ନା କୋଉଠି ଯଦି ଭ୍ରମିତ୍ କରାଯାଇନଥାଆନ୍ତା ତାଙ୍କୁ ତାହାଲେ ତାଙ୍କ ମନ ଭିତରେ ଯୋଉ ଉତ୍ସାହ ଭଲପାଇବା କମିଯିବ।
ବାବୁଶାନ୍ ଆସି ୯ ଟା ୫୦ ରେ ପହଞ୍ଚୁଛନ୍ତି ନିଜ ପାଟିରେ ପୁରା ସତ ଘଟଣା ସମ୍ମାନକୁ ଆସିଯିବ। କ'ଣ କହୁଛନ୍ତି ବାବୁଶାନ୍ ଶୁଣିବେ ଆଉ ମନ ରେ ଯୋଉ ପ୍ରଶ୍ନ ଉଠିଛି ତାହାର ସତ ସମସ୍ତଙ୍କ ସମ୍ମାନକୁ ଆସିଯିବ।