Movie prime

ରାସ୍ତାରେ ପାର ହେଲା ମହାବଳ ବାଘ ଲୋକେ ନ ଡରି ନେଲେ ସେଲ୍ଫି ଦେଖନ୍ତୁ ଏହି ଦୃଶ୍ୟ

 
Viral video
ବର୍ତମାନ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବା ସହିତ ଭୟଭୀତ ହୋଇଯିବେ।ଭାଇରାଲ ହୋଇଥିବା ଭିଡିଓ ରେ ଦେଖିବାକୁ ମିଳିଛି ଯେ ରାସ୍ତାରେ ବାଘ ବୁଲୁଥିଲା।କିନ୍ତୁ ସେହି ରାସ୍ତାରେ ଯେଉଁ ଲୋକମାନେ ଯାଉଥିଲେ ବାଘ କୁ ଦେଖି ଭୟ କରିଲେ ନାହିଁ।ସଙ୍ଗେ ସଙ୍ଗେ ନିଜ ମୋବାଇଲ୍ କାଢି ସେହି ବାଘ ଟି ର ଫୋଟୋ ଉଠାଇବାକୁ ଲାଗିଲେ।
ଏହି ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲିବାରେ ଲାଗିଛି।ଘଞ୍ଚ ଅରଣ୍ୟ ଆଉ ତାରି ଭିତରେ କିଛି ଯୁବକ ମାନେ ଯାଉଥିବାର ଦେଖିବାକୁ ମିଳିଛି।ହଠାତ୍ ଯୁବକ ମାନେ ଯାଉଥିବା ସମୟରେ ବାଘଟି ସାମ୍ନାକୁ ଚାଲି ଆସିଥିଲା।ଆପଣମାନେ ଏହାଶୁଣି ଭୟଭୀତ ହୋଇ ପଡ଼ିଥିବେ।ଆଉ ଭାବୁଥିବେ ଯୁବକ ମାନଙ୍କ ଅବସ୍ଥା ସେଠାରେ କଣ ହୋଇଥିବ।
ଆପଣମାନେ ଯଦି ସେହି ସ୍ଥାନରେ ଥାନ୍ତେ ତାହେଲେ କେଉଁଆଡେ ଭୟ ରେ ଦୌଡ଼ି ଚାଲି ଯାଇଥାନ୍ତେ।କିନ୍ତୁ ଭିଡିଓ ରେ ଦେଖିବାକୁ ମିଳିଛି ଯେ ସେହି ଯୁବକ ମାନେ ବିଲକୁଲ୍ ବାଘକୁ ଦେଖି ଭୟଭୀତ ନ ହୋଇ ନିଜ ପାଖରେ ଥିବା ମୋବାଇଲ୍ କୁ ବାହାର କରି ଭିଡିଓ କରିଥିଲେ।ଯାହାକି ଦର୍ଶକ ମାନେ ଦେଖି ଭୟଭୀତ ହୋଇ ପଡ଼ୁଛନ୍ତି।ଏହି ଘଟଣା ଟି ମଧ୍ୟ ପ୍ରଦେଶ ରେ ଦେଖିବାକୁ ମିଳିଛି।କିଛି ଯୁବକ ସେହି ଅଞ୍ଚଳ ଦେଇ ଯାଉଥିଲେ।
ବାଘକୁ ଦେଖିଲେ ସମସ୍ତଙ୍କୁ ଭୟ ଲାଗିଥାଏ।କାରଣ ବାଘ ଲୋକ ମାନଙ୍କୁ ଦେଖିଲେ ତାଙ୍କ ଉପରେ ଆକ୍ରମଣ କରିଥାଏ।କିନ୍ତୁ ଏଠାରେ ଯୁବକ ମାନେ କେଉଁଆଡେ ନ ଦୌଡ଼ି ଫଟୋ ଏବଂ ଭିଡିଓ କରିବାରେ ଲାଗି ପଡ଼ିଥିଲେ। ବାଘକୁ ଦେଖି ଯୁବକ ମାନେ ବହୁତ ଖୁସି ହୋଇଥିବାର ଦେଖିବାକୁ ମିଳିଛି।ଖୁସିରେ ଫଟୋ ଉଠାଇବାରେ ଲାଗିଲେ।ଏମିତି କି କିଛି ଯୁବକ ବାଘ ସହିତ ସେଲଫି ଉଠାଇବା ପାଇଁ ଉଦ୍ୟମ କରିଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.