Movie prime

ବାହାଘର ଦିନ ପିଲା ଜନ୍ମ କଲେ ମହିଳା ସମ୍ପୂର୍ଣ ଘଟଣା ଜାଣିଲେ ଆଶ୍ଚର୍ୟ୍ଯ ହୋଇଯିବେ

 
Marriage
ନମସ୍କାର ପାଠକ ବନ୍ଧୁ।ବର୍ତମାନ ଏକ ଅଶ୍ଟର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି।ପୁଅ ହୁଅନ୍ତୁ ଅବା ଝିଅ ହୁଅନ୍ତୁ ସମସ୍ତଙ୍କର ଇଛା ଥାଏ ବାହାଘର ଦିନ ତାଙ୍କର ସ୍ମରଣୀୟ ହେଉ।
କାରଣ ଏହି ଦିନଟି କୁ ସେ ମଧୁର ସ୍ମୃତି ଭାବରେ ସାଇତି ରଖିବା ପାଇଁ ସମସ୍ତେ ଚାହିଁଥାନ୍ତି।କିନ୍ତୁ ସମସ୍ତଙ୍କ ଭାଗ୍ୟରେ ଏମିତି କିଛି ହୋଇନଥାଏ।କିଛି ଦମ୍ପତି ଙ୍କ ପାଇଁ ଏହା ମଧୁର ସ୍ମୃତି ରୂପେ ରହି ଯାଇଥାଏ।
କିନ୍ତୁ ଆଉ କିଛି ଦମ୍ପତି ଙ୍କ ପାଇଁ ଏହା ତିକ୍ତ ଅନୁଭୂତି ହୋଇଥାଏ।ହେଲେ ଆମେ ଆଜି ଏମିତି ଏକ ଘଟଣା ସମ୍ପର୍କ ରେ କହିବାକୁ ଯାଉଛୁ ଯାହା ଏକ ଦମ୍ପତି ଙ୍କ ପାଇଁ ଆଣି ଦେଇଛି ସମ୍ପୂର୍ଣ୍ଣ ଭିନ୍ନ ଧରଣର ଅନୁଭୁତି।
କାରଣ ବାହାଘର ଦିନ କନିଆଁ ଜଣଙ୍କ ଏକ ପିଲା ଜନ୍ମ କରିଛନ୍ତି।ଏହି କଥାଟି ଶୁଣି ଆପଣା ମାନଙ୍କୁ ଆଶ୍ଚର୍ଯ୍ୟ ଲାଗି ପାରେ।କିନ୍ତୁ ଏହି କଥାଟି ବିଲକୁଲ ସତ ଅଟେ।
ଏହି ଘଟଣାଟି ସ୍କଟ ଲ୍ୟାଣ୍ଡ ରେ ଦେଖିବାକୁ ମିଳିଛି।ରେବେକା ନାମକ ଜଣେ ହେୟାର୍ ଡିଜାଇନର ଙ୍କ ର ବାହାଘର ହେବାର ଥିଲା। ସେ ତାଙ୍କ ପ୍ରେମିକ ଙ୍କ ସହିତ ବାହା ହେବାପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା।
ବାହାଘର ପାଇଁ ମଣ୍ଡପ ବୁକିଁ କରାଯାଇଥିଲା।ସେ ଦୁହେଁ ବହୁତ ଖୁସି ଥିଲେ।ପ୍ରାୟ ଦୁଇ ଶହ ଜଣଙ୍କ ଅତିଥି ଙ୍କୁ ଏହି ବାହାଘର ରେ ଆସିବା ପାଇଁ ନିମନ୍ତ୍ରଣ କରାଯାଇଥିଲା।
ଅଧିକାଂଶ ଲୋକମାନେ ହଲ୍ ରେ ପହଞ୍ଚି ଯାଇଥିଲେ।କିନ୍ତୁ ବିବାହ ହେବାର କିଛି ଘଣ୍ଟା ପୂର୍ବରୁ କନିଆଁ ରେବେକା ଙ୍କ ର ପ୍ର-ସ-ବ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା।ତୁରନ୍ତ ତାଙ୍କୁ ହସ୍ପିଟାଲ୍ ନିଆ ଯାଇଥିଲା।
ଆଉ ସେଠାରେ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ।ଏହାପରେ ବାହାଘର କାର୍ଯ୍ୟକ୍ରମ କୁ ବାତିଲ କରାଯାଇଥିଲା। ଅତିଥି ମାନେ ଏହାଶୁଣି ଫେରି ଯାଇଥିଲେ।ସେମାନେ ପାଞ୍ଚ ବର୍ଷ ପ୍ରେମ କରୁଥିଲେ।ଏହାପରେ ଜୁଲାଇ ରେ ନିର୍ବନ୍ଧ ହୋଇଥିଲେ।