Movie prime

ବୋଝ ଉପରେ ଲଳିତା ବିଡ଼ା ବାପା ଅନ୍ୟ ନାରୀ ସହ ସମ୍ପର୍କ ରେ ଲିପ୍ତ ମା ଦେହ ଖରାପ ବେଳେ ଛୁଆ ପାଉଛି ବୋଝ ଯନ୍ତ୍ରଣା

 
Viral topic
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଘଟଣା ବିଷୟରେ ସୂଚନା ପାଉଥିବେ । ଆଉ ଦୁନିଆରେ ଏମିତି କିଛି ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଆଉ ଏମିତି କିଛି ଘଟଣା ଅଛି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଉ ଏମିତି ଘଟଣା ଆଜିକା ସମାଜରେ ବହୁତ ପରିମାଣର ଘଟୁଛି । ଆଉ ପରକୀୟା ପ୍ରୀତି ଆଜିକା ଯୁଗରେ ସବୁଆଡ଼େ ଚାଲିଛି ।
ଆଉ ଏହି ପରକୀୟା ପ୍ରୀତି ପାଇଁ କେତେ ଯେ ପରିବାର ଭାଙ୍ଗୁଛି ଆଉ ଛୁଆ ହଇରାଣ ହେଉଛନ୍ତି ତାହା କିଏ ଜାଣିଛି । କିନ୍ତୁ ଦୁନିଆରେ ପ୍ରବଳ ମାତ୍ରାରେ ଏବେ ପରକୀୟା ପ୍ରୀତି ଚାଲିଛି । ଆଉ ଏହା ସମାଜକୁ ବହୁତ ନଷ୍ଟ କରୁଛି ।
ଆଉ ଲୋକମାନେ ଏମିତି ପରକୀୟା ପ୍ରୀତି କରିବା ପୂର୍ବରୁ କଣ ଟିକେ ସମାଜ କଥା ଭାବନ୍ତି ନାହିଁ କି ନିଜ ଇଜ୍ଜତ କଥା ଭାବନ୍ତି ନାହିଁ । ଆଉ ଏହି ସମାଜ ଆଜି ଏମିତି କିଛି ଲୋକଙ୍କ ପାଇଁ ଲଜ୍ୟା ଅନୁଭବ କରୁଛି ।
ଏମିତି କିଛି ନିନ୍ଦନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାରେ । ଆଉ ସେହି ଜିଲ୍ଲାର ଜଣେ ମହିଳା ବିବାହ କରିଥିଲେ । ଆଉ ତଙ୍କର ଦୁଇଟି ଛୁଆ ମଧ୍ୟ ଅଛି । କିନ୍ତୁ ତାଙ୍କର ସ୍ବାମୀ ଦୁଇ ଛୁଆ ଆଉ ନିଜ ସ୍ତ୍ରୀକୁ ଛାଡି ପରକୀୟା ପ୍ରୀତିରେ ଲାଗିଛନ୍ତି ।
ଆଉ ସେ ୫ ବର୍ଷ ତଳେ ପରକୀୟା ପ୍ରୀତିରେ ଭାସି ଯାଇଥିଲେ । ଆଉ ନିଜ ସ୍ତ୍ରୀ ଆଉ ଛୁଆଙ୍କୁ ଛାଡି ପ୍ରେମିକା ସହିତ ରହିବାକୁ ସ୍ଥିର କରିଲେ । ଆଉ ସେ ସମସ୍ତଙ୍କୁ ଛାଡି ନିଜ ପ୍ରେମିକା ପାଖକୁ ପଳାଇଲେ । 
ଆଉ ସ୍ବାମୀ ନଥିବା ଦିନଠାରୁ ସ୍ତ୍ରୀ ଜଣକ ଅନ୍ୟ କାହା ଘରେ ବାସନ ମାଜି ଛୁଆଙ୍କୁ ପାଠ ପଢ଼ାଉଥିଲେ । ଆଉ ମଣିଷ କରୁଥିଲେ । କିନ୍ତୁ ଭଗବାନ ଏତେ ନିଷ୍ଠୁର ହୋଇଯିବେ କିଏ ଜାଣିଥିଲା ।
ଭଗବାନ ଏଭଳି ଏକ ସଙ୍କଟ ଆଣିଲେ ବୋଝ ଉପରେ ନଳିତା ବିଡା ପରି ସଙ୍କଟ ବା ଅସୁବିଧା ଥମିବାର ନାଁ ଧରୁନି । ଆଉ ଏବେ ସେହି ମହିଳା ଜଣଙ୍କର କେଉଁ ରୋଗ ହେଇଛି ତାହା ଜଣାପଡୁନାହିଁ । 
ଛୁଆମାନେ ପଢିବା ବୟସରେ ମାଆର ସେବା କରୁଛନ୍ତି । ଏବେ ସେଠାକାର ଗ୍ରାମବାସୀ ସେହି ମହିଳା ଆଉ ଛୁଆମାନଙ୍କୁ ଖାଇବାକୁ ଦେଉଛନ୍ତି । ଆଉ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି କି ସେହି ମହିଳା ଜଣଙ୍କୁ ଡାକ୍ତରଖାନାରେ ଚିକିତ୍ସା ପାଇଁ ପଠାଯାଉ । ଏବଂ ଛୁଆମାନଙ୍କୁ ଥଇଥାନ ସ୍ଥାନରେ ରଖାଯାଉ ।
ଏବେ ଦେଖାଯାଉ ପ୍ରଶାସନ କେବେ ଏହି ନିରୀହ ମହିଳା ଜଣଙ୍କର କଥା ଶୁଣୁଛି ।