Movie prime

ବର୍ଷାରେ ମନ ଖୋଲି ନାଚିଲେ ଆପଣଙ୍କ ପ୍ରିୟ Ollywood ଅଭିନେତ୍ରୀ Barsha Priyadarshini ଦେଖନ୍ତୁ ଏହି VIRAL VIDEO

 
Barsha Priyadarshini

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଘଟଣା ବିଷୟରେ ସୂଚନା ପାଉଥିବେ । ଆଉ ଆପଣମାନେ ତ ସମସ୍ତେ ଓଲିଉଡ ଜଗତର ଜଣାଶୁଣା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ତ ଜାଣିଥିବେ ।

ଆଉ ସେ ନିଜ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ଜାଗା ତିଆରି କରିଛନ୍ତି । ସେ ବହୁତ ସୁନ୍ଦର ଅଭିନୟ କରନ୍ତି । 

ଆଉ ସେ ଜଣେ ବହୁତ ପପୁଲାର କଳାକାର ଅଟନ୍ତି । ଆପଣମାନେ ସୋସିଆଲ ମିଡିଆରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କର ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସେ ଜଣେ ବହୁତ ଭଲ ଡ୍ୟାନ୍ସର୍ ମଧ୍ୟ ।
ସେ ବହୁତ ଭଲ ନାଚ ମଧ୍ୟ କରିଥାନ୍ତି । ସେ ସୋସିଆଲ ମିଡିଆରେ ସକ୍ରିୟ ରୁହନ୍ତି । ସେ ବହୁତ ଫିଲ୍ମ୍ କରିଛନ୍ତି । ଆଉ ତାଙ୍କ ଫିଲ୍ମ୍ ସବୁ ବହୁତ ହିଟ୍ ମଧ୍ୟ ହୋଇଛି । 
ଆଉ ଏବେ ଏବେ ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ବହୁତ ପରିମାଣରେ ଭାଇରାଲ ହେଉଛି । ଆଉ ଏହି ଭିଡିଓକୁ ସମସ୍ତ ଲୋକମାନେ ବହୁତ ଭଲପାଇବା ଦେଇଛନ୍ତି । ଆଉ ଏହି ଭିଡିଓ ଦେଖିଲେ ଆପଣମାନେ ବହୁତ ଖୁସି ହେବେ । ଆଉ ଏହି ଭିଡିଓରେ ଜଣାପଡୁଛି କି ଅଭିନେତ୍ରୀ ବର୍ଷା ବହୁତ୍ ଖୁସିରେ ଅଛନ୍ତି ।
ଏହି ଭିଡିଓରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବର୍ଷାରେ ନାଚୁଥିବାର ନଜର ଆସିଛନ୍ତି । ଆଉ ସେ ବହୁତ ସୁନ୍ଦର ନାଚ କରୁଛନ୍ତି । ତାଙ୍କ ନାଚ ଦେଖିଲେ ଆପଣ ବି ଖୁସି ହୋଇଯିବେ । ସେ ବର୍ଷାରେ ଏକ କଳା ରଙ୍ଗର ଟି ସାର୍ଟ ପିନ୍ଧି ଆଉ ପ୍ୟାଣ୍ଟ୍ ପିନ୍ଧି ନାଚ କରୁଛନ୍ତି । ଆଉ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି ।