Movie prime

ବେଲଚା ମାରିଲେ ପିପିଲି ବିଧାୟକ ଦେଖନ୍ତୁ କାହିଁକି ଏହି ଦୃଶ୍ୟରେ

 
Special report
ନମସ୍କାର ଆପଣଙ୍କୁ। ବନ୍ଧୁଗଣ ଆପଣ ମାନେ ସମସ୍ତେ ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀଙ୍କୁ ବେସ ଭଲ ଭାବରେ ଜାଣିଥିବେ। ରୁଦ୍ର ପ୍ରତାପ ମହାରଥୀ ହେଉଛନ୍ତି ବିଜେଡି ଦଳର ବରିଷ୍ଠ ନେତା ପ୍ରଦୀପ ମହାରଥୀଙ୍କ ଏକ ମାତ୍ର ପୁତ୍ର।
ତାଙ୍କ ବାପା ମଧ୍ୟ ପୂର୍ବତନ ବିଧାୟକ ଥିଲେ ପିପିଲ୍ ରେ। ତାଙ୍କ ର ପୁଅ ରୁଦ୍ର ମହାରଥୀ ଏବେ ପିପିଲ୍ ର ବିଧାୟକ ଭାବରେ କାର୍ଯ୍ୟ ରତ ଅଛନ୍ତି।
ତେବେ କିଛି ଦିନ ତଳେ ଜାଣିଥିଲେ ହାତ ଗଣତି ଲୋକ। କିନ୍ତୁ ଏବେ ରାଜ୍ୟ ର ସେ ଜଣେ ଆଗ ଧାଡି ର ଯୁବ ନେତା ଅଛନ୍ତି ପିପିଲ୍ ର ବିଧାୟକ। 
ତାଙ୍କ ବାପା ପ୍ରଦୀପ ମହାରଥୀ ଙ୍କ କ୍ଷମତା ରେ ଥିଲେ ମଧ୍ୟ ଆଦୌ ଅହଙ୍କାରୀ ନାହାନ୍ତି ରୁଦ୍ର ମହାରଥୀ। ସାଧରଣ ଲୋକ ଭଳି ବ୍ୟବହାର ସରଳ ଧାରଣ ଲୋକ ଅଟନ୍ତି ।
ବିଧାୟକ ପ୍ରଦୀପ ମହାରଥୀ ଙ୍କ ର ପରଲୋକ ପରେ ପିପିଲ୍ ରାଜନୀତି ରେ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇ ଥିଲା ସେହି ସମୟ ରେ ରୁଦ୍ର ମହାରଥୀ ଙ୍କ ଉପରେ ଆସ୍ଥା ରଖିଥିଲା ବିଜେପି।
ଆପଣ ମାନେ ଜାଣିଛନ୍ତି ଯେ ରୁଦ୍ର ମହାରାଥି ବହୁତ ଭଲ କାମ ପାଇଁ ସବୁବେଳେ ସେ ଚର୍ଚ୍ଚା ରେ ରହି ଆସିଛନ୍ତି। ବନ୍ଧୁଗଣ ଜନତାଙ୍କ ପୂର୍ଣ୍ଣ ସମର୍ଥନରେ ରୁଦ୍ର ପ୍ରଥମ ଚେଷ୍ଟାରେ ପିପିଲି ବିଧାୟକ ରୂପେ ନିର୍ବାଚିତ ହୋଇଛନ୍ତି। 
ରୁଦ୍ର ବିଧାୟକ ହେବା ପରେ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ରହୁଛନ୍ତି। ବନ୍ଧୁଗଣ ରୁଦ୍ର ବିଧାୟକ ହେବା ପରେ ପ୍ରତି ଗାଁ ଗାଁ ଘର ଘର ବୁଲି ଲୋକ ମାନଙ୍କର ସମସ୍ୟା ବୁଝୁ ଛନ୍ତି।
କେବଳ ଏତିକି ନୁହେଁ ସେ କେତେକ ସରକାରୀ ଅଫିସ ଯାଇ ସବୁ ଯାଞ୍ଚ କରନ୍ତି। ରୁଦ୍ର ସବୁବେଳେ ଗରିବ ଓ ଅସହାୟ ଲୋକ ମାନଙ୍କ ପାଇଁ ଛିଡା ହେଉଛନ୍ତି।
ଏବେ ବହୁତ ଜୋର ସୋର ରେ ତଦାରଖ୍ ଆରମ୍ଭ କରି ଦେଇଛନ୍ତି ପିପିଲ୍ ର ବିଧାୟକ ରୁଦ୍ର ମହାରଥୀ। ଏବେ ପିପିଲ୍ ର ଡେଲାଙ୍ଗ ରାସ୍ତା ରେ ଚଢାଉ କରିଛନ୍ତି। ଯାହାର ଭ୍ୟୁଜାଲ୍ ଟି ବର୍ତ୍ତମାନ୍ ସମୟ ରେ ଖୁବ ଭାଇରାଲ୍ ହେବାକୁ ଲାଗୁଚି। 
ତେବେ ଡେଲାଙ୍ଗ ରେ ରାସ୍ତା କାମ ଚାଲୁ ଥିଲା ତେଣୁ ଜଣେ ପିପିଲ୍ ର ବିଧାୟକ୍ ହିସାବ ରେ ସବୁ ର ଜାଞ୍ଚ୍ କରୁଥିଲେ। ସେଠାକୁ ଯାଇ ଦେଖି ଥିଲେ କି ରାସ୍ତା ପାଇଁ ଅଣା ଯାଇ ଥିବା ଜିନିଷ ସବୁ ଭଲ ନା କିଛି ଭେଜାଲ୍ ମିଶିଛି।
ତେଣୁ ସେ ନିଜେ ବେଲଚା ଧରି ସେଥିରେ ଗୁଡ଼ି ବାହାର କରି ଭିତର ଗୁଡ଼ି ଆଣି ଦେଖି ଥିଲେ। କି ତାହା ଭଲ ଅଛି କି ନାହିଁ ଏମିତି ସବୁ ସେଠାରେ ସବୁ ଜିନିଷ ବିଷୟ ରେ ଜାଞ୍ଚ୍ କରି ଥିଲେ ଯାହା କି ବର୍ତ୍ତମାନ ସମୟ ରେ ଖୁବ ଭାଇରାଲ୍ ହେଉଛି ଏହି ଭ୍ୟୁଜାଲ୍ ବା ଏହି ଫଟୋ ଗୁଡିକ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.