Movie prime

ସମସ୍ତଙ୍କୁ ନାଲି ଆଖି ଦେଖାଉ ଛନ୍ତି ଭଣ୍ଡମାତା ସୋନାଲି ଦେଖନ୍ତୁ କେମିତି କରୁଛନ୍ତି କଥା ବାର୍ତ୍ତା ଦେଖନ୍ତୁ ଏହି VIRAL VIDEO

 
Viral

ଆଜିକାଲି ଭ-ଣ୍ଡବବା ଓ ମାତା ସବୁ ଆଡେ ଦେଖିବାକୁ ମିଳୁଛି। ରୋଜଗାର କରିବା ପାଇଁ ଅନେକଗୁଡ଼ିଏ ଭଲ ମାଧ୍ୟମ ଅଛି, କିନ୍ତୁ ପ୍ରାୟ ଲୋକମାନେ ଭ-ଣ୍ଡା-ମିର ବାଟକୁ ଆପଣଉଛନ୍ତି ଯାହାକି ସମାଜକୁ ଖରାପ୍ ଶିକ୍ଷ୍ୟା ପ୍ରଦାନ କରୁଛି।

ରୋଜଗାର କରିବାପାଇଁ ଲୋକମାନେ ଅତିନୀଚ୍ଚ କାମ କରିବା ପାଇଁ ମଧ୍ୟ ପଛଉନାହାନ୍ତି ଏପରିକି ନିଜ ପାରିବାରକୁ ବି

 ସେଥିରେ ସାମିଲ୍ କରିଦେଉଛନ୍ତି ।
ଏବେ ପୁଣିଏକ ମହିଳା ସୋନାଲି ମଲିକ୍ ଭ-ଣ୍ଡା-ମି କରିବାର ଦେଖିବକୁ ମିଳୁଛି । ଯିଏ ନିଜକୁ କହୁଚି କଣ ନା ମୁଁ ହରିଅଙ୍କକୁ ଦ୍ଵିତୀୟ କନନ ପୁରୀ କରିବି । ରୋଜଗାର କରିବାର ନୂଆ ପନ୍ଥା ମାତା ବେଶରେ ଲୋକଙ୍କଠାରୁ ଲୁଟ୍ କରୁଛି। ସମସ୍ତଙ୍କୁ ମିଛ ପ୍ରତିଶ୍ରୁତି ଦେଇ ଭା-ଣ୍ଡା-ମି ଚଳାଇଛି l
ଦିନ ରାତି ମାଇକ୍ ଲଗାଇ କରୁଛି ତା-ଣ୍ଡ-ବ । ବସିଥାଇ ରୋଜଗାର କରିବାର ଇଏ ହେଉଛି ଏକ ନୂଆ ପନ୍ଥା କହୁଛି କଣ ନା ମୁଁ ହରିଅଙ୍କଙ୍କୁ ଦ୍ଵିତୀୟ କନକ ପୁରୀ କରିବି । ନିଜକୁ ସାରଳା ମଧ୍ୟ କହୁଛି, ମାଆ ସାରଳାଙ୍କ ପୀଠ ଝଙ୍କଡ଼ ପରେ ଦ୍ଵିତୀୟ ସାରଳା କ୍ଷେତ୍ର ଡେରାବିଶବ୍ଲକ ହରିଅଙ୍କ ହେବ ବୋଲି ମଧ୍ୟ କହୁଛି। ନିଜକୁ ସାରଳା କହି ପୂଜା ମଧ୍ୟ ପାଉଥିଲା । 
ପବିତ୍ର ଗଙ୍ଗାପାଣି ଓ ଫୁଲକୁ ନିଜ ପାଦରେ ଥୋଇ ହିନ୍ଦୁଧର୍ମର ଭାବାବିକ ସହ ଖେଳୁଥିଲା କିଛି ସ୍ଥାନୀୟ ଲୋକେ ଭ-ଣ୍ଡମାତା ସୋନାଲି ମଲିକ୍ ଭ-ଣ୍ଡା-ମିର ପ୍ରିକୋପରେ ରାଗରେ ଜର୍ଜରିତ ହୋଇ ପୋଲିସ୍ ନିକଟରେ ଅଭିଯୋଗ କରିଥିଲେ ।
ହେଲେ ଭ-ଣ୍ଡମାତାର କିଛି ବି ଫରକ୍ ପଡୁନଥିଲା ବରଂ ସେ ଆହୁରି ନାଟକୀର୍ତ୍ତନ କରୁଥିଲା, ମିଛ କହିବାର ସୀମା ଶେଷ,ନିଜକୁ ଭଗବାନଙ୍କ ସହିତ ତୁଳନାକରି ଭ-ଣ୍ଡମାତା କରୁଛି ତା-ଣ୍ଡ-ବ। ରାତି ଦିନ ମାଇକ୍ ଲଗାଇ ଡିସ୍କ କରୁଛି, ପରିବାରକୁ ବି ସାମିଲ୍ କରିବାକୁ ପଛେଇ ନାହିଁ । 
ଟଙ୍କା ଉପାର୍ଜନ କରିବାର ଏହି ଉପାୟକୁ ଆପଣେଇଥିଲେ ମହିଳା, ସେଥିଲା ସାଧାରଣ ମଣିଷ ହେଲେ ଲୋକଙ୍କୁ ଭ-ଣ୍ଡେ-ଇବାକୁ ବନିଗଲା ମାତା କିଛି ଜ୍ଞାନ ନଥିଲେ, ମଧ୍ୟ ଲୋକଙ୍କୁ ଭୁଆଁ ବୁଲାଉଛି କହିଲା କଣ ନା ମୁଁ ହଉଛି ମାତା, ଆଜ୍ଞା ଏ ମହିଳା ମାତା ହବ ବୋଲି ପୂର୍ବଯୋଜନା କରି ନିଜକୁ ମାତା ରୂପେ ସଜାଇ ଠାକୁରଙ୍କ ଜାଗାରେ ବସି ତା-ଣ୍ଡ-ବ କରୁଥିଲା ଲମ୍ବା ଉଢ଼ଣାଟାଣି ଚିତାଚୈତନ୍ୟ ଲଗାଇ ମିଛରେ ଲୀଳା କରୁଛି ମାତାଲୋ ସରିଯିବଲୋ ତୋ ଲୀଳା ସତ ମାନିଯା ନହେଲେ
ନିଧୁମ୍ ଛେଚା ଖାଇବୁ, ଆଉଥିବ ଯେ ତୋ ଲୀଳା ଖେଳା ଲୋକଙ୍କ ଆଗରେ ଦେଖାଇବୁ । ଭ-ଣ୍ଡମାତା ସୋନାଲିର ଅଧ୍ୟାୟ ଶେଷ କେଳେଙ୍କାରୀର ହେଲା ପର୍ଦ୍ଧାଫାଶ ପୋଲିସଙ୍କ ନାରେ ଭ-ଣ୍ଡ ମାତା ଆଣିଲା ସଙ୍ଗୀନ ଅଭିଯୋଗ ଭାଇରାଲ୍ ହେଲା କଲ୍ ରେକଡ଼ିଂ। 
ଶେଷରେ ଗ୍ରାମବସୀଙ୍କ ଅଭିଯୋଗ କ୍ରମେ ମାତା ଚିଲେଇଲେ , ନୀତି ଅବଲମ୍ବନ କରିଥିବା ଭ-ଣ୍ଡମାତା ସୋନାଲି ଘରେ ପୋଲିସ୍ ଏବେ ଚଢ଼ଉ କରିବାପରେ ଭ-ଣ୍ଡମାତା ଶେଷରେ ଗ୍ରାମବସୀଙ୍କ ଅଭିଯୋଗ କ୍ରମେ କହୁଛି ମୁଁ ଏବେ ଥାନା ଭିତରେ ଭାଇରାଲ୍ ହେବି ଭଣ୍ଡ ମାତା ଦଉଚି ଏଭଳି ପ୍ରତିକ୍ରିୟା କହୁଛି, ମୁଁ ଥାନାରେ ରହି ଭାଇରାଲ୍ ହେବି। ଏତିକି ଲୀଳା କମ୍ ହେଇଗଲା ବୋଧେ ଏଇ ଭ-ଣ୍ଡମାତାର ଏବେ ମନ ଖାଲି କନକନ ହଉଛି ଫେମୋସ୍ ହେବାକୁ ।