Movie prime

ରାତିରେ ଦିଅର ଭାଉଜ ଖେଳ ଦେଖନ୍ତୁ ଏହି Exclusive Visual

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଆଜି କାଲି ର ପ୍ରେମ ସମ୍ପର୍କ ବିଷୟରେ ବେଶ ଭଲ ଭାବରେ ଜାଣିଥିବେ। କିଭଳି ଭାବରେ ଆଜିକାଲି ର ପ୍ରେମ ଭିନ୍ନ ଭିନ୍ନ ମୋଡ଼ ନେବାର ଲାଗିଛି।
କେତେବେଳେ ସ୍ୱାମୀ ,ସ୍ତ୍ରୀ କୁ ଅନ୍ୟ କାହା ପ୍ରେମ ପାଇଁ ଧୋକା ଦେଉଛି ତ ଆଉ କେତେବେଳେ ସ୍ତ୍ରୀ ସ୍ୱାମୀ କୁ ଅନ୍ୟ କାହା ପ୍ରେମ ପାଇଁ ଧୋକା ଦେଇ ଦେଉଛି। ଏଭଳି ଘଟଣା ସଂପର୍କ ରେ ଆପଣ ମାନେ ପ୍ରତ୍ୟେକ ଦିନ ଜାଣୁଥିବେ।
ହେଲେ ଆଜି ଏହି ଘଟଣା ଟି ହେଉଛି ଭିନ୍ନ ଏହି ଘଟଣାରେ ଭାଉଜ ଜଣକ ନିଜ ଦିଅର ଙ୍କ ସହ ସମୟ ବିତାଇବାକୁ ଚାହୁଁଛନ୍ତି। ଏବଂ ଭାଉଜ ଜଣକ ତାଙ୍କ ସ୍ୱାମୀ ଙ୍କ ଅନୁପସ୍ଥିତି ରେ ନିଜ ଦିଅର ଜଣକ ସହ ସମ୍ପର୍କ ରଖିବାକୁ ଯାଉଛନ୍ତି।
ହେଲେ ଏହାକୁ ସ୍ୱାମୀ ଘରେ ଲଗାଇଥିବା ସିସି ଟିଭି କ୍ୟାମେରାରେ କଏଦ ମଧ୍ଯ କରିଛନ୍ତି। ଉକ୍ତ ମହିଳା ଜଣକ ଖଟ ଉପରେ ତାଙ୍କର କୁନି ଝିଅ ସହ ସୋଇଥିବା ସମୟରେ,
ସେତେବେଳେ ତାଙ୍କ ଘରଜୁ ତାଙ୍କର ଦିଅର ଆସିଥିଲେ ଏବଂ ଉକ୍ତ ଦିଅର ଜଣକ ଆସି ତଳେ ସୋଇ ଯାଇଥିଲେ। ଏହାପରେ ମହିଳା ଜଣକ ବାରମ୍ବାର ତାଙ୍କୁ ଖଟ ଉପରକୁ ଡାକି ଥିଲେ ହେଲେ ଉକ୍ତ ଦିଅର ଜଣକ ଖଟ ଉପରକୁ ଯାଇ ନଥିଲେ।
ସେଭଳି ଭାବରେ ହିଁ ତଳେ ସେ ପଡି ରହିଥିଲେ। ଏହାପରେ ମହିଳା ଜଣକ ତାଙ୍କୁ ଖଟ ଉପରକୁ ଆସିବାକୁ ଅନେକ ଥର ନିବେଦନ ମଧ୍ଯ କରିଥିଲେ।
ଏବଂ ଯେତେବେଳେ ଉକ୍ତ ପୁରୁଷ ଜଣକ ଖଟ ଉପରକୁ ଆସି ନଥିଲେ ସେତେବେଳେ ଉକ୍ତ ବ୍ୟକ୍ତି ଜଣକ ନିକଟକୁ ମହିଳା ଜଣକ ଖଟ ଉପରୁ ଓହ୍ଲାଇ ଚାଲି ଯାଇଥିଲେ।
ଏବେ ଏହି ଭିଡିଓ ଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଏବଂ ଏହାକୁ ଅନେକ ଲୋକ ମାନେ ମଧ୍ୟ ଦେଖି ସାରିଲେଣି। ତେବେ ଏହାକୁ ଦେଖି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଅନୁରୋଧ।