Movie prime

ଭାଉଜ ସବୁ ଦେଖେଇ ନାଚିଲେ.. ଦେଖନ୍ତୁ ଭିଡିଓ

 
Viral video
ନମସ୍କାର ଆପଣଙ୍କୁ। ବନ୍ଧୁଗଣ ଅନେକ ସମୟରେ ବହୁତ ରୋଚକ ଘଟଣା ର ଭିଡ଼ିଓ ସବୁ ସୋସିଆଲ ମିଡିଆ ମାଧ୍ୟମରେ ଭାଇରାଲ ହୁଏ। ଆଉ ଏମିତି କିଛି ମଜାଳିଆ ଭିଡିଓ ସବୁ ରହିଥାଏ ଯାହା ଆମର ଆଖି ନଜର କୁ ପଡିଥାଏ ଜାହାକୁ ଦର୍ଶକ ମାନେ ପସନ୍ଦ କରିଥାନ୍ତି।
ନିଜର ଦୈନନ୍ଦିନ କାର୍ଯ୍ୟ ବ୍ୟସ୍ତତା ରୁ ଟିକେ ଆରମ ମିଳିଲେ ମନକୁ ଟିକିଏ ହାଲୁକା କରିବା ଲାଗି ସୋସିଆଲ ମିଡିଆରେ ଏପରି ଭିଡ଼ିଓ ଆପଣ ମାନେ ସମସ୍ତେ ଦେଖିଥାନ୍ତି ଯାହା ଫଳରେ ମନର ବୋଝ ହାଲୁକା ହୋଇଥାଏ। 
ତେବେ ବନ୍ଧୁଗଣ ଆପଣମାନେ ସମସ୍ତେ ତ ଏହି କଥା ରେ ସହମତ ରହିଥିବେ ଯେ ସୋସିଆଲ ମିଡିଆ ଆଜିର ଯୁବ ପୀଢି ମାନଙ୍କ ପାଇଁ ଏକ ବହୁ ମୂଲ୍ୟ ବସ୍ତୁ ଅଟେ ।ଯେଉଁ ମାନଙ୍କର ନିଜସ୍ଵ ପ୍ରତିଭା ରହିଛି ଯେପରିକି ନାଚ, ଗୀତ ଆଦି ସେସବୁ ସୋସିଆଲ ମିଡ଼ିଆରେ ସେୟାର କରୁଛନ୍ତି।
ଏବଂ ତାହାକୁ କିଛି ଲୋକ ଦେଖି ନିନ୍ଦା କରିଥାନ୍ତି ଓ କିଛି ପସନ୍ଦ ମଧ୍ୟ କରିଥାନ୍ତି। ଆଉ ଡାନ୍ସ ଓ ଗୀତ କୁ ନେଇକି ମଧ୍ୟ ଅନେକ ସମୟରେ ସୋସିଆଲ ମିଡ଼ିଆରେ ଅନେକ ଜିନିଷ ଭାଇରାଲ ହେଉଥିବାର ଦେଖିବାକୁ ମିଳିଥାଏ। 
ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ତାହା ମଧ୍ୟ ଗୋଟିଏ ଡାନ୍ସ ର ଭିଡ଼ିଓ। ତେବେ ସେହିଭଳି ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି।
ଆଉ ଯେଉଁଠି ଦେଖା ଯାଉଛି କି ରୁମ ଭିତରେ କବାଟ ଦେଇ ଆଣ୍ଟୀ ନାଚିଲେ। ଯାହାକି ସମ୍ବଲପୁରୀ ଗୀତରେ ଯାହା ଦେଖିଲେ ଆପଣ ମାନେ ବି ଆଶ୍ଚର୍ଯ୍ୟ ହେଇଯିବେ। କହିବାକୁ ଗଲେ ନାଚ ଶିଖିବା ହେଉ ଅବା ନାଚିବା ବହୁତ ଲୋକଙ୍କ ସଉକ ଥାଏ। 
କିଛି ଲୋକ ନିଜର ଜବରଦସ୍ତ ଦକ୍ଷତା ପାଇଁ ଲୋକଙ୍କ ହୃଦୟରେ ରାଜ କରନ୍ତି। ଜଣେ ଦେଶୀ ଭାଉଜଙ୍କ ସହ କିଛି ସେହିଭଳି ଘଟିଛି। ଯାହାଙ୍କର ଏକ ନାଚ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।
ଯାହା ଆପଣ ଭିଡ଼ିଓରେ ଦେଖିବାକୁ ପାଇବେ ସମ୍ବଲପୁରୀ ଗୀତରେ ଭାଉଜ ଜବରଦସ୍ତ ଭାବେ ନାଚୁଥିବାର ନଜରକୁ ଆସିବେ। ଲୋକମାନଙ୍କୁ ଏହି ଭିଡ଼ିଓ ବହୁତ ପସନ୍ଦ ଆସୁଛି। ଭିଡ଼ିଓ ଦେଖିବା ପରେ ଆପଣଙ୍କୁ ବହୁତ ପସନ୍ଦ ଆସିଥିବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.