ଦେଖନ୍ତୁ ଓଡ଼ିଶାର ମାଳିସାହି କେମିତି ରାତିରେ ଚାଲିଛି ଖେଳ ଦେଖନ୍ତୁ ଏହି ଭିଡିଓ
Updated: Aug 13, 2022, 10:54 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆଉ ଦୁନିଆରେ ଏମିତି ଅନେକ ଭିଡିଓ ଭାଇରାଲ ହୋଇଥାଏ । ଆଉ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ ଯାହାକୁ ଦେଖିବା ପରେ ଆପଣମାନେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯିବେ। ଆଉ ଦୁନିଆରେ ଏମିତି ଅନେକ ଘଟଣା ଘଟୁଛି ଯାହା ନିନ୍ଦନୀୟ ଆଉ ଲଜ୍ୟାସ୍ପଦ ଅଟେ । ଆଉ ଏମିତି ଅନେକ ଜିନିଷ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।
ଆଉ ଆପଣମାନେ ସମସ୍ତେ ତ ମାଳି ସାହି ବିଷୟରେ ସୋସିଆଲ ମିଡ଼ିଆ ହେଉ ବା ଅନ୍ୟାନ୍ୟ ସ୍ଥାନ ବା କୌଣସି ଲୋକଙ୍କ ପାଟିରୁ ଶୁଣି ଥିବେ । ଆଉ ଏହି ମାଳି ସାହିରେ କଣ ହୁଏ ଆପଣମାନେ ତାହା ବି ଜାଣିଥିବେ । ଆଉ ଏମିତି ଅନେକ ଖବର ଏବେ ସାରା ଦୁନିଆରେ ଘୁରି ବୁଲୁଛି । ଆଉ ଏହିସବୁ ଘଟଣା ବିଷୟରେ ମିଡ଼ିଆଙ୍କ ନଜର ପଡ଼ିଥାଏ । ଆଉ ମିଡ଼ିଆ ସାହାଯ୍ୟରେ ଅନେକ ଏଭଳି ଖବର ସାମ୍ନାକୁ ଆସିଥାଏ । ଆଉ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ।
ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ଏହି ମାଳି ସାହି ବିଷୟରେ ଜାଣିପାରିବେ । ଆମ ଭୁବନେଶ୍ୱର ସହରରେ ଏହି ମାଳି ସାହି ଅଛି ବୋଲି ଜଣାପଡିଛି । ଆଉ ଏହି ମାଳି ସାହି ବିଷୟରେ ଆପଣ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଆଉ ଏହି ଭିଡିଓ ଦେଖିଲେ ଅନେକ କିଛି କଥା ଜାଣିପାରିବେ । ଏହି ଭିଡିଓରେ ଜଣେ ଲୋକ ଭୁବନେଶ୍ଵର ସହରରେ ଥିବା ମାଳି ସାହିକୁ ଯାଇଛନ୍ତି ।
ଆଉ ଏହି ମାଳି ସାହିରେ ଦେହ ବ୍ୟବସାୟ ହୁଏ ଆଉ ଯାହା ଆପଣମାନେ ଜାଣିଥିବେ । ଆଉ ସେ ରାତି ପାଇଁ କିଛି ଟଙ୍କା ନେଇଥାନ୍ତି । ଆଉ ନିଜ ଦେହକୁ ବିକ୍ରି କରିଥାନ୍ତି । ଆଉ ମହିଳାମାନେ ଏପରି ସବୁ କାମ କରି ଟଙ୍କା ରୋଜଗାର କରିଥାନ୍ତି । ଆଉ ଏବେ ସେହି ବ୍ୟକ୍ତି ଜଣକ ସେହି ମାଳି ସାହିକୁ ଯାଇ କେତେ ଟଙ୍କା ନେଉଛନ୍ତି ଆଉ କଣ ସବୁ ଅଛି ଏହା ଭିତରେ ତାହା ଜଣାଇବାକୁ ଚାହୁଁଥିଲେ ।ଆଉ ଏହି ଭିଡିଓ କରିବା ପାଇଁ ସେହି ଦେହ ବ୍ୟବସାୟ କରୁଥିବା ମାଲିକ ମନା କରିଲା । ଆଉ ଏସବୁ ହେବନି ବୋଲି କହିଲା । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି ।

