Movie prime

ସ୍ତ୍ରୀ ଙ୍କୁ ମାନିଲେନି ମଞ୍ଚ ଉପରେ ବିଧାୟକ ଙ୍କ ଫ୍ଲାଇଙ୍ଗ କିସ୍ ଦେଖନ୍ତୁ ଏହି ଦୃଶ୍ୟ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କିଛି ନା କିଛି କଥା କୁ ନେଇ ଚର୍ଚ୍ଚାର ବିଷୟ ପାଲଟି ଥାଆନ୍ତି। ଏବେ ମଧ୍ୟ ବିଧାୟକ ଜଣକ ଚର୍ଚ୍ଚାର ବିଷୟ ପାଲଟି ଛନ୍ତି।
ବିଧାୟକ ତାରା ପ୍ରସାଦ ବାହିନୀପତି ଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ବହୁତ ଭାଇରାଲ୍ ହେବାରେ ଲାଗିଛି। ଯେଉଁଥିରେ କି ବିଧାୟକ ଜଣକ ଫ୍ଲାଇଙ୍ଗ କିସ୍ ଛାଡ଼ୁ ଛନ୍ତି।
ସେ ଏକ ସଭା କୁ ଯାଇଥିବା ସମୟରେ ସେଠାରେ ତାଙ୍କୁ ସେହି ସଭା ରେ ସମ୍ବର୍ଦ୍ଧନା ମଧ୍ଯ ଜଣା ଯାଇଥିଲା। ତାହା ଭାରତୀୟ ଜାତିୟ କଂଗ୍ରେସ ର ଏକ ୩୮ତମ ପ୍ରତିଷ୍ଠା ଦିବସ ର ସଭା ଥିଲା।
ଏବଂ ସେଠାରେ ବେଶ ବଡ଼ ବଡ଼ ନେତା ଓ ନେତ୍ରୀ ମାନେ ମଧ୍ୟ ଆସିଥିଲେ। ଏବଂ ସେଠାରେ ମଞ୍ଚ ଉପରେ ଛିଡ଼ା ହୋଇଥିବା ଜଣେ ମହିଳା ନେତ୍ରୀ ଙ୍କୁ ସେ ଫ୍ଲାଇଙ୍ଗ କିସ୍ ଛାଡ଼ୁ ଥିଲେ।
ହେଲେ ସେଠାରେ ଥିବା ମହିଳା ଜଣକ ତାରା ଙ୍କ ଏଭଳି ବ୍ୟବହାର ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି। ଏବଂ ସେ ତାରା ଙ୍କ ଏଭଳି ବ୍ୟବହାର କୁ ଗ୍ରହଣ କରି ପାରୁ ନାହାଁନ୍ତି।
ସେଥି ପାଇଁ ଯେତେବେଳେ ତାରା ତାଙ୍କ ସହ ହାଣ୍ଡ ସେକ କରିବା ପାଇଁ ହାତ ବଢାଇଛନ୍ତି ସେତେବେଳେ ମହିଳା ଜଣକ ତାଙ୍କ ହାଣ୍ଡ ସେକ ପାଇଁ ହାତ ଦେଇ ନାହାଁନ୍ତି। ହେଲେ ତାରା ଜବରଦସ୍ତି,
ଉକ୍ତ ମହିଳା ଜଣକ ସହ ହ୍ୟାଣ୍ଡ ସେକ କରିଛନ୍ତି। ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଏହାକୁ ଅନେକ ଲୋକ ମାନେ ମଧ୍ୟ ଦେଖି ସାରିଲେଣି।
ତେବେ ଆପଣଙ୍କୁ ତାରା ପ୍ରସାଦ ବାହିନୀପତି ଙ୍କ ଏଭଳି ବ୍ୟବହାର ଓ ଏହି ଭିଡିଓ କିଭଳି ଲାଗୁଛି ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଅନୁରୋଧ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.