Movie prime

ସ୍କୁଟି ସହ ଦିଦି ଭାସିଗଲେ ସାମ୍ନାକୁ ଆସିଲା ଭୟଙ୍କର ଦୃଶ୍ୟ ଦେଖନ୍ତୁ ଏହି ଭିଡିଓ କେମିତି ଗଭୀର ଜଳରାଶି ମଧ୍ୟରେ ଶିକ୍ଷୟତ୍ରୀ ଙ୍କ ଭାରସାମ୍ୟ ଢିଲା ପଡ଼ିଲା

 
Special report
ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସିଛି। ଯାହାକୁ ଶୁଣିଲେ ବା ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଆଜିକାଲି ଦୁନିଆରେ କେତେବେଳେ କଣ ହୋଇଯାଉଛି ତାହା କେହି ଜାଣି ପାରୁ ନାହାଁନ୍ତି।ପ୍ରତିଦିନ କିଛି ନା କିଛି ଅଜବ ପ୍ରକାରର ଘଟଣା ଦେଖିବାକୁ ସାମ୍ନାକୁ ଆସି ଯାଉଛି।ଏମିତି କିଛି ବ୍ୟକ୍ତି ଅଛନ୍ତି ଯେଉଁ ମାନେ ବହୁତ କଷ୍ଟ କରୁଛନ୍ତି।ବର୍ତ୍ତମାନ ଏକ ଦୁଃଖ ଦାୟକ ଖବର ଘଟିଛି।
ତାହା ହେଉଛି ଜଣେ ଶିକ୍ଷୟତ୍ରୀ ରାସ୍ତାରେ ଯାଉଥିବା ସମୟରେ ପାଣିରେ ଭାସି ଗଲେ।ତାହା ପୁଣି ସେ ତାଙ୍କ ସ୍କୁଟି ରେ ଆସୁଥିବା ସମୟରେ ହିଁ ସ୍କୁଟି ସହିତ ପାଣିରେ ଭାସି ଯାଇଛନ୍ତି। ଆପଣମାନେ ଭାବନ୍ତୁ ଜଣେ ଶିକ୍ଷୟତ୍ରୀ ପିଲାଙ୍କୁ ପାଠ ପଢେଇବାକୁ ଯାଉଥିବା ସମୟରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଏହି ଘଟଣା ଘଟିବା ପରେ ସେଠାରେ ଥିବା ସ୍ଥାନୀୟ ଲୋକମାନେ ତାଙ୍କୁ ପାଣି ଭିତରୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ 
କିଛି ଲୋକ ମାନେ ହାତ ଧରାଧରି ହୋଇ ଛିଡା ହୋଇଥିଲେ ଶିକ୍ଷୟତ୍ରୀ ଙ୍କୁ ବଞ୍ଚାଇବା ପାଇଁ ଏବଂ ଆଉ କିଛି ବ୍ୟକ୍ତି ମାନେ ରାସ୍ତା ଉପରେ ଛିଡା ହୋଇଥିଲେ।ପ୍ରଥମେ ଶିକ୍ଷୟତ୍ରୀ ଙ୍କୁ ବ୍ୟକ୍ତି ମାନେ ପାଣି ଭିତରୁ ଉଦ୍ଧାର କରିଥିଲେ।ଏହାପରେ ତାଙ୍କ ଗାଡ଼ିକୁ ପାଣି ଭିତରୁ କାଢି ଥିଲେ।ଶିକ୍ଷୟତ୍ରୀ ଜଣଙ୍କ ଏହାପରେ ବହୁତ ଭୟଭୀତ ହୋଇଯାଇଥିଲେ।ଏବଂ ସେ ପୁରା ପାଣିରେ ବୁଡି ଯାଇଥିଲେ।
ଶିକ୍ଷୟତ୍ରୀ ଜଣଙ୍କ ବର୍ତ୍ତମାନ ସୁସ୍ଥ ଅଛନ୍ତି।ଶିକ୍ଷୟତ୍ରୀ ଜଣଙ୍କ ସବୁଦିନ ପରି ଭାବୁଥିବେ ଯେ ବିଦ୍ୟାଳୟ କୁ ଯିବି ପିଲାମାନଙ୍କୁ ସମୟରେ ପହଞ୍ଚି ପାଠ ପଢାଇବି।କିନ୍ତୁ ତାହା ହୋଇପାରିଲା ନାହଁ।ଠିକ୍ ସମୟରେ ସ୍ଥାନୀୟ ଲୋକମାନେ ଆସି ଉଦ୍ଧାର ନ କରିଥିଲେ ଶିକ୍ଷୟତ୍ରୀ ଙ୍କ ର କିଛି ବି ହୋଇ ଯାଇଥାନ୍ତା।ବର୍ତ୍ତମାନ ଏହି ଖବର ଟି ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।