Movie prime

ବାଇକ ରେ ବସିଥିଲେ ୬ ଜଣ ପୋଲିସ ଦେଖି ମଧ୍ୟ ଆବା କାବା ଦେଖନ୍ତୁ ଭିଡିଓ ପୋଲିସ ଅଫିସର ଜଣଙ୍କ କଣ କଲେ

 
Bike
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆଉ ଅନେକ ପ୍ରକାରର ଘଟଣା ବିଷୟରେ ଜାଣିବାକୁ ପାଉଥିବେ ।
ଆଉ ଏହି ଘଟଣା ବିଷୟରେ ଜାଣିଲେ ଆପଣ କିଛି ଘଟଣାରୁ କିଛି ଶିକ୍ଷା ପାଉଥିବେ । ଆଉ କିଛି ଘଟଣା ଦେଖିଲେ ଆପଣଙ୍କୁ ବିରକ୍ତି ଭାବ ଆସୁଥିବ । ଆଉ କିଛି ଘଟଣା ଆପଣଙ୍କୁ ବହୁତ କିଛି ମନେ ପକାଇଥାଏ । 
ଆଉ ଏମିତି କିଛି ଘଟଣା ବା ଏହି ଭିଡିଓ ମାଧ୍ୟମରେ ଆମେ ଏମିତି କିଛି କଥା ଜାଣିବା ଯାହା ଆଜିକା ସମାଜ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । ଆଉ ଏହି ଭିଡିଓଟି ହେଉଛି ଅଲଗା ଦେଶର ।
ଆଉ ସେହି ଦେଶରେ ପୋଲିସମାନେ ଏକାଠି ହୋଇ ଲୋକମାନଙ୍କୁ ଟ୍ରାଫିକ ନିୟମ କଣ ଆଉ ଏହାକୁ କିପରି ପାଳନ କରିବା ଉଚିତ୍ ସେହି ବିଷୟରେ ବୁଝାଉଛନ୍ତି । 
ଆଉ ଏହି ଭିଡିଓ ମାଧ୍ୟମରେ ଆପଣମାନେ ମଧ୍ୟ ଅନେକ କିଛି ଶିକ୍ଷା ପାଇପାରିବେ । ଆଉ ପୋଲିସମାନେ ଲୋକମାନଙ୍କୁ ଏକତ୍ରିତ କରି ଟ୍ରାଫିକ ନିୟମ ନମାନିଲେ କଣ ସବୁ ଅସୁବିଧା ହୁଏ
ଆଉ ଟ୍ରାଫିକ ନିୟମ ଆମେ କାହିଁକି ମାନିବା ଆଉ ଟ୍ରାଫିକ ନିୟମର ସବୁ ରୁଲ ରେଗୁଲେଶନ ବିଷୟରେ ପୋଲିସ ବାବୁମାନେ ସାଧାରଣ ଜନତାଙ୍କୁ ବୁଝାଉଛନ୍ତି । ଯାହାଦ୍ଵାରା ଲୋକମାନେ ଉପକୃତ ହେବେ ଆଉ ରାସ୍ତାରେ ଠିକ୍ ଭାବରେ ଗାଡ଼ି ଆଉ ସାଇକେଲ ଚଳାଇବେ । 
ପୋଲିସମାନେ ଯେତେବେଳେ ଟ୍ରାଫିକ ନିୟମ ବୁଝାଉଥିଲେ ସେତେବେଳେ ସେଠାରେ ଏକ ଭିନ୍ନ ଘଟଣା ଘଟିଛି । ଆଉ ସେଠାକୁ ଏକ ବାଇକ ଆସିଛି ଆଉ ସେହି ବାଇକରେ ୭ ଜଣ ଲୋକ ବସିଛନ୍ତି ।
ଜଣେ ଲୋକ ଏହାକୁ ଚଲାଉଛି ଆଉ ଏହାର ଆଗରେ ଦୁଇଟି ଛୁଆ ଆଉ ପଛରେ ୪ଟି ଟିକେ ବଡ ପିଲା ବସିଛନ୍ତି । ଟ୍ରାଫିକ ନିୟମ କଣ ଲୋକମାନଙ୍କୁ ବୁଝାଇବା ସମୟରେ ଏହିସବୁ ଘଟଣା ଏକ ଆଶ୍ଚର୍ଯ୍ୟକର ପରିସ୍ଥିତି ସୃଷ୍ଟି କରିଛି ।