Movie prime

ସାମ୍ନାକୁ ଆସିଲା ଅଭୂତ ଦୃଶ୍ୟ ଦେଖନ୍ତୁ କେମିତି ବିନା ଚକାରେ ରାସ୍ତାରେ ଗଡୁଛି ଗାଡ଼ି ଦେଖନ୍ତୁ

 
Viral video
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ଏଭଳି ଅନେକ ଭିଡିଓ ଦେଖିପାରିବେ
ଯାହା ଦେଖିଲେ ଆପଣଙ୍କ ମନରେ ଅନେକ ପ୍ରଶ୍ନ ଆସିବ । ଆଉ କିଛି ଭିଡିଓ ଅଛି ଯାହା ଦେଖିଲେ ମନରେ ଅନେକ ଭାବନା ଆସିବ । ଆଉ ଆପଣମାନେ କେବେ ଆଗରେ ଚକା ନଥିବା ଟ୍ରକ୍ ଦେଖିଛନ୍ତି କି ? ଯଦି ବି ଦେଖିଥିବେ ତାହା ଗ୍ୟାରେଜରେ ଥିବ ।
ଆଉ ରାସ୍ତାରେ କେବେ ଦେଖିଛନ୍ତି କି ଆଗ ଚକା ନଥିବା ଟ୍ରକ୍ ଗାଡ଼ି ଚାଲୁଥିବାର । ଲୋକମାନେ କେବେବି ଏଭଳି ଆଶ୍ଚର୍ଯ୍ୟର ଜିନିଷ ଦେଖିନଥିବେ । ଆଉ ଏଭଳି କାମ କରିବାକୁ କେହି ମଧ୍ୟ ସାହସ କରନ୍ତି ନାହିଁ ।
ଲୋକମାନେ ଏଭଳି କାମ କରନ୍ତି ନାହିଁ । କିନ୍ତୁ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଆପଣମାନେ ଏକ ଆଶ୍ଚର୍ଯ୍ୟକର ଜିନିଷ ଦେଖିପାରିବେ । ଆଉ ଏହାକୁ ଦେଖିବା ପରେ ଆପଣ ବିଶ୍ବାସ କରିପାରିବେ ନାହିଁ ।
ଆପଣମାନେ ବିଶ୍ବାସ କରିପାରିବେ ନାହିଁ କି ଲୋକମାନେ ଏଭଳି ଆଶ୍ଚର୍ଯ୍ୟକର କାମ କରିଲେ କିପରି । ଏବେ ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି କି ଗୋଟିଏ ଟ୍ରକ୍ ରାସ୍ତାରେ ଚାଲୁଛି ଆଉ ଯାହାର ଆଗରେ ଚକା ନାହିଁ ।
ଏହି ଗାଡ଼ି କୌଣସି ସ୍ଥାନରେ ଏକ ଦୁର୍ଘଟଣାର ଶିକାର ହୋଇଛି । ଦୁର୍ଘଟଣାରେ ଗାଡ଼ିର ଆଗ ଚକା ବାହାରି ଯାଇଛି ଆଉ ଆଗ ମାଡ ହୋଇଛି । ଏହି ଟ୍ରକର ଡ୍ରାଇଭର ଏଭଳି ଅଭିନବ ଉପାୟ ବାହାର କରିଛି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ଏହି ଡ୍ରାଇଭର ଜଣକ ପ୍ରଥମେ ଗାଡ଼ି ଭିତରେ ପଶି ଗାଡ଼ି ଷ୍ଟାର୍ଟ କରିଛନ୍ତି । ଆଉ ଗାଡ଼ି ଷ୍ଟାର୍ଟ ହେବା ପରେ ତାକୁ ଧୀରେ ଧୀରେ ଗଡାଇବାକୁ ଚେଷ୍ଟା କରିଛନ୍ତି । ଆଉ ଗାଡ଼ି ଯେତେବେଳେ ଷ୍ଟାର୍ଟ ହୋଇଗଲା ସେତେବେଳେ ତାକୁ ଚଲାଇ ଗ୍ୟାରେଜକୁ ନେଇଗଲେ ।
ସେହି ଆଗ ଚକା ନଥିବା ଟ୍ରକ୍ ରାସ୍ତାରେ ଯିବା ବେଳେ ଏହି ଭିଡିଓ ସୁଟିଂ ହୋଇଥିଲା । ଆଉ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି । ଯାହାକୁ ନେଇ ସମସ୍ତେ ଚର୍ଚ୍ଚା କରୁଛନ୍ତି ।