Movie prime

ବୁଷ୍ଟର୍ ଡୋଜ ନିଅ ମାଗଣା ଛୋଲେ ଭଟୁରେ ଖାଅ ବ୍ୟକ୍ତି ଦେଖାଉଛନ୍ତି ସମାଜ ପ୍ରତି ଏହିପରି ମହନୀୟତା ଦେଖନ୍ତୁ Special Report

 
Viral news
ବୁଷ୍ଟର ଡୋଜ ନେଲେ ମାଗଣା ଖାଇବେ ଛୋଲେ ଭତୁରେ। ତେବେ ଅନେକ ଦିନର ବେବଧନ ପରେ ଦେଶରେ ପୁଣି କୋ-ଭି-ଡ୍ ସଂକ୍ରମଣ ଚିହ୍ନଟ ହେଉଛନ୍ତି। କୋ-ଭି-ଡ୍ କୁ ପ୍ରତିହତ କରିବା ପାଇଁ ସରକାର ପକ୍ଷ ରୁ ଭେକ୍ସିନ ମଧ୍ୟ ଅନା ଯାଇଥିଲ।
ଏହି ଭେକ୍ସିନ ର ଦୁଇଟି ଯାହା ଡୋଜ୍ କେତେବେଳେ ଅନେକ ଲୋକ ନେଇସରିଛନ୍ତି ସେତେବେଳେ ସଂକ୍ରମଣ କୁ ଆଖି ଆଗରେ ରଖି ବୁଷ୍ଟର ଡୋଜ ନେବା ପାଇଁ କୁହା ଯାଉଛି। 
କିନ୍ତୁ ଲୋକଙ୍କ ଭିତରେ ଏତେଟା ଆଗ୍ରହ ଦେଖିବାକୁ ମିଳୁନି। ଫଳରେ ସରକାର ସେମାନଙ୍କୁ ବାରମ୍ବାର ବୁଷ୍ଟର ଦୋଜ ନେବା ପାଇଁ ସଚେତନ କରାଉଛନ୍ତି। କିନ୍ତୁ ସଞ୍ଜୟ ନାମକ ଜଣେ ବେପାରୀ ଲୋକ ମାନଙ୍କ ମନରେ ସଚେତନ ତା ଆଣିବା ପାଇଁ।
ବୁଷ୍ଟର୍ ଡଜ୍ ନେବା ପାଇଁ ଏମିତି ଏକ ନିଆରା ଉପାୟ ବାଛିଛନ୍ତି ଯାହା ଜାଣିଲେ ହୁଏତ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ। ବୁଷ୍ଟର ଡୋଜ୍ ନେଲେ ହିଁ ମାଗଣା ଛଲେ ଭଟୁରେ ଖାଇବ ପାଇଁ ଦେବେ ବୋଲି ସଞ୍ଜୟ ବେବସ୍ତା କରିଛନ୍ତି। 
ଚଣ୍ଡୀଗଡ଼ ନିବାସୀ ସଞ୍ଜୟ ରନା କୋ-ଭି-ଡ୍ ୧୯ କୁ ପ୍ରତିହତ କରିବା ପାଇଁ ବୁଷ୍ଟର୍ ଡଜ୍ ନେଉଥିବା ଲୋକ ମାନଙ୍କୁ ମାଗଣାରେ ଛଲେ ଭତୁରେ ଖାଇବାକୁ କହିଛନ୍ତି। ସେହି ସୁବିଧା ପାଇବା ପାଇଁ ହେଲେ ସେହି ଦିନ ତାଙ୍କୁ ପ୍ରମାଣ ଦେଖେଇବାକୁ ପଡ଼ିବ।
ସଞ୍ଜୟ ହିମାଚଳ ପ୍ରଦେଶ ହମିର ପୂର୍ ର ବାସିନ୍ଦା। ସେ ଚଣ୍ଡୀଗଡ଼ ରେ ତାଙ୍କର ଏକ ଫୁଡ୍ ଷ୍ଟଲ କରିଛନ୍ତି। ସାଇକେଲ ରେ ବୁଲି ବୁଲି ସେ ଛଲେ ଭାତୁରେ ବେପାର କରନ୍ତି। 
ବିଗତ ୧୫ ବର୍ଷ ହେଲା ସେ ଏହି କାମ କରୁଛନ୍ତି। ତେବେ ୪୫ ବର୍ଷୀୟ ସଞ୍ଜୟ କହିଛନ୍ତି ଲୋକ ମାନଙ୍କ ମଧ୍ୟ ରେ ବୁଷ୍ଟର୍ ଦୋଜ୍ କୁ ନେଇ ସେତେ ସଚେତନତା ଦେଖିବାକୁ ମିଳୁନାହିଁ।
ତେଣୁ ଏହାକୁ ନେଇ ଲୋକ ମାନେ ଆଗ୍ରହ ପ୍ରକାଶ କରୁନାହାନ୍ତି। ଦେଶରେ କିଛି ଜାଗାରେ ସଂକ୍ରମଣ ବଢୁଥିବାର ଖବର ଏବେ ସମ୍ନା କୁ ଆସିଲାଣି। ପରିସ୍ଥିତି ଅଣାୟତ୍ତ ହେବ ଯାଏଁ ଆମେ କାହିଁକି ଅପେକ୍ଷା କରିବା ବୋଲି ସଞ୍ଜୟ କହିଛନ୍ତି।