Movie prime

ବ୍ରହ୍ମପୁର ରାସ୍ତାରେ ବୁଲୁଛି ଝିଙ୍କ ଦେଖନ୍ତୁ ଏହି ଦୃଶ୍ୟ ଦେଖିଲେ ଆପଣ ଆଶ୍ଚର୍ୟ୍ଯ ହେଇଯିବେ VIRAl VIDEO

 
Viral video
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମେ ଏବେ ଆପଣଙ୍କୁ ଏଭଳି ଏକ ଦୃଶ୍ୟ ଦେଖାଇବାକୁ ଯାଉଛୁ ଯାହାକୁ ଦେଖି ଆପଣ ମାନେ ଭୟଭୀତ ହୋଇ ଯିବେ। ଆଜ୍ଞା ହଁ ବନ୍ଧୁଗଣ ଭିଡିଓ ଟି ହେଉଛି ଏକ ରାସ୍ତାରେ ଝିଙ୍କ ବୁଲୁ ଥିବାର। ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଏହି ଦୃଶ୍ୟଟି ଅନ୍ୟ କୌଣସି ସ୍ଥାନର ନୁହେଁ ବରଂ ଏହା ହେଉଛି ଓଡ଼ିଶାର ତାହା ପୁଣି ବ୍ରହ୍ମପୁର ର।
ଏହି ଝିଙ୍କ ବୁଲୁଥିବାର ଦୃଶ୍ୟ ଏବେ ସମ୍ନାକୁ ଆସିଛି। କେତେବେଳେ ରାସ୍ତା ଉପରେ ତ ଆଉ କେତେବେଳେ ଜନବସତି ସ୍ଥାନରେ ବୁଲାବୁଲି କରିଥିବାର ଦୃଶ୍ୟ ଏବେ ସମ୍ନାକୁ ଆସିଛି। ଲୋକ ମାନେ ମଧ୍ୟ ତାଙ୍କ ମୋବାଇଲ୍ ରେ ଏହି ଭିଡିଓ କରି ଶୁଟ କରୁଛନ୍ତି ,ଆଉ ଭାଇରାଲ ମଧ୍ଯ କରୁଛନ୍ତି। ସମସ୍ତେ ଆଶ୍ଚର୍ଯ୍ୟ କି ଏହି ଜଙ୍ଗଲି ଜୀବ ଝିଙ୍କ ବ୍ରହ୍ମପୁରରେ କଣ କରୁଛି।
ନିଶ୍ଚିତ ଭାବରେ ଖାଦ୍ୟର ଅନ୍ୱେଷଣରେ ଜୀବଟି ଜଙ୍ଗଲ ମଧ୍ୟକୁ ଚାଲି ଆସିଥିବା ଲୋକ ମାନେ ଅନୁମାନ କରିଛନ୍ତି। ତେବେ ଝିଙ୍କ ଟିକୁ ଲୋକ ମାନେ କେସି ପବ୍ଲିକ ସ୍କୁଲ ପଖରେ ଲୋକ ମାନେ ଦେଖିଥିବା ବେଳେ , ଭିନ୍ନ ଭିନ୍ନ ଜାଗାରେ ମଧ୍ଯ ଏହି ଝିଙ୍କ ଟି ନଜର ଆସିଛି। ତେବେ ଝିଙ୍କ ଟି ମଧ୍ଯ କେତେ ଜୋରେ ଦୌଡୁଛି ତାହା ଆପଣ ମାନେ ମଧ୍ୟ ଉକ୍ତ ଭିଡ଼ିଓ ରେ ବେଶ ଭଲ ଭାବରେ ଦେଖି ପାରିବେ।
ଯୁବକ ଜଣକ ମଧ୍ଯ ସେହି ଝିଙ୍କ ପଛରେ ଦୌଡ଼ି ଦୌଡ଼ି ତାର ଭିଡିଓ କରିଛନ୍ତି। ଏବଂ ଝିଙ୍କଟି ମଧ୍ୟ ଆଖି ପିଛୁଳାକେ ଦୌଡିଛି। ଏହାପରେ ଏକ କନ୍ଦି ଜାଗାକୁ ଆସି ସେଠାରୁ ମଧ୍ଯ କେଉଁଆଡେ ପଳାଇ ଯାଉଛି। ଅନ୍ଧାର ରାତିରେ ଝିଙ୍କ ଟି ବିଭିନ୍ନ ସ୍ଥାନରେ ବୁଲାବୁଲି ମଧ୍ୟ କରିଛି। ଏବେ ଏହି ଭିଡିଓ ଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବା ସହ ଲୋକ ମାନେ ମଧ୍ୟ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇ ପଡିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.