Movie prime

ପୋଷା କୁକୁର ସାଜିଲା ହ-ତ୍ୟା-କା-ରୀ ୮୨ ବର୍ଷୀୟ ମହିଳା ଙ୍କ ଜୀବନ ନେବାକୁ ପଛେଇଲାନି ପୋଷା କୁକୁର ଦେଖନ୍ତୁ ଏହି Exclusive Visual

 
Viral news
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଘଟଣା ଦେଶ ବିଦେଶର କୋଣ ଅନୁକୋଣର ଘଟଣା ବିଷୟରେ ଜାଣି ପାରୁଥିବେ ।
ଆଉ ଏହି ଘଟଣା ସବୁ ସୋସିଆଲ ମିଡିଆରେ ମଧ୍ୟ ବହୁତ ପରିମାଣରେ ଭାଇରାଲ ହେଉଛି । ଆଉ ଆପଣମାନେ ତ ସମସ୍ତେ ପଶୁକୁ ଭଲ ପାଉଥିବେ । ଆଉ ଏହି ପଶୁ ବିଶ୍ଵସ୍ତ ବି ହୋଇଥାଏ ।
ଆଉ ଏମିତି ଏକ ଘଟଣା ଘଟିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଉ ଏହି ଘଟଣାଟି ଘଟିଛି ଲକ୍ଷ୍ନୌ ଅଞ୍ଚଳରେ । ଯେଉଁଠି ଏକ ପୋଷା କୁକୁରର ଆକ୍ରମଣରେ ସୁଶୀଳା ତ୍ରିପାଠୀଙ୍କର ଦେହାନ୍ତ ଘଟିଛି ।
ତାଙ୍କ ପୁଅ ଏକ ଜିମ୍ ସେଣ୍ଟର୍ ଦେଇଛନ୍ତି । ଆଉ ସେ ଘରେ ଏକ ଲାବ୍ରୋଟରିଆନ୍ କୁକୁର ରଖିଛନ୍ତି । ୮୨ ବର୍ଷୀୟ ମହିଳାଙ୍କୁ ଆକ୍ରମଣ କରିଛି ଏହି କୁକୁର । ଆକ୍ରମଣ କରିଥିବା କୁକୁରର ନାମ ହେଉଛି ବ୍ରାଉନି । 
ଆଉ ଏହି କୁକୁରକୁ ଏହି ବୃଦ୍ଧା ମହିଳାଙ୍କର ପୁଅ ଅମିତ୍ ତିନି ବର୍ଷ ତଳେ ଘରକୁ ଆଣିଥିଲେ । ସୁଶୀଳାଙ୍କର ପଡୋଶୀ କହିଛନ୍ତି, ବୁଧବାର ଦିନ ସୁଶୀଳାଙ୍କ ଘରୁ କୁକୁର ଭୋକିବାର ଶବ୍ଦ ଶୁଣିଥିଲେ ଆଉ ଚିତ୍କାରର ମଧ୍ୟ ।
ଆଉ ଯେତେବେଳେ ପଡୋଶୀ ଯାଇକି ତାଙ୍କ କବାଟ ବାଡେଇଥିଲେ । ଆଉ ଭିତର ପଟୁ କବାଟ ବନ୍ଦ ଥିଲା । ଘରେ କେହି ନଥିବା ବେଳେ କୁକୁର ତାଙ୍କୁ ଆକ୍ରମଣ କରିଥିଲା । 
ଆଉ ଯେତେବେଳେ ଅମିତ୍ ଘରକୁ ଆସି ଦେଖିଲେ ତାଙ୍କ ମା ରକ୍ତ ଯୁଡୁବୁଡୁ ଅବସ୍ଥାରେ ଘରେ ପଡିଛନ୍ତି । ଆଉ ସେ ତାଙ୍କ ମାଙ୍କୁ ସଙ୍ଗେ ସଙ୍ଗେ ପାଖ ଡାକ୍ତରଖାନାକୁ ନେଇଥିଲେ ।
ଆଉ ସେଠାରେ ଡାକ୍ତର ତାଙ୍କୁ ମୃ-ତ ଘୋଷିତ କରିଥିଲେ । ପୋଷା କୁକୁର ଏମିତି କରିବ ବୋଲି କେହି କେବେ ଭାବିନଥାନ୍ତି । ଆଉ ଏହି ଘଟଣା ଏବେ ଏକ ଚାଞ୍ଚଲ୍ୟତା ସୃଷ୍ଟି କରିଛି ।