Movie prime

ଏବେ Chin ଟାର୍ଗେଟ ରେ ଓଡ଼ିଶା ଏହିପରି ଭାବରେ କରିପାରେ ଆକ୍ରମଣ ଭାରତ ଚୀନ ବିବାଦର ସାଙ୍ଘାତିକ ଚିତ୍ର

 
Chaina
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡ଼ିଆ ସାହାଯ୍ୟରେ ଅନେକ ଖବର ଜାଣିବାକୁ ପାଉଥିବେ ।
ଆଉ ଏହି ଖବର ଦ୍ଵାରା ଆପଣ ଦେଶ ଆଉ ବିଦେଶ ବିଷୟରେ ଅନେକ ସୂଚନା ପାଉଥିବେ । ଆଉ ଚୀନ ଦେଶ ବିଷୟରେ ଆପଣମାନେ ସମସ୍ତେ ତ ଅନେକ ପ୍ରକାରର ଖବର ପାଉଥିବେ । ଆଉ ଏବେ ଚୀନ ଆଉ ଓଡ଼ିଶାକୁ ନେଇ ଏକ ଖବର ସାମ୍ନାକୁ ଆସିଛି।
ଚୀନର ଟାର୍ଗେଟ ହୋଇପାରେ ଭାରତ । ଡ୍ରାଗନର ସ୍କାନରରେ ରହିପାରେ ଓଡ଼ିଶାର ଏପିଜେ ଅବଦୁଲ କଲାମ ଦ୍ୱୀପ । ଆଉ ଶ୍ରୀଲଙ୍କା ଅଭିମୁଖେ ଏକ ଯୁଦ୍ଧ ଜାହାଜକୁ ପଠାଇଛି ଚୀନ ।
ୟୁୱାନ ୱାଙ୍ଗ ଜାହାଜ ସମସ୍ତ ତଥ୍ୟ ହାସଲ କରିବାକୁ ସକ୍ଷମ ହୋଇଛି । ହମ୍ବନତୁଟା ସମେତ ଅନେକ ପ୍ରକାରର ସ୍ଥାନକୁ ଚୀନ୍ ସୁରକ୍ଷା ଦେଇଛି । ଆଉ ସେ ୪ଲକ୍ଷ ଡୋଲାର ଦେଇଛି । ଆଉ କେତେକ କ୍ଷେପଣାସ୍ତ୍ର ମଧ୍ୟ ଚୀନ୍ ଛାଡ଼ିଚି । ଆଉ ଏହା ଜାପାନ ଅଭିମୁଖେ ଯାତ୍ରା କରିଛି ।
ଆଉ ଏହାକୁ ଜାପାନ ଅଭିଯୋଗ କରିଛି । ଏବେ ଏହି ଖବର ସାମ୍ନାକୁ ଆସିଛି । ଆଉ ଚୀନ ଏବଂ ଭାରତର ଯୁଦ୍ଧ ହେଉ ବା ସବୁ କଥା ଆପଣମାନେ ଜାଣିଥିବେ । ଚୀନ ର ଶତ୍ରୁ ହେଉଛି ଭାରତ ।
ଆଉ ଭାରତକୁ ସେ ଆକ୍ରମଣ କରିବାକୁ ଭାବୁଛି । ଆଉ ଏହା ଏକ ବଡ ଚିନ୍ତାର ବିଷୟ । ଆଉ ଏହା ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଚୀନ ବହୁତ ଶକ୍ତିଶାଳୀ ଅଟେ । କିନ୍ତୁ ଯଦି ସବୁ ଦେଶ ଭାରତ ସହିତ ମିଶି ଯିବେ ତାହେଲେ ଚାଇନା ତା ଆଗରେ କିଛି ନୁହେଁ ।
ଆଉ ଚାଇନା କିଛି କରିପାରିବ କି ନାହିଁ ଏହି କଥା କହି ହେଉନି । ଆଉ ଭାରତକୁ ସେ ଆକ୍ରମଣ ବି କରିପାରେ। ଆଉ ଚୀନ ପାଖରେ ଅଧିକ ଲୋକ, ଅଧିକ ସୈନିକ ଆଉ ଅଧିକ ଅସ୍ତ୍ରଶସ୍ତ୍ର ଅଛି କିନ୍ତୁ ଯଦି ଚାଇନା ବିରୁଦ୍ଧରେ ସମସ୍ତ ଦେଶ ମିଶି ଯୁଦ୍ଧ କରିବେ ତାହେଲେ ଚାଇନା ହାରିପାରେ ।
ଆଉ ଚୀନ ବହୁତ ଉନ୍ନତ ବୋଲି ଆପଣମାନେ ଜାଣିଥିବେ । ଏହାର ସମସ୍ତ ଟେକନିକ ଉନ୍ନତମାନର । ଆଉ ସେ କଣ କରିପାରେ ସେ ହିଁ ଜାଣେ । କିନ୍ତୁ ୱାର କରିବନି ବୋଲି ଲାଗୁଛି । ଦେଖାଯାଉ କଣ ହେଉଛି ଆଗକୁ ।