Movie prime

କ୍ଲାସ ରୁମ୍ ଭିତରେ ଛାତ୍ର ର ଓଠ ରେ ଚୁମା ଦେଇ ସହପାଠୀନି ଝିଅ

 
Viral video
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ଯାହାକୁ ଦେଖି ଆପଣ ମାନେ ମଧ୍ୟ ବିଶ୍ଵାସ କରି ପାରିବେ ନାହିଁ।
ଆଜ୍ଞା ହଁ କ୍ଲାସରୁମ୍ ରୁ ଏବେ ଏଭଳି ହିଁ ଏକ ଭିଡିଓ ଭାଇରାଲ୍ ହେଉଛି ଯାହାକୁ କେହି ହେଲେ ମଧ୍ଯ ବିଶ୍ବାସ କରୁ ନାହାଁନ୍ତି। ଏହି ଭିଡିଓ ରେ ଦୁଇ ଜଣ କଲେଜ ଛାତ୍ରଛାତ୍ରୀ ମାନେ ମଧ୍ୟ ଅଛନ୍ତି।
ସେମାନେ କ୍ଲାସ ରୁମ୍ ରେ ଲିପ୍ କିସ୍ କରୁଥିବାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ପ୍ରସାରିତ ହେବାରେ ଲାଗୁଛି। ବେଞ୍ଚ ପଛରେ ଯୁବକ ଯୁବତୀ ଦୁହେଁ ରାସଲୀଳା କରୁଥିବାର ମଧ୍ଯ ଦେଖିବାକୁ ମିଳିଛି।
ଯୁବକ ଜୋର ଜବରଦସ୍ତ କରି ଯୁବକ ଜଣକ କିସ୍ କରୁଥିବାର ଦେଖିବାକୁ ମିଳିଛି। ତେବେ ପିଲା ମାନେ ତ କଲେଜ୍ କୁ ପାଠ ପଢିବାକୁ ଯାଇ ଥାଆନ୍ତି। ହେଲେ ସେଠାରେ ପାଠ ପଢ଼ିବା ବଦଳରେ ସେ ଏଭଳି କାମ କରୁଛନ୍ତି।
ଯୁବତୀ ଜଣକ ଏଭଳି ହରକତ ଦେଖି ଅନ୍ୟ ଯୁବକ ଯୁବତୀ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି। ଏବଂ ଯୁବତୀ ଜଣକ ମଧ୍ୟ ଉକ୍ତ ଯୁବକ ଜଣକୁ ଲିପ୍ କିସ୍ କରିବା ସମୟରେ କାହାକୁ ଡରୁ ନାହାଁନ୍ତି।
ଅନ୍ୟ ପିଲା ମାନେ ଦେଖୁଥିଲେ ମଧ୍ୟ ଯୁବତୀ ଜଣକୁ କୌଣସି ପ୍ରକାରର ଫରକ୍ ମଧ୍ୟ ପଡୁ ନାହିଁ। ତାହା ଯୁବତୀ ଜଣକ ଙ୍କ ବାତାବରଣ ରୁ ସମ୍ପୁର୍ଣ୍ଣ ଭାବରେ ବାରି ହୋଇ ପଡୁଛି। ଯୁବତୀ ଜଣକ ଦୁଇ ହାତରେ ଯୁବକ ଙ୍କ ମୁଣ୍ଡକୁ ମାଡ଼ି ବସି ଧରିଛନ୍ତି।
ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି। ଦର୍ଶକ ମାନେ ମଧ୍ୟ ଅନେକ ମାତ୍ରାରେ ଏହି ଭିଡିଓ କୁ ଦେଖି ମଧ୍ଯ ସାରିଲେଣି।
ଏବଂ ଏହି ଭିଡିଓ କୁ ଦେଖି ସାରିବା ପରେ ଅନେକ ଲୋକ ମାନେ ମଧ୍ୟ ଏହାର ଖୁବ ନିନ୍ଦା ମଧ୍ଯ କରିବାରେ ଲାଗିଛନ୍ତି। ତେବେ ଏହି ଭିଡିଓ ଦେଖିବା ପରେ ଆପଣ ଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.