Movie prime

କଲେଜ୍ ରୁ ଫେରାର କରି ଝିଅ ମଥା ରେ ସିନ୍ଦୂର ଦେଇ ଦେଲା

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆଜିକା ଦୁନିଆରେ ଏମିତି ସବୁ ଘଟଣା ଘଟୁଛି ଯାହା ବିଷୟରେ ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଆଉ ଆଜିକା ସମାଜରେ ଏମିତି ଅନେକ ପ୍ରକାରର ଘଟଣା ଘଟିଛି ଯାହା ଏହି ସମାଜ ପାଇଁ ନି-ନ୍ଦ-ନୀ-ୟ ଅଟେ।
ଆଉ ଏହି ସମାଜ ପାଇଁ କ-ଳ-ଙ୍କି-ତ ମଧ୍ୟ ଅଟେ। ଆଉ ଆଜିକା ସମାଜରେ ବାସ କରୁଥିବା ଲୋକମାନେ ନିଜ ଇ-ଜ୍ଜ-ତ କଥା ଭୁଲି ଏଭଳି କାମ କରନ୍ତି ଯାହା ନି-ନ୍ଦ-ନୀ-ୟ ଅଟେ।
ସାଧାରଣ ଭାବରେ ଆମର ହିନ୍ଦୁ ଧର୍ମରେ ସିନ୍ଦୂରକୁ ଅନେକ ବିଶେଷ ମାନ୍ୟତା ଦିଆ ଯାଇଛି ଏହା ସହିତ ସିନ୍ଦୂର ଲଗାଇବାର ମଧ୍ୟ କିଛି ବିଶେଷ ନିୟମ ରହିଛି
ଏହାକୁ ପାଳନ ନ କରିବା ଫଳରେ ଏହା ବିଶେଷ ଭାବରେ ଆପଣଙ୍କ ପତିଙ୍କ ପାଇଁ ତଥା ଆପଣଙ୍କ ପରିବାର ପାଇଁ ମଧ୍ୟ ଅନେକ ଭାବରେ କ୍ଷତିକାରକ ହୋଇ ପାରେ।
ତେବେ ବର୍ତ୍ତମାନ ଏକ ଭିଡିଓ ରେ ଦେଖିବାକୁ ମିଳୁଛି ଜଣେ ଝିଅ ତା ପ୍ରେମିକ କୁ ମଥାରେ ସିନ୍ଦୂର ପିନ୍ଧେଇବା ପାଇଁ କହୁଛି। 
ଆଉ ପ୍ରେମିକ ଜନକ ଝିଅଟି ମଥାରେ ସିନ୍ଦୂର ଦେଉଛି। ଏହାପରେ ଝିଅଟି କହୁଛି କଥା ଦିଅ ମତେ କେବେ ଛାଡ଼ିକି ଯିବନି। ପ୍ରେମିକ ଜଣକ ମଧ୍ୟ ଝିଅ ଟିକୁ ଛାଡିକି କେବେ ଯିବନି ବୋଲି କଥା ଦେଉଛି।
ଏବଂ ଶେଷରେ ସିନ୍ଦୂର ପିନ୍ଧି ସାରିଲା ପରେ ଝିଅ ଟି ନିଜ ପ୍ରେମିକକୁ ମୁଣ୍ଡିଆ ମାରୁଛି। ତେବେ ଉଭୟ ପ୍ରେମୀଯୁଗଳ ଙ୍କ ଲୁଚିଲୁଚି ବାହା ହେବାର ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି। 
ଯାହାକି ଏହି ଭିଡିଓ ରେ ଦେଖିବାକୁ ମିଳୁଛି ଉଭୟ ପ୍ରେମୀଯୁଗଳ କୌଣସି ଏକ ମନ୍ଦିରରେ ସାଙ୍ଗ ମାନଙ୍କ ଉପସ୍ଥିତି ରେ ବାହା ହେଉଛନ୍ତି। ଏଵଂ ଉଭୟ ପ୍ରେମୀଯୁଗଳ ଙ୍କ ଏହି ବାହାଘର ର ଦୃଶ୍ୟ ତାଙ୍କ ସାଙ୍ଗ ମାନଙ୍କ ଭିତରୁ କେହି ଜଣେ ମୋବାଇଲ୍ ରେ ରେକଡ୍ କରି ଦେଇଛନ୍ତି।
ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ମୋବାଇଲ୍ ରୁ ମୋବାଇଲ୍ ଭାଇରାଲ ହେବାରେ ଲାଗିଛି। ଯାହାକି ଲୋକ ମାନେ ଏହି ଭାଇରାଲ ଭିଡିଓ ଦେଖି ଉଭୟ ପ୍ରେମୀଯୁଗଳ ଙ୍କୁ ଖୁବ୍ ନି-ନ୍ଦା କରୁଛନ୍ତି।