Movie prime

ଦେଖନ୍ତୁ ଆପଣଙ୍କ ପ୍ରିୟ କମେଡିଆନ Raju Das ଙ୍କ Sonali ଙ୍କ ସହ ବାହାଘର ବେଳର ଭିଡିଓ

 
Special Report
ଆପଣମାନେ ଓଡ଼ିଶାର ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜୁ ଦାସ୍ ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ।ସେ ତାଙ୍କ କମେଡି ମାଧ୍ୟମରେ ସମସ୍ତଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।
ବର୍ତ୍ତମାନ ତାଙ୍କୁ ନେଇ ଏକ ଖୁସି ଖବର ସାମ୍ନାକୁ ଆସିଛି।ଆପଣମାନେ ଜାଣିଥିବେ ହାସ୍ୟ ଅଭିନେତା ରାଜୁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।
ସେ ତାଙ୍କ ବରଯାତ୍ରୀ ରେ ନାଚିଥିବାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ୍ ମାତ୍ରାରେ ଭାଇରାଲ ହୋଇଥିଲା।
ବର୍ତ୍ତମାନ ଅଭିନେତା ରାଜୁ ସୋନାଲି ଙ୍କୁ ସିନ୍ଦୂର ପିନ୍ଧାଇ ଦେଉଥିବାର ଭିଡିଓ ଦେଖିବାକୁ ମିଳିଛି।ଦୁହେଁ ବହୁତ ଖୁସି ଥିଲେ।ହାସ୍ୟ ଅଭିନେତା ରାଜୁ ପିଲାଟି ଦିନରୁ ଅଭିନୟ କରିବା ପାଇଁ ରୁଚି ରହିଥିଲା।
ଅଭିନେତା ରାଜୁ ଟିକ ଟିକ ରେ ଭିଡିଓ କରି ଲୋକ ମାନଙ୍କୁ ବହୁତ ହସାଉ ଥିଲେ।ଏହାପରେ ସେ କମେଡି ଶୋ କରିଲେ। ସୋସିଆଲ ମିଡିଆରେ ତାଙ୍କର ସବୁ କମେଡି ଭିଡିଓ ଦର୍ଶକ ମାନଙ୍କୁ ପସନ୍ଦ ଆସିଥାଏ।
ସେ ସବୁବେଳେ କିଛି ନୂଆ କରିବାକୁ ଚେଷ୍ଟା ଜାରି ରଖିଛନ୍ତି।ସେଥିପାଇଁ ଦର୍ଶକ ମାନେ ତାଙ୍କ ଅଭିନୟ ଦେଖିବାକୁ ପସନ୍ଦ କରିଥାନ୍ତି।
ଏହି ହାସ୍ୟ ଅଭିନେତା ଙ୍କ କେମେଡି ଦର୍ଶକ ମାନଙ୍କ ମନକୁ ଛୁଇଁ ଯାଉଛି।ସାହୁ ଭେରାଇଟ ଷ୍ଟୋର ଭିଡିଓ ତାଙ୍କର ବହୁତ ଲୋକପ୍ରିୟତା ହାସଲ କରିଥିଲା।
ଦର୍ଶକ ମାନଙ୍କ ଠାରୁ ବହୁତ ଭଲ ପାଇବା ପାଇଥିଲେ।ଅଭିନେତା ରାଜୁ ଙ୍କ ବାହାଘର କୁ ଅନେକ ଲୋକ ଆସିଥିଲେ।
ସୋନାଲି ଓ ରାଜୁ ଙ୍କ ବାହାଘରରେ ସମସ୍ତେ ଶୁଭେଚ୍ଛା ଜଣାଇଛନ୍ତି।ବାହାଘର ସମୟରେ ମଧ୍ୟ ରାଜୁ ବହୁତ କମେଡି କରୁଥିବାର ଆପଣମାନେ ନିଶ୍ଚୟ ଦେଖିଥିବେ।
ତାଙ୍କର ବାହାଘର ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ନୂଆ ଦମ୍ପତି ଙ୍କୁ ସମସ୍ତେ ବହୁତ ଭଲ ପାଇବା ଦେଇଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.