Movie prime

ଚିନ୍ତା ବଢ଼ାଉଛି Booster Doses ରାଜ୍ୟରେ ସ୍ଥିତି ଅସମ୍ଭାଳ ଦେଖନ୍ତୁ କେମିତି ଅଛି ପରିସ୍ଥିତି

 
Booster dose
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଭିଡିଓ ବା ଘଟଣା ଜାଣି ପାରୁଥିବେ । ଆଉ ଏବେ ପୁଣି ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଲାଣି ।
କରୋନା ପାଇଁ ଆମ ଦେଶ ବହୁତ କ୍ଷତି ସହିଛି । ଆଉ ଏହି କରୋନା ଏକ ଭୟଙ୍କର ରୂପ ଧାରଣ କରିଛି । ଆଉ ଲୋକମାନେ ଏହି କରୋନା ରୋଗ ଓଡ଼ି ପାଇଁ ବହୁତ ଅସୁବିଧା ଭୋଗିଛନ୍ତି । ଏହା ଏକ ମାରାତ୍ମକ ରୋଗ ଅଟେ । ଆଉ ଏହା ବହୁତ ବିପଦ ସୃଷ୍ଟି କରେ । 
ଆପଣମାନେ ସମସ୍ତେ କରୋନା ପାଇଁ ଦୁଇଟି ଟୀକା ଦେଇଥିଲେ । ଆଉ କିଛି ଲୋକ ବୁଷ୍ଟର ଡୋଜ୍ ଦେଇଛନ୍ତି । ଆଉ କିଛି ଲୋକ ଏକ ପର୍ଯ୍ୟନ୍ତ ଏହି ବୁଷ୍ଟର ଡୋଜ୍ ଦେଇନାହାନ୍ତି । ଏବେ ସୋସିଆଲ ମିଡିଆରେ ଏହି ବୁଷ୍ଟର ଡୋଜକୁ ନେଇ ଚିନ୍ତା ବଢ଼ିଛି ।
ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏହି ବୁଷ୍ଟର ଡୋଜ୍ ମାଗଣା ଦିଆଯିବ ବୋଲି ସରକାର କହିଥିଲେ । କିନ୍ତୁ କେତେକ ସରକାରୀ ମେଡ଼ିକାଲରେ ଲୋକମାନେ ଏହି ବୁଷ୍ଟର ଡୋଜ୍ ନେବାକୁ ଛିଡ଼ା ହୋଇଥିବା ବେଳେ ସେଠାରେ ଟିକା ନାହିଁ ବୋଲି ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି । 
ଆଉ ଏହାକୁ ନେଇ ଲୋକମାନେ ଉତ୍ତେଜିତ ହେଉଛନ୍ତି ଆଉ ମେଡିକାଲ କର୍ମଚାରୀ ମାନଙ୍କୁ ଗୋଟେ ରୁମରେ ଭର୍ତ୍ତି କରି ତାଲା ପକାଇ ଦେଇଛନ୍ତି । ଏହି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲାରେ । ଆଉ ଟିକା ଅଳ୍ପ ଆସିଛି ବୋଲି ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି । କିନ୍ତୁ ଅନଲାଇନରେ ଟିକା ବୁକିଙ୍ଗ ଧାରୀଙ୍କୁ ସବୁବେଳେ ଟିକା ଦେଉଛନ୍ତି । ଆଉ ଯେଉଁ ମାନେ ଅଫଲାଇନରେ ଟୀକା ଦେବେ ତାଙ୍କୁ ଟୀକା ମିଳୁନାହିଁ । 
ଅଧା ଅଧା ଟିକା ଦେଲେ ହୁଏତ ଉତ୍ତେଜନା ହୋଇନଥାନ୍ତା କିନ୍ତୁ ଏହା ମା ହେବାରୁ ଉତ୍ତେଜନା ବଢିଥିଲା ଆଉ ସେଠାକାର ଲୋକମାନେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ତାଲା ପକାଇ ବନ୍ଦ କରି ଦେଇଥିଲେ । ଆଉ ଏବେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ସମସ୍ତେ କରୋନା ନିୟମ ମାନନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ ।