Movie prime

ଗୋଟେ ଥର ଖେଳିଲେ କେତେ ଟଙ୍କା ନିଅନ୍ତି ଖେଳାଳି ସତ ଜାଣିଲେ ଆଶ୍ଚର୍ୟ୍ଯ ହୋଇଯିବେ ଆପଣ

 
Viral News

ନମସ୍କାର ପାଠକ ବନ୍ଧୁଗଣ। ବନ୍ଧୁଗଣ ଆପଣ ମାନେ କଣ ଜାଣିଛନ୍ତି କି ଗୋଟେ ମ୍ୟାଚ୍ ଖେଳିଲେ କେତେ ଟଙ୍କା ପାଇଥାନ୍ତି ଆମ ଭାରତୀୟ କ୍ରିକେଟର।

ବି ସି ସି ଆଇ ମ୍ୟାଚ୍ ଖେଳିଲେ କେତେ ଟଙ୍କା ପ୍ରାପ୍ୟ ପାଇଥାଏ ତାର ଖେଳ ପାଇଁ। ତେବେ ଏ ନେଇ ସୂଚନା ଦେଇଛନ୍ତି ଜୟ ସନ୍ । ସେ କହିଛନ୍ତି ଯଦି କୌଣସି ଖେଳାଳି ଖେଳୁଛନ୍ତି ତେବେ ତାଙ୍କୁ ୧୫ ଲକ୍ଷ ଟଙ୍କା ମିଳିବ। 

ଯେବେ ଓଡ଼ିଆଇ ଖେଳୁଛନ୍ତି ତେବେ ତାଙ୍କୁ ଛ ଲକ୍ଷ ଟଙ୍କା ଆଉ ଟି ୨୦ ଆଇ ପାଇଁ ତିନି ଲକ୍ଷ ଟଙ୍କା ରକ୍ଷା ଯାଇଛି।
ତେବେ ଏହାକୁ ଏବେ ପୁରୁଷ ଓ ମହିଳା ବିଭାଗ ରେ ସମାନ ସମାନ କରିବା ପାଇଁ ମଧ୍ୟ ନିଷ୍ପତ୍ତି ନିଆ ଯାଇଛି। ତେବେ ବିସିସିଆଇ କାଉନସିଲ ରେ ଏହି ନିଷ୍ପତ୍ତି ନିଆ ଯାଇଛି ଆଉ ଏହାକୁ ସମର୍ଥନ କରିଛନ୍ତି ଜୟ ସନ୍।
ତେବେ ଖବର ଆସିବା ପରେ ହର ବଜନ ସିଂ ଏବଂ ତା ସହିତ ମିତାଲି ରାଜ ଓ ହରମନ୍ ପ୍ରିତ୍ ଏହି ନିଷ୍ପତ୍ତି କୁ ସମର୍ଥନ ଜଣାଇଛନ୍ତି।
ଏବଂ କହିଛନ୍ତି ଆଗମୀ ସମୟ ରେ ଅନେକ ମହିଳା ମାନଙ୍କୁ କ୍ରିକେଟ ଖେଳିବା ପାଇଁ ଏହା ପ୍ରେରିତ କରିବ । ତେବେ ଖେଳାଯାଇଥିବା ଏସିଆ କପ୍ ଭାରତୀୟ କ୍ରିକେଟ ମହିଳା ଦଳ ବାଂଲାଦେଶ ରେ ବିଜୟ ହୋଇ ଆସିଥିଲେ।
ଶ୍ରୀଲଙ୍କା କୁ ହରାଇ ଭାରତ ୮ ଟି ୱିକେଟ ଏହି ମ୍ୟାଚ୍ ଜିତିଥିଲା । ଆଉ ଏହା ସହିତ ମହିଳା ମାନେ ମଧ୍ୟ ନିଜ ର ଖେଳ ନେଇପୁନତା କୁ ସମାଷ୍ଟ ଙ୍କ ଆଗରେ ପଦର୍ଷନ କରିଥଲେ।
ପ୍ରଥମ ଥର ପାଇଁ ସିଲ୍ଭର୍ ମେଡାଲ ଜିତିଥିଲେ କମନ ୱେଲଥ ଗେମ୍ ତ୍ଵାଲିଙ୍ଗ ହାମ୍ରେ ଏବଂ ଯାହାକି ଏହି ବର୍ଷ ହିଁ ସେ କରି ଦେଖାଇ ଥିଲେ। ଆଉ ଏବେ ବିସିସିଆଇ ର ଏହି ଘୋଷଣା ପରେ ଖେଳାଳି ଙ୍କ ମଧ୍ୟରେ ଏବେ ଖୁସି ର ଲହରୀ ଖେଳି ଯାଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.