Movie prime

କୁନି ଝିଅ ର ନାଚ ଦେଖି ଆପଣ ଙ୍କ ମୁଣ୍ଡ ବି ଘୁରେଇ ଦେବ, ଥରୁଟେ ଦେଖନ୍ତୁ

 
Viral video
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ସୋସିଆଲ ମିଡ଼ିଆ ବର୍ତ୍ତମାନ ଏକ ଏପରି ପ୍ଲାଟଫୋମ ସାଜିଛି ଲୋକଙ୍କ ପାଇଁ ଯେଉଁଠୁରେ ଲୋକ ମାନେ ମନ ଇଚ୍ଛା ଯେକୌଣସି ଭିଡିଓ ରେକର୍ଡ କରି ସେୟାର କରୁଛନ୍ତି।
ସଧାରଣ କଥା ଠାରୁ ଆରମ୍ଭ କରି, ଗୀତ ନାଚ , କମେଡି ଏମିତି ଅନେକ କିଛି। ଏବଂ ସୋସିଆଲ ମିଡ଼ିଆ ର ଏହିପରି ସବୁ ଭାଇରଲ ଭିଡ଼ିଓ କୁ ଲୋକମାନେ ମଧ୍ୟ ବହୁତ ପସନ୍ଦ କରନ୍ତି
 ସେମାନ ଏହାକୁ ଦେଖି ଉପଭୋଗ କରିବା ସହ ଖୁସି ହୋଇଥାନ୍ତି। ଖାଲି ଏତିକି ନୁହେଁ ବରଂ ବେଳେ ବେଳେ ଏମିତି କିଛି ଭିଡିଓ ଆମ ଆଗକୁ ଆସିଥାଏ ଯାହା ଅତ୍ୟନ୍ତ ହାସ୍ୟରସ ହୋଇଥାଏ। 
ବନ୍ଧୁଗଣ ଡ୍ୟାନ୍ସ କରିବା ଏକ ଭିନ୍ନ ରାଗ ହୋଇଥାଏ, ଯାହା ସମସ୍ତେ କରିବା ଲାଗି ସକ୍ଷମ ହୋଇନଥାନ୍ତି। କିନ୍ତୁ କାହାର ନୃତ୍ୟ ଦେଖିବାକୁ ଆମକୁ ବହୁତ ଖୁସି ଲାଗେ।
ନୃତ୍ୟ ସଂସ୍କୃତିକ ହେଉ କିମ୍ବା ମର୍ଡନ ଏଥିରେ କୌଣସି ବାଚ ବିଚାର ନଥାଏ ଏହା ର ତାଳ ରେ ତାଳ ଦେଇ ନାଚିଲେ ତାହାକୁ ଛୁମିବା କୁ ଇଚ୍ଛା ହୁଏ ଏବଂ ମନ ପ୍ରଫୁଲିତ ରହେ।
ତେବେ ଆମେ ଆଜି ଆପଣଙ୍କୁ ଏହିପରି ଏକ ଭାଇରଲ ଭିଡିଓ ବିଷୟରେ ଜଣେଇବା କୁ ଯାଉଛୁ , ଯାହା ଦେଖିଲେ ଆପଣ ଆନନ୍ଦିତ ହୋଇଯିବେ। 
ତେବେ ବନ୍ଧୁଗଣ ବର୍ତ୍ତମାନ୍ ଦେଖିବାବୁ ମିଳୁଛି ସ୍କୁଲ ଛାତ୍ରୀ ନାଚିଲେ ସ୍କୁଲରେ ସମ୍ବଲପୁରୀ ଗୀତାରେ। ତାଙ୍କ ଡ୍ୟାନ୍ସ ଏତେ ମନଲୋଭା ଏବଂ ଆକର୍ଷଣୀୟ ଯେ ଆପଣ ତାଙ୍କୁ ଦେଖିବାକୁ ହିଁ ରହିଯିବେ।
ଆପଣ ଙ୍କର ଆଖି ତାଙ୍କ ଠାରୁ ଦୂରେଇ ପାରିବେ ନାହିଁ। କଲେଜ ଛାତ୍ରୀ ଜଣଙ୍କ ଗୀତ ର ତାଳ ରେ ତାଳ ମିଶାଇ ଡ୍ୟାନ୍ସ କରିବା କୁ ଲାଗିଛନ୍ତି ଏବଂ ତାଙ୍କର ସାଙ୍ଗ ସାଥି ଙ୍କ ସହ ଶିକ୍ଷକ ମଧ୍ୟ ଏହାକୁ ଦେଖିବାକୁ ଲାଗିଛନ୍ତି।
ସୋସିଆଲ ମିଡ଼ିଆ ରେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକ ପର୍ଯ୍ୟନ୍ତ ସମସ୍ତେ ଛାତ୍ରୀ ଙ୍କର ଡ୍ୟାନ୍ସ କୁ ପ୍ରଶଂସା କରିଛନ୍ତି। ତେବେ ବନ୍ଧୁଗଣ ଅତ୍ୟାଧୁନିକ ତଥା ଟେକ୍ନୋଲୋଜି ର ଦୁନିଆଁ ରେ ସୋସିଆଲ
 ଓ ଇଣ୍ଟରନେଟ ଦ୍ବାରା ଲୋକମାନେ ନିଜ ନିଜର ପ୍ରତିଭା ଦେଖାଇବା ରେ ସମର୍ଥ ହେଉଛନ୍ତି। ସାଧାରଣ ଲୋକ ମାନେ ମଧ୍ୟ ଭିନ୍ନ ଭିନ ଭିଡିଓ ଦେଖି ଖୁସି ହେଉଥିବା କହିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.