Movie prime

ଝିଅ ଦେଲା ଏମିତି ଭାଷଣ ଶୁଣିଲେ ଆପଣ କାନ୍ଦି ପକେଇବେ ଦେଖନ୍ତୁ ଝିଅଟି କଣ କହିଲା

 
Viral video
ଆପଣମାନେ ଜାଣିଥିବେ ସୋସିଆଲ ମିଡିଆରେ କୁନି କୁନି ପିଲାମାନଙ୍କର ଭିଡିଓ ଦର୍ଶକମାନଙ୍କୁ ବହୁତ ଭଲ ଲାଗିଥାଏ।ବର୍ତ୍ତମାନ ଜଣେ କୁନି ଝିଅର ଭିଡିଓ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଛି।ଯିଏ ଶୁଣୁଛନ୍ତି ସେମାନେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି। କୁନି ଝିଅଟି ଗଛ ଲଗାଇଥିବା ସମୟରେ ଏଭଳି କଥା କହିଛି ଯାହାକି ଅନେକ ଲୋକ ସେହି ବିଷୟରେ ଜାଣି ନଥିବେ।କିଛି କିଛି ପିଲା ଅଛନ୍ତି ଯେଉଁମାନେ ବହୁତ ଭଲ ଜିନିଷ ଜାଣିଥାନ୍ତି।
ଭିଡିଓ ରେ ଦେଖିବାକୁ ମିଳିଛି ଯେ କୁନି ଝିଅଟି ଗଛ ଲଗାଇଥିବା ସମୟରେ ଲୋକମାନଙ୍କୁ ଗଛ ଉପରେ ବହୁତ ଭଲ କଥା କହିଛି।ଯାହାକୁ ଶୁଣିଲେ ଆଖିରେ ଲୁହ ଆସିଯିବ। କୁନି ଝିଅଟି କହୁଛି ଯେ କିଛି ଲୋକମାନେ ବେମାର ରେ ପଡ଼ୁଛନ୍ତି।ଏବଂ ଅକ୍ସିଯେନ ବହୁତ ମହଙ୍ଗା ହୋଇଗଲାଣି ଯେ ସାଧାରଣ ଲୋକ ମାନଙ୍କୁ ମିଳୁନାହିଁ।ତାହେଲେ ପୁରା ଦେଶକୁ ଯଦି ଅକ୍ସିଯେନ ଦରକାର ତାହେଲେ କଣ ଅସୁବିଧା ହେବ ତାହା ଆପଣମାନେ ବହୁତ ଭଲ ଭାବରେ ଜାଣିଥିବେ।
ଲୋକମାନେ ଆଜିକା ସମୟରେ ଗଛ କାଟି ଚାଲିଛନ୍ତି।କିଛି ଭାବୁ ନାହାନ୍ତି।ନିଜେ ହିଁ ହଇରାଣ ର ସମ୍ମୁଖୀନ ହେଉଛନ୍ତି।କିନ୍ତୁ ଲୋକମାନେ ଜାଣି ପାରୁ ନାହାଁନ୍ତି ଯେ ଯଦି ସେମାନେ ଏହିଭଳି ଗଛ କାଟି ଚଲିବେ ତାହେଲେ ସେ ବହୁତ ହଇରାଣ ହେବେ ବଞ୍ଚିବା ବି ମୁସ୍କିଲ ହୋଇଯିବ।ଏହି କଥା ଭଲରେ ମନେ ରଖିବା ଉଚିତ। ତେଣୁ ଗଛ କେହି କାଟନ୍ତୁ ନାହିଁ।ଗଛ ଲଗେଇବା ପାଇଁ ପ୍ରୟାସ କରନ୍ତୁ।
ଖୁସିରେ ରହିଲେ ଗଛ ଲଗେଇବା ଉଚିତ।ଯଦି ଚାକିରି ହେଉଛି ସେଥିପାଇଁ ମଧ୍ୟ ଗଛ ଲଗାଇବା ଉଚିତ।ଚାରିଆଡ଼େ ଗଛ ଲଗାଇବା ଉଚିତ ଏହିଭଳି କରିଲେ ବହୁତ ଖୁସିରେ ରହିବେ।ଲୋକମାନେ ଅଛନ୍ତି ଯେଉଁମାନେ କେବଳ ନିଜ ସ୍ବାର୍ଥ ହିଁ ଦେଖୁଛନ୍ତି। କାହାର ଉପକାର କରୁ ନାହାନ୍ତି।ତେଣୁ ନିଜ ଖୁସି ପାଇଁ ଗଛ ଲଗାଇବା ଉଚିତ।ବର୍ତ୍ତମାନ କୁନି ଝିଅର ଏହି କଥା ସମସ୍ତଙ୍କୁ ବହୁତ ଭଲ ଲାଗୁଛି।ଯାହାକି ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.