Movie prime

ଦେଶୀ କୁକୁର ପ୍ରେମରେ ବିଦେଶିନୀ Bhubaneswar Airport ରେ ଦେଖିବାକୁ ମିଳିଛି ଏହି ଦୁର୍ଲଭ ଦୃଶ୍ୟ ଦେଖିଲେ ଆପଣଙ୍କୁ ବହୁତ ଖୁସି ଲାଗିବ

 
Viral video
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖୁଥିବେ । ଆଉ ଏମିତି କିଛି ଭିଡିଓ ଦେଖିଥିବେ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେବ । ଆଉ ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି । 
ଏହି ଖବର ଦେଖିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ ଅଟେ । ଜଣେ ବିଦେଶିନୀ ଭୁବନେଶ୍ୱର ଏୟାର ପୋର୍ଟରେ ଓହ୍ଲାଇଲେ । ଆଉ ସେହି ବିଦେଶିନୀ ସେଠାରେ ଏକ ଦେଶୀ କୁକୁରକୁ ଦେଖି ବହୁତ ଖୁସି ହୋଇଗଲେ । ଆଉ ତାକୁ ଗେଲ କରିବାରେ ଲାଗିଲେ ।
ଆଉ ଏହି ବିଦେଶିନୀ ଜଣକ ନ୍ୟୁୟର୍କରୁ ଆସିଥିଲେ । ଆଉ ସେ ଓଡ଼ିଶାକୁ ଆସିଥିଲେ ଆଉ ସେ ଯେତେବେଳେ ଦେଶୀ କୁକୁରକୁ ଦେଖିଲେ ତାର ପ୍ରେମରେ ପଡ଼ିଗଲେ । ଆଉ ତାପରେ ସେ ଦେଶୀ କୁକୁରକୁ ଆଉଁସି ଗେଲ କରିଲେ । ଆଉ ତାକୁ ବହୁତ ଭଲ ପାଇଲେ ।
ଆମ ଓଡ଼ିଶାର ଲୋକମାନେ ଦେଶୀ କୁକୁରକୁ ଭଲପାଆନ୍ତି ନାହିଁ କି ତାକୁ ଥୁ ଥୁ କରନ୍ତି । କିନ୍ତୁ ଜଣେ ବିଦେଶିନୀ ଦେଶୀ କୁକୁରକୁ ଏତେ ଭଲପାଉଛି ଯେ ଆପଣ ଏହାକୁ ଦେଖିଲେ ଆପଣଙ୍କ ଆଖିକୁ ଲୁହ ଆସିଯିବ । ଆଉ ଏହି ଭିଡିଓ ଦେଖିଲେ ଆପଣଙ୍କୁ ପଶୁ ଆଉ ମଣିଷ ଭିତରେ କଣ ଭଲପାଇବା ତାହା ଜନପଡ଼ିଯିବ ।