Movie prime

ଭୁଲ କାମ କରୁ କରୁ ଧରା ପଡିଲେ କଲେଜ ଛାତ୍ରୀ ଦେଖନ୍ତୁ କଣ କରୁଥିଲେ ଏଠାରେ

 
Viral News

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆଜିକା ଯୁଗରେ ତ ଏଭଳି ଅନେକ ଘଟଣା ଘଟୁଛି ଯାହା ବିଷୟରେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଆଉ ସମାଜରେ ଏମିତି ଅନେକ ଘଟଣା ସବୁବେଳେ ସବୁ ମୁହୂର୍ତ୍ତରେ ଘଟି ଚାଲିଛି ।

ଏହି ଘଟଣା ଏଭଳି କିଛି ହୋଇଥାଏ ଯାହା ବିଷୟରେ ଆପଣମାନେ ଭାବିଲେ ଆପଣଙ୍କ ମନରେ ଅନେକ ପ୍ରଶ୍ନ ମଧ୍ୟ ଆସିବ ।

ଆଜିକା ଯୁଗର କଲେଜ ଗୁଡ଼ିକରେ ପାଠପଢା କମ୍ କିନ୍ତୁ ଅଲଗା କାମ ଅଧିକ ହେଉଛି । ଆଉ ପିଲାମାନେ କଲେଜକୁ ପାଠ ପଢିବା ପାଇଁ ନୁହେଁ ବରଂ ଅନେକ ଘଟଣା କରିବାକୁ ଯାଉଛନ୍ତି ।

ଏବେ ତ ସୋସିଆଲ ମିଡିଆରେ କଲେଜ ଛାତ୍ରୀମନଙ୍କର ଆଉ ଏହାସହ ଅଧ୍ୟାପକମାନଙ୍କର ଭିଡିଓ ଦେଖିବାକୁ ମିଳୁଛି । ଆଉ ସେମାନେ ଏଭଳି କିଛି କାମ କରୁଛନ୍ତି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ଆପଣଙ୍କ ମନରେ ଅନେକ ପ୍ରଶ୍ନ ଆସିବ ।
କଲେଜର ଅଧ୍ୟାପକ ହୋଇ ଛାତ୍ରୀମାନଙ୍କ ସହିତ ଏଭଳି କାମ କରୁଛନ୍ତି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ଏହି ସମାଜ ଏଭଳି କୁଚୀ ଗୁରୁମାନଙ୍କ ପାଇଁ ଆଜି ନିନ୍ଦିତ ଅଛି । ଏଭଳି ଅନେକ ଶିକ୍ଷକ ଆଜିକା ସମାଜରେ ଥାଇ ସମାଜକୁ କଳୁଷିତ କରୁଛନ୍ତି ।
ଏହି ଭିଡିଓରେ ଆପଣମାନେ ଏଭଳି କିଛି କଥା ଶୁଣିପାରିବେ ବା ଏଭଳି କିଛି ଦୃଶ୍ୟ ଦେଖିପାରିବେ । ଯେଉଁଥିରେ ଜଣେ ଅଧ୍ୟାପକ ଏବଂ ଜଣେ ଛାତ୍ରୀ ଏକ ଜଙ୍ଗଲରେ ଥିବାର ଦେଖିବାକୁ ମିଳୁଛି ।
ଆଉ ଏହି ଭିଡିଓ ସେହି ଜଙ୍ଗଲ ବାଟ ଦେଇ ଯାଉଥିବା ଲୋକମାନେ ଏହି ଭିଡିଓ କରିଥିଲେ । ଆଉ ଏହି ଭିଡିଓ କରିଥିଲେ ଆଉ ଏହି ଭିଡିଓରେ ଆପଣମାନେ ଶୁଣିପାରିବେ କି ସେଠାରେ ଥିବା ଲୋକମାନେ ଏହି ଶିକ୍ଷକ ଏବଂ ଛାତ୍ରୀଙ୍କୁ ଅନେକ ପ୍ରଶ୍ନ ପଚାରିଛନ୍ତି । ଆଉ ଏହି କଥା ସବୁ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି ।
ଏହି ଭିଡିଓକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ହେଉଛି । ଏହି ଭିଡିଓକୁ ନେଇ ଏବେ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଠୁଛି କି କଲେଜରେ ପାଠପଢ଼ା ହେଉଛି ନା ଆଉ ଏମିତି ସବୁ କୁତ୍ସିତ କାମ ହେଉଛି ।
ଯଦି କଲେଜରେ ପାଠ ପଢୁଥିବା ପିଲାମାନେ ସବୁ ଏହିଭଳି କଲେଜକୁ ଯାଇ କାମ କରିବେ ତାହେଲେ ସବୁ କଲେଜ ବଦନାମ୍ ହେବ ।
ଆଉ ସବୁ କଲେଜ ବଦନାମ୍ ହେଲେ ଓଡ଼ିଶାର ଶିକ୍ଷାବସ୍ଥା ଉପରେ ବହୁତ ଖରାପ ପ୍ରଭାବ ପଡ଼ିବ । ଏହିଭଳି ଅଧ୍ୟାପକମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍ । ଆଉ ଏହିସବୁ ପ୍ରକାରର ଅଧ୍ୟାପକମାନଙ୍କ ପାଇଁ ଆଜି ପୁରା ସମାଜ ବଦନାମ୍ ହେଉଛି ।