Movie prime

ଧୋକା ଦେଲା ପ୍ରେମିକ ପାଗେଳି ହେଇ ରାସ୍ତାରେ ବୁଲୁଛି ପ୍ରେମିକା ଦୃଶ୍ୟ ଦେଖିଲେ ଆଖିରୁ ଲୁହ ଆସିଯିବ

 
Viral video

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ କିଏ ପ୍ରେମ ପ୍ରତାରଣା ର ଶିକାର ହୋଇ ନିଜ ଜୀବନ ହାରି ଦଉଛି ତ ଆଉ କେହି ନିଜ ମାନସିକ ଭାରସାମ୍ୟ ହରାଇ ପାଗଳ ହୋଇ ବସୁଛି।

ଆଜିର ଏହି ଦୁନିଆରେ ପ୍ରେମ ଓ ତା ପରେ ଧୋକା ଏକ ନୀତି ଦିନିଆ କଥା ପାଲଟି ଗଲାଣି। ସେଥି ପାଇଁ ପ୍ରାୟ ପ୍ରେମୀ ଏବେ ପ୍ରେମ ପ୍ରତାରଣା ର ଶିକାର ହୋଇ ନିଜ ଜୀବନ ବରବାଦ କରି ଦେଉଛନ୍ତି।

ଦେଖନ୍ତୁ ଏହି ଭିଡିଓ ଟିରେ ଏହି ଯୁବତୀ ଜଣକୁ ଯିଏ ଏକ ଭଙ୍ଗା ଟାକ୍ସି ନିକଟରେ ଛିଡ଼ା ହୋଇଛନ୍ତି। ଏବଂ ଦେହ ସାରା ରାସ୍ତା ଯାକର ସବୁ ମଇଳା ଲାଗିଛି ଛିଣ୍ଡା ଡ୍ରେସ ମଧ୍ୟ ପିନ୍ଧିଛନ୍ତି। ସେହି ଡ୍ରେସ ରେ ପୋଜ୍ ଦେଇ ଟାକ୍ସି ନିକଟରେ ଛିଡ଼ା ହୋଇ ଯାଇଛନ୍ତି ଓ କହୁଛନ୍ତି ମୁଁ ସମ୍ବଲପୁରୀ ନାନୀ, ମୁଁ ଏହି ଗୀତ ଲେଖିଛି ଓ ଗାଇଛି। ଏଭଳି କିଛି ଆଳାପ କରୁଛନ୍ତି।
ନିଜ ମାନସିକ ଭାରସାମ୍ୟ ସିନା ହରାଇ ବସିଛନ୍ତି ହେଲେ ତାଙ୍କ କଥା କହିବା ଷ୍ଟାଇଲ, ଆବଭାବ ଓ ଅନ୍ଦାଜ ରୁ ତାଙ୍କର ବ୍ୟକ୍ତିତ୍ଵ ପରି ଲକ୍ଷିତ ହୋଇ ଯାଉଛି। ତାଙ୍କୁ ଦେଖିଲା ପରେ ମଧ୍ଯ ଏଭଳି ଲାଗୁଛି କି ସେ ଏକ କୌଣସି ପୀଡ଼ା କୁ ନିଜ ମଧ୍ୟରେ ଦୀର୍ଘ ଦିନ ଧରି ଚାପି ରଖି ଛନ୍ତି। ସେଥି ପାଇଁ ତାଙ୍କ ଅବସ୍ଥା ଏବେ ଏଭଳି ହୋଇ ଯାଇଛି।
ଏହି ମହିଳା ଜଣଙ୍କୁ ବରଗଡ଼ ର ୪୯ ନମ୍ୱର ଜାତୀୟ ରାଜପଥ ରୁ ବାପି ଭାଇ ନାମକ ଏକ ସହୃଦୟ ବ୍ୟକ୍ତି ଯେ କି ଜଣେ ସମାଜ ସେବୀ ସେ ତାଙ୍କୁ ଉଦ୍ଧାର କରି ତାଙ୍କ ମାନସିକ ଚିକିତ୍ସା ପାଇଁ ମେଡିକାଲ୍ ପଠାଇ ଛନ୍ତି। ଏହା ସୂଚନା ମିଳିଛି କି ଯୁବତୀ ଜଣକ ପ୍ରେମ ପ୍ରତାରଣା ର ଶିକାର ହୋଇ ଏଭଳି ନିଜ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି।