Movie prime

ତମେ ସବୁ ବଲିଉଡ୍ ରୁ ହିରୋଇନ୍ ମଗେଇ ଛାତି ଦେଖେଇ ନଚେଇବ ଆଉ ଆମେ କଣ ଉପରକୁ ଅନେଇବୁ? ଆମେ ବି ସବୁ ଖୋଲି ନାଚିବୁ

 
Viral video
ଆପଣମାନେ ରାନୀ ପ୍ରିୟଦର୍ଶିନୀ ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ।ବର୍ତ୍ତମାନ ସେ ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ବଲିଉଡ଼ ଅଭିନେତ୍ରୀ ଦିଶା ପଠାଣି ଆଇଟମ ଡାନ୍ସ କରୁଛନ୍ତି।
ତେଣୁ ଅଭିନେତ୍ରୀ ରାନୀ ମଧ୍ୟ ଆଇଟମ ଦାନ୍ସ ନାଚିବେ।ଆହୁରି କହିଛନ୍ତି ଯେ ଅଭିନେତ୍ରୀ ଦିଶା ପଠାଣି ବହୁତ ଖରାପ ଡ୍ରେସ୍ ପିନ୍ଧି ଆଇଟମ ଡାନ୍ସ କରୁଛନ୍ତି ତାହା କାହାକୁ ଦେଖା ଯାଉନାହିଁ।
ତେଣୁ ରାନୀ ପ୍ରିୟଦର୍ଶିନୀ ଓଡ଼ିଶା ର ଅଭିନେତ୍ରୀ ଅଟନ୍ତି।ଅଭିନେତ୍ରୀ ଦିଶା ପଠାଣି ଯେଉଁ ଭଳି ଡ୍ରେସ୍ ପିନ୍ଧି ଥିଲେ ତାହା ଆଇଟମ ହିଁ ଥିଲା।
ଆଣ୍ଠୁ ଉପରକୁ ସ୍କଟ ପିନ୍ଧିିଥିଲେ।ଉପରେ ଯେଉଁ ଡ୍ରେସ୍ ପିନ୍ଧି ଥିଲେ ତାହା ବହୁତ ଛୋଟ ଥିଲା।ତାହାର ଭିଡିଓ ମଧ୍ୟ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି।
ତେଣୁ ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ ଲୋକ ମାନଙ୍କୁ ପ୍ରଶ୍ନ କରିଛନ୍ତି ଯେ ଅଭିନେତ୍ରୀ ଦିଶା ଯେଉଁ ଡ୍ରେସ୍ ପିନ୍ଧି ଥିଲେ ସେଇଟା କେଉଁ ଭଳି ଡ୍ରେସ୍ ଥିଲା?
ଅଭିନେତ୍ରୀ ରାନୀ କହିଛନ୍ତି ଯେ ବଲିଉଡ଼ ଅଭିନେତ୍ରୀ ମାନେ କେବଳ ଆଇଟମ ଡାନ୍ସ କରି ପାରିବେ କିନ୍ତୁ ଓଲିଉଡ଼ ରେ ଏଭଳି କରିଲେ ଗାଳି ଶୁଣିବାକୁ ପଡେ।
ଯେଉଁ ଅ-ଶ୍ଳୀ-ଳ ଡାନ୍ସ କରୁଛନ୍ତି ତାହା ରୋକ୍ ଲଗାଯାଉ।କିନ୍ତୁ ଯେଉଁ ଭଳି ଭାବରେ ବଲିଉଡ଼ ଅଭିନେତ୍ରୀ ଦିଶା ଛୋଟ ଛୋଟ ଡ୍ରେସ୍ ପିନ୍ଧି ଆଇଟମ ଡାନ୍ସ କରିଥିଲେ ସେହିଭଳି ଓଡ଼ିଶାରେ ମଧ୍ୟ ଡାନ୍ସ କରାଯିବ।
ପ୍ରେମୀ ଯୁଗଳଙ୍କ ମାନେ ଯେଉଁ ପାର୍କ ଯାଉଛନ୍ତି,ବୁଲୁଛନ୍ତି ତାହା ବନ୍ଦ କରାଯାଉ।ଅଭିନେତ୍ରୀ ଦିସା କିପରି ନାଚିଲେ ସେ ବିଷୟରେ ଅଭିନେତ୍ରୀ ରାନୀ କିଛି କହିଲେ ନାହିଁ।ସେ କହିଛନ୍ତି ଯେ ଯେଉଁ ଗାଇଡ ଲାଇନ କରାଯାଇଛି ଆଇଟମ ଡାନ୍ସ ଅ-ଶ୍ଳୀ-ଳ ଡାନ୍ସ ରେ ଯାଉଛି।
ଯଦି ଅ-ଶ୍ଳୀ-ଳ ଡାନ୍ସ ରେ ଯାଉଛି ତାହେଲେ ଅଭିନେତ୍ରୀ ଦିଷା ହକି ବିଶ୍ୱକପ୍ ସମାରୋହରେ ଏଭଳି ଅ-ଶ୍ଳୀ-ଳ ଡାନ୍ସ କାହିଁକି କରିଲେ ବର୍ତ୍ତମାନ ଅଭିନେତ୍ରୀ ରାନୀ ବହୁତ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି।ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରାଯାଇଛି।
ସେଠାରେ ଉପସ୍ଥିତ ଥିବା ଲୋକମାନେ ଦେଖୁଥିଲେ,ମନ୍ତ୍ରୀ ମାନେ ଦେଖୁଥିଲେ,ଲାଇଫ ଟେଲିକାଷ୍ଟ ମଧ୍ୟ ଚାଲିଥିଲା।ସେତେବେଳେ ଆଇଟମ ଡାନ୍ସ ସାଧାରଣ ଥିଲା।କିନ୍ତୁ ଓଡ଼ିଶାର ଅଭିନେତ୍ରୀ ମାନେ ଏଭଳି ଡାନ୍ସ କରିଲେ ତାହା ଅ-ଶ୍ଳୀ-ଳ କୁହାଯାଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.