Movie prime

ବାହାଘର ଆଗରୁ ସ୍ଵାମୀଙ୍କ ସହ ହିରୋଇନ୍ ରିୟାଙ୍କ ରୋମାଣ୍ଟିକ ଡେଟ ଦେଖନ୍ତୁ କେମିତି ଥିଲା ସେ ସମୟ

 
Viral news
ଆପଣମାନେ ଓଲିଉଡ଼ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତ୍ରୀ ରିୟା ଦେ ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ।ସେ ତାଙ୍କ ଅଭିନୟ ମାଧ୍ୟମରେ ସମସ୍ତ ଓଡ଼ିଶାବାସୀଙ୍କ ହୃଦୟ ରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।
ସେ ଅନେକ ଓଡ଼ିଆ ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି।ତାଙ୍କର ସବୁ ଚଳଚ୍ଚିତ୍ର ସୁପର ହିଟ୍ ହୋଇଥାଏ। ଆପଣମାନେ ଜାଣିଥିବେ ଅଭିନେତ୍ରୀ ରିୟା ସୁନ୍ଦର ଅଭିନୟ କରିବା ସହିତ
ବହୁତ ସୁନ୍ଦର ଡାନ୍ସ ମଧ୍ୟ କରିଥାନ୍ତି।
ସେ ଅନେକ ଓଡ଼ିଆ ଅଭିନେତା ଙ୍କ ସହିତ କାମ କରିବାକୁ ସୁଯୋଗ ପାଇଛନ୍ତି।ଅଭିନେତ୍ରୀ ରିୟା ଅଭିନୟ କରିବା ପାଇଁ ବହୁତ ପରିଶ୍ରମ କରିଛନ୍ତି।
ସେ ପାଠ ପଢିବା ପରେ ଭୁବନେଶ୍ୱର କୁ ଅଭିନୟ କରିବା ପାଇଁ ଚାଲି ଆସିଥିଲେ।ତାପରେ ତାଙ୍କୁ ଚଳଚ୍ଚିତ୍ର ରେ ଅଭିନୟ କରିବା ପାଇଁ ଆଫର୍ ଆସିଥିଲା।ସେଥିପାଇଁ ଅଭିନେତ୍ରୀ ରିୟା ବହୁତ ଖୁସି ଥିଲେ।କାରଣ ତାଙ୍କର ସ୍ବପ୍ନ ପୁରା ହେବାକୁ ଯାଇଥିଲା।
ଅଭିନେତ୍ରୀ ରିୟା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହିଥାନ୍ତି। ସେ ଯେତେବେଳେ ଯୁଆଡେ ଯାଇଥାନ୍ତି କି ଅଭିନୟ କରୁଥାନ୍ତି ସବୁ ସେୟାର କରିଥାନ୍ତି। ତାଙ୍କ ପ୍ରଶଂସକ ମାନେ ବହୁତ ଖୁସି ହୋଇଥାନ୍ତି।
ସେ ପ୍ରଥମେ ୨୦୧୦ ରେ ପ୍ରେମ ଅଢେଇ ଅକ୍ଷର ଚଳଚ୍ଚିତ୍ର ରେ ଅଭିନେତା ବାବୁଶାନ୍ ଙ୍କ ସହିତ ଅଭିନୟ କରିଥିଲେ।ଏହି ଚଳଚ୍ଚିତ୍ର ରେ ଅଭିନୟ କରିବା ପରେ ଅଭିନେତ୍ରୀ ରିୟା ଲୋକପ୍ରିୟତା ହାସଲ କରିଥିଲେ।
ବର୍ତ୍ତମାନ ଅଭିନେତ୍ରୀ ରିୟା ଙ୍କୁ ନେଇ ଏକ ବଡ଼ ଖୁସି ଖବର ସାମ୍ନାକୁ ଆସିଛି।ଏଥିପାଇଁ ଅଭିନେତ୍ରୀ ରିୟା ପ୍ରଶଂସକ ମାନେ ମଧ୍ୟ ବହୁତ ଖୁସି ଅଛନ୍ତି।
ଖୁବ୍ ଶୀଘ୍ର ଅଭିନେତ୍ରୀ ରିୟା ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଇଛନ୍ତି।ସେ ଯାହାଙ୍କୁ ବାହା ହେବେ ତାଙ୍କ ପାଇଁ ଏକ ରୋମାଣ୍ଟିକ ସର୍ ପ୍ରାଇଜ ପ୍ଲାନ୍ କରିଥିବା ଦେଖିବାକୁ ମିଳିଛି।ସେମାନେ ଉଭୟ କେକ କାଟି ଛନ୍ତି ଓ ବହୁତ ସୁନ୍ଦର ଡାନ୍ସ ମଧ୍ୟ କରୁଥିବାର ଦେଖିବାକୁ ମିଳିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.