Movie prime

ମୋ ଅସଲ ନାଁ Droupati Murmu ନୁହେଁ ଭାଷଣ ସମୟରେ ମହାମହିମ କହିଲେ ତାଙ୍କ ବାସ୍ତବ ନାଁ ଦେଖନ୍ତୁ କଣ କହିଲେ

 
Droupati
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖୁଥିବେ । ଆଉ ଅନେକ ପ୍ରକାରର ଘଟଣା ବିଷୟରେ ମଧ୍ୟ ସୂଚନା ପାଉଥିବେ ।
ଆଉ ଆପଣମାନେ ସମସ୍ତେ ଆମ ଭାରତ ଦେଶ ବିଷୟରେ ଅନେକ ପ୍ରକାରର ଘଟଣା ମଧ୍ୟ ଜାଣି ପାରୁଥିବେ ।
ଆଉ ଆମ ଦେଶରେ ଅନେକ ପ୍ରକାରର ଘଟଣା ମଧ୍ୟ ସବୁବେଳେ ଘଟୁଛି । ଆଉ ଏହି ଘଟଣା ଆପଣମାନେ ଜାଣିଲେ ଆପଣଙ୍କ ପାଇଁ ଭଲ ଅଟେ ।
ଆପଣମାନେ ସମସ୍ତେ ତ ଜାଣିଥିବେ ଆମ ଭାରତର ପଞ୍ଚଦଶ ରାଷ୍ଟ୍ରପତି ଜଣେ ମହିଳା ହୋଇଛନ୍ତି । ଆଉ ସେ ପୁଣି ଆମ ରାଜ୍ୟ ଓଡ଼ିଶାର । ଆଉ ତାଙ୍କର ନାମ ହେଉଛି ଦ୍ରୌପଦୀ ମୁର୍ମୁ ।
ସେ ଶପଥ ଗ୍ରହଣ କରି ସାରିଲେଣି । ତାଙ୍କ ଅଭିଭାଷଣକୁ ଶୁଣି ଆଜି ସମସ୍ତ ଓଡ଼ିଆ ଗର୍ବିତ । ଆଉ ଓଡ଼ିଶା ପାଇଁ ସେ ଜଣେ ଗର୍ବ ଓ ଗୌରବ ଅଟନ୍ତି । ଆଉ ସେ ଆମ ଓଡ଼ିଶାକୁ ନେଇ ଅନେକ କଥା ତାଙ୍କ ଅଭିଭାଷଣରେ କହିଛନ୍ତି । 
ଏବେ ତାଙ୍କ ନାଁରେ ଏକ ଖବର ସାମ୍ନାକୁ ଆସିଛି । ଆଉ ଏହି ଖବର ହେଉଛି ଦ୍ରୌପଦୀ ମୁର୍ମୁଙ୍କ ପ୍ରକୃତ ନାମ ଦୌପଦୀ ନଥିଲା । ତାଙ୍କ ବାପା ମା ଦ୍ରୌପଦୀ ନାଁ ଦେଇନଥିଲେ । ତାଙ୍କ ପ୍ରକୃତ ନାଁ ଥିଲା କୁଟି । ଆଉ ସେ ଏହି ନାଁରେ ଜଣାଶୁଣା ।
ଏହି ନାଁରେ ତାଙ୍କୁ ସମସ୍ତେ ଜାଣନ୍ତି । ହେଲେ ପରବର୍ତ୍ତୀ ସମୟରେ ଏହି ନାଁକୁ ପରିବର୍ତ୍ତନ କରି ଦ୍ରୌପଦୀ ମୁର୍ମୁ ରଖାଗଲା । ଆଉ ତାଙ୍କ ନାଁ ପରିବର୍ତ୍ତନ କରିବାରେ କାହାର ଭୂମିକା ରହିଛି ଆଉ କେମିତି ସେହି ବିଷୟରେ ନଜର ପକେଇବା ।
ଶ୍ରେଣୀ ଶିକ୍ଷକଙ୍କୁ ତାଙ୍କର କୁଟି ନାଁ ଭଲ ଲାଗୁନଥିଲା । ଆଉ ସେଥିପାଇଁ ସେ ଏହି ନାଁ କୁ ଚେଞ୍ଜ କରି ଦ୍ରୌପଦୀ ରଖିଥିଲେ । ଆଉ ସେବେଠୁ ତାଙ୍କର ନାଁ ଦ୍ରୌପଦୀ ହୋଇଥିଲା ।
ଆଉ ଯେତେବେଳେ ସେ ବିବାହ କରିନଥିଲେ ତାଙ୍କର ନାଁ ଥିଲା ଦ୍ରୌପଦୀ ଟୁଡୁ । ଆଉ ସେ ଯାହାକୁ ବିବାହ କରିଲେ ତାଙ୍କର ଟାଇଟେଲ ଅନୁସାରେ ତାଙ୍କର ନାଁ ଦୌପଦୀ ମୁର୍ମୁ ହୋଇଥିଲା । ଆଉ ସେ ଏବେ ଭାରତର ରାଷ୍ଟ୍ରପତି ହୋଇଛନ୍ତି ।