Movie prime

ବ୍ୟକ୍ତିଙ୍କ ଏମିତି କଳାକୃତି ଦେଖିଲେ ଆପଣ ବି ମୁଣ୍ଡରେ ହାତ ଦେବେ ଦେଖନ୍ତୁ କେମିତି ଦ୍ରୌପଦୀ ଙ୍କୁ ରଖିଦେଲେ ଏହି ବୋତଲ ଭିତରେ

 
Droupati
ନମସ୍କାର ପାଠକ ବନ୍ଧୁ ଗଣ। ବନ୍ଧୁ ଗଣ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ। ଏବେ ଆମ ଦେଶ ର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ। ସେ ହେଉଛନ୍ତି ପ୍ରଥମ ଓଡ଼ିଆ ମହିଳା ରାଷ୍ଟ୍ରପତି ଭାବେ ଦାୟିତ୍ବ ଗ୍ରହଣ କରିବେ। ଏବଂ ସେ ମଧ୍ୟ ପ୍ରଥମ ଟ୍ରାଇବଲ୍ ଓଡ଼ିଆ ଦେଶ ର ପନ୍ଦର ତମ ରାଷ୍ଟ୍ରପତି।
ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ଦାୟିତ୍ବ ଗ୍ରହଣ କରିଥିବା ବେଳେ ତାଙ୍କ ଜନ୍ମ ମାଟି ରାଇ ରଙ୍ଗ ପୁର ରୁ ଆରମ୍ଭ କରି ପୁରା ଗାଁ ଓ ସହର ରାଜ୍ୟ ଓ ଦେଶ ରୁ ତାଙ୍କୁ ଶୁଭେଚ୍ଛା ର ସୁଅ ଛୁଟିଥିଲା। ସବୁ ରାଜ୍ ନେତା ଓ ମନ୍ତ୍ରୀ ମାନେ ତାଙ୍କୁ ଉତ୍ସାହିତ କରିବା ସହ ତାଙ୍କୁ ବହୁତ ଶୁଭ କାମନା କରି ଅଭିନନ୍ଦନ ଜଣାଇଥିଲେ।
ଦ୍ରୌପଦୀ ମୁର୍ମୁ ହେଉଛନ୍ତି ଭାରତ ର ଦୁତୀୟ ମହିଳା ରାଷ୍ଟ୍ର ପତି। ତାଙ୍କର ଏହି ସଫଳତା କୁ ନେଇ ତାଙ୍କ ପାଇଁ ତାଙ୍କ ର ଏହି ମାଟି ଆଜି ଗର୍ବିତ। ତାଙ୍କୁ ଏଥି ପାଇଁ ବିଭିନ୍ନ ସ୍ଥାନ ରେ ବିଭିନ୍ନ ପ୍ରକାର ରେ ସମ୍ମାନିତ କରାଯାଇଥିଲା। ଜଣେ ପୁରୁଷ ତାଙ୍କ ନାମ ହେଉଛି ଏଲିଶ୍ୱର ସେ ଜଣେ ହସ୍ତ କଳାକାର ଭାବେ ପରିଚିତ।
ସେ ଜଟଣୀ ର ହଟବଜାର ପାଖରେ ଗୋପୀନାଥ ପୁର ରେ ରୁହନ୍ତି। ଓଡ଼ିଶା ରେ ପ୍ରଥମ ମହିଳା ଭାରତ ର ସର୍ବ ଶ୍ରେଷ୍ଠ ପଦ ଜିତିବା ରୁ ସେ ନିଜ କଳା ମାଧ୍ୟମ ରେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କ ଶୁଭେଚ୍ଛା ଜଣାଇ ଏକ ୭୫୦ ମିଲି ଲିଟର ବୋତଲ ଭିତରେ ସାଢେ଼ ତିନି ଇଞ୍ଚ୍ ହାଇଟ ଆଉ ସାଢ଼େ ଦୁଇ ଇଞ୍ଚ୍ ଚଉଡା ର ଏକ ଫୋଟ କୁ ବୋତଲ ଭିତରେ ରଖିଛନ୍ତି।