Movie prime

ଅଧିକ ବର୍ଷା ପାଇଁ ରାସ୍ତା ଉପରେ ବୁଲୁଛି କୁମ୍ଭୀର ଆତଙ୍କିତ ଅବସ୍ଥାରେ ଲୋକେ ଲୋକଙ୍କ ଆଗରେ ରାସ୍ତା ପାର ହେଲା କୁମ୍ଭୀର ଦେଖନ୍ତୁ ଏହି ଭୟଙ୍କର ଦୃଶ୍ୟ

 
Viral Visual
ନମସ୍କାର ପାଠକ ବନ୍ଧୁ ଗଣ। ଆଜି ଆପଣ ମାନେ ଏମିତି ଏକ ଦୃଶ୍ୟ ଦେଖିବେ ଯାହାକୁ ଦେଖିଲେ ଆପଣଙ୍କୁ ବହୁତ ଆଶ୍ଚର୍ଯ୍ୟ ଲାଗିବ। ବହୁତ ଜୋର ରେ ବର୍ଷା ହେଉ ଥିବାରୁ ଜଙ୍ଗଲ ରେ ରହୁଥିବା ପଶୁ ପକ୍ଷୀ ମାନେ ଜଙ୍ଗଲ ଛାଡ଼ି ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହେବାର ଦେଖିବାକୁ ମିଳିଛି।
ବର୍ତ୍ତମାନ ଦେଖିବାକୁ ମିଳିଛି ଗୋଟେ କୁମ୍ଭୀର ଟି ରାସ୍ତା ରେ ଓହ୍ଲାଇ ଆସିଛି । ବର୍ଷା ଯୋଗୁଁ ଛୋଟ କୁମ୍ଭୀର ଟି ପୋଖରୀ ରୁ ରାସ୍ତା ରେ ଉପରେ ଆସି ଯାଇଛି। ଏହି ଘଟଣା ଟି ଦେଖିବାକୁ ମିଳିଛି ଜନ ବସତି ଅଞ୍ଚଳ ରେ ଥିବା ଭୋଡୋଦ୍ର ଠାରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ। ଟ୍ରେନ ଲାଇନ ରେ ସେ କୁମ୍ଭୀର ଟି ରହିଛି।
ସେ କୁମ୍ଭୀର ଟି ରାସ୍ତା ରେ ଆସି ଯାଇ ଥିବାରୁ ସମସ୍ତେ ଲୋକ ମାନଙ୍କ ଉପରେ ଆକ୍ରମଣ କରି ବାର ଭୟ ମଧ୍ୟ ରହିଛି ସେଥି ପାଇଁ ସେ କୁମ୍ଭୀର ଲୋକ ମାନଙ୍କ ପାଇଁ ଅସୁବିଧା ମଧ୍ୟ ସୃଷ୍ଟି କରୁଛି। ତେଣୁ ଯଥା ଶୀଘ୍ର ସେ କୁମ୍ଭୀର କୁ ଉଦ୍ଧାର କରିବା ପାଇଁ ଫରେଷ୍ଟ ଅଫିସର ମାନେ ଚେଷ୍ଟା ଜାରି ରଖିଛନ୍ତି।
ତେଣୁ ସେ କୁମ୍ଭୀର ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇ ସେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଯଥା ଶୀଘ୍ର ତାକୁ ଉଦ୍ଧାର କାର୍ଯ୍ୟ କରା ଯାଇ ତାକୁ ପୋଖୋରି ରେ ଛାଡି ଦିଆ ଗଲେ ସମସ୍ତ ଙ୍କ ପାଇଁ ଆଶ୍ୱସ୍ତି ମିଳିବ। ବର୍ତ୍ତମାନ ଏହି ଭିଡ଼ିଓ ଟି ସୋସିଆଲ ମିଡିଆରେ ବହୁ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି।