Movie prime

ଦୁନିଆର ସବୁଠୁ ବଡ଼ ଷଣ୍ଢ ଏହାର ବିଶେଷତ୍ଵ ଜାଣିଲେ ଆଶ୍ଚର୍ୟ୍ଯ ହୋଇଯିବେ ଆପଣ

 
Special report
ଦୁନିଆରେ ଅନେକ ପ୍ରକାରର ପଶୁ ରହିଛନ୍ତି। ସେଥି ମଧ୍ୟରୁ କିଛି ପଶୁ ଆକ୍ରମଣ କରିଥାନ୍ତି ଆଉ କିଛି ବହୁତ ଶାନ୍ତ ସ୍ଵଭାବ ର ହୋଇଥାନ୍ତି।କିଏ ମାଂସ ଖାଇଥାଏ ଆଉ କିଏ ଘାସ ଖାଇଥାନ୍ତି।କିଛି ପଶୁମାନେ ଶକ୍ତିଶାଳୀ ହୋଇଥିବା ବେଳେ ଆଉ କିଛି ପଶୁ ଶକ୍ତିଶାଳୀ ହୋଇ ନଥାନ୍ତି।ପ୍ରାୟ ପଶୁ ଅଛନ୍ତି ଯେଉଁ ମାନେ ଆକ୍ରମଣ ନ କରୁଥିଲେ ମଧ୍ୟ ଶକ୍ତିଶାଳୀ ହୋଇଥାନ୍ତି।ଯେପରିକି ଷଣ୍ଢ ସେମାନେ ଭୟଙ୍କର ହୋଇ ନଥାନ୍ତି କିନ୍ତୁ ପାହାଡ ପରି ଶକ୍ତିଶାଳୀ ହୋଇଥାନ୍ତି।
ଷଣ୍ଢ ବହୁତ ଶାନ୍ତ ସ୍ଵଭାବ ର ହୋଇଥାନ୍ତି କିନ୍ତୁ ଏମାନଙ୍କ ପାଖରେ ଅନ୍ୟ ପଶୁଙ୍କ ଠାରୁ ଅଧିକ ଶକ୍ତି ରହିଛି।ଏମାନଙ୍କୁ ଯଦି ହଇରାଣ କରିବେ ନାହିଁ ତାହେଲେ ସେମାନେ କାହାର କିଛି କ୍ଷତି କରିବେ ନାହିଁ।ଏମାନଙ୍କ ଶରୀରରେ ଏତେ ଶକ୍ତି ଥାଏ ଯେ ୧୦୦ କିଲୋ ଓଜନର ଜିନିଷ ଉଠାଇ ଦେବେ।ଏହିପରି କେତୋଟି ଷଣ୍ଢ ରହିଛନ୍ତି ଯିଏ କି ବହୁତ ଶକ୍ତିଶାଳୀ ହୋଇଥାନ୍ତି।
୧ - ବଜେଡାଇଜ ବୁଲ୍ :- ଏହି ଷଣ୍ଢ ଫ୍ରାନ୍ସ ରେ ଦେଖିବାକୁ ମିଳିଥାଏ।ଏମାନେ ଏତେ ଶକ୍ତିଶାଳୀ ଅଟନ୍ତି ଯେ ଏକାଥରେ ଅନେକ ଗାଡ଼ି ଟାଣି ଆଣିବେ।ଫ୍ରାନ୍ସ୍ ରେ ପ୍ରତି ବର୍ଷ ୨୦୦ ରୁ ଅଧିକ କୃଷକ ମାନଙ୍କୁ ଷଣ୍ଢ ମାରି ଦେଇଥାଏ।ଏହି ଷଣ୍ଢ ମାନଙ୍କ ଛୁଆଙ୍କ ଓଜନ ୩୫ ରୁ ୪୨ କେଜି ହୋଇଥାଏ।ଏମାନେ ଗୋଟିଏ ଗୋଡରେ ୧୨ ଘଣ୍ଟା କାମ କରି ପାରିବେ।ସେଠାକାର ଲୋକମାନେ ଷଣ୍ଢ ମାଂସ ଖାଇଥାନ୍ତି।
୨- ବ୍ରହ୍ମା- ଏହି ଷଣ୍ଢ ଆମେରିକା ଓ ହିନ୍ଦୁସ୍ଥାନ ରେ ଦେଖିବାକୁ ମିଳିଥାଏ।ଏମାନଙ୍କ ଓଜନ ୧୦୦୦ କିଲୋ ରୁ ଅଧିକ ହୋଇଯାଇଥାଏ।ଏମାନେ ଏତେ ଶକ୍ତିଶାଳୀ ଅଟନ୍ତି ଯେ କୃଷକ ମାନେ ପୂଜା କରିଥାନ୍ତି।ଆମେରିକାରେ ଚାଷ କାମରେ ମଧ୍ୟ ଏହି ଷଣ୍ଢ ବ୍ୟବହାର କରାଯାଏ।
୩-ଲିମୋଶିନ୍ - ଏହି ଷଣ୍ଢ ମଧ୍ୟ ଫ୍ରାନ୍ସ୍ ରେ ଦେଖିବାକୁ ମିଳିଥାଏ।ଏମାନଙ୍କୁ ଚାଷ କାମରେ ଲଗା ଯାଇଥାଏ। ବଡି ବିଲ୍ଡିଡିଂ ମାମଲାରେ ଏମାନଙ୍କ ଠୁ ଶକ୍ତିଶାଳୀ କେହି ନଥାନ୍ତି।ଏମାନେ ବହୁତ ଶୀଘ୍ର ମଧ୍ୟ ଦୌଡିଥାନ୍ତି।ଫ୍ରାନ୍ସ୍ ରେ ବୁଲ୍ ରେଶ୍ ରେ ମଧ୍ୟ ଏମାନଙ୍କ ନାମ ଦିଆଯାଇଥାଏ।ଏମାନଙ୍କ ଉପରେ କୋଟି କୋଟି ଟଙ୍କା ଲଗା ଯାଇଥାଏ।ଯଦି ଏମାନେ ଜିତି ଯିବେ ତାହେଲେ ତାଙ୍କ ମାଲିକ ରାତାରାତି କୋଟି ପତି ହୋଇ ଯାଇଥାନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.