Movie prime

ବାଟରେ ଆଖୁ ଟ୍ରକ୍ ଦେଖି ଟ୍ରକ୍ ଅଟକାଇଲେ ମା ହାତୀ ଛୁଆ ହାତୀ ଆଉ ତା ପରେ ଡ୍ରାଇଭର ଜଣଙ୍କ କରିଦେଲେ ମନ ଖୁସି ଦେଖନ୍ତୁ କେମିତି Viral Video

 
Viral video
ଆଜିବି ଦୁନିଆ ରେ ମଣିଷ ପଣିଆ ମଜବୁତ୍ ଅଛି। କଥା ରେ ଅଛି ବୁଦ୍ଧି ଠାରୁ ବିଦ୍ୟା ବଡ଼। ବୁଦ୍ଧି ବଳ ରେ ମନୁଷ୍ୟ ବଡ଼ ବଡ଼ ସମସ୍ୟାକୁ ଅତି କମ୍ ସମୟରେ ସମାଧାନ କରିପାରେ। ଏହି ଭିଡିଓ ଟି ଠିକ୍ ସେହି କଥା କହୁଛି। ସୋସିଆଲ ମିଡିଆ ରେ ଏମିତି ଅନେକ କିଛି ଭିଡିଓ ଭାଇରାଲ ହୁଏ। ଯାହାକୁ ଦେଖିଲେ ଆମେ କିଛି ଶିକ୍ଷା ପାଇଥାଉ। 
ଯଦି ବଳ ଆଉ ରାଗ କୁ ଦେଖା ଯାଏ ତେବେ ହାତୀ କୁ ଜଙ୍ଗଲ ର ରାଜା ବୋଲି କୁହା ଯିବା। ହାତୀ କୁ ରାଗ ଲାଗିଲେ ସେହି ସମୟରେ ତାର ସାମ୍ନା କେହି ମଧ୍ୟ କରି ପାରନ୍ତି ନାହିଁ। ହାତୀ ମଣିଷ ପାଇଁ ଗୋଟେ ସାହାଯ୍ୟ କରି ଜୀବ ବୋଲି କୁହାଯାଏ। କିଛି ଦିନ ହେବ ଏକ ହାତୀ ର ଗ୍ୟାଙ୍ଗ ଭିଡିଓ ଭାଇରାଲ ହେବାରେ ଲାଗିଛି। 
ଭାଇରାଲ ହେଇଥିବା ଭିଡିଓ ରେ ଆପଣ ମାନେ ଦେଖି ପାରିବେ। ହାତୀ ଟି ଟ୍ରକ୍ ସାମ୍ନା କୁ ଆସିଛି। ଆଇ ଏଫ୍ ଏସ ଅଧିକାରୀ ବର୍ବିନ୍ କାସ୍ୱେଲ ଏହି ଭିଡିଓ ଟିକୁ ସେୟାର କରିଛନ୍ତି। ହାତୀ କୁ ସାଇଡ କରିବା ପାଇଁ ଟ୍ରକ୍ ଚାଳକ ଯାହା କରୁଛି ତାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ହାତୀ ଆଉ ତାର ଛୁଆ ଟ୍ରକ୍ ସାମ୍ନା ରେ ଛିଡ଼ା ହୋଇଛନ୍ତି। ଜଣେ ବ୍ୟକ୍ତିର ଟ୍ରକ୍ ଉପରକୁ ଚଢ଼ି ଯାଇଛି। 
ବ୍ୟକ୍ତି ଜଣକ ଆଖିରେ ହାତୀ ଆଉ ତାର ଛୁଆ କୁ ମନେଇବାକୁ ଚେଷ୍ଟା କରୁଛି। ସେହି ଆଖି ପାଇଲା ପରେ ସେ ଆଖୁକୁ ଖାଇ ହାତୀ ଏବଂ ତାର ଛୁଆ ସେଠାରୁ ଚାଲି ଯାଇଛନ୍ତି। ଏହି ଭିଡିଓ ଟି ବହୁତ୍ ଲୋକ ଦେଖି ସାରିଲେଣି। ବାସ୍ତବରେ ଏହି ଭିଡ଼ିଓ ଟି ବେଶ୍ ମଜାଦାର ଓ ଶିଖନୀୟ।