Movie prime

ଗୁପଚୁପ ଖାଇଲା ହାତୀ ଦୃଶ୍ୟ ଦେଖିଲେ ଆଶ୍ଚର୍ୟ୍ଯ ହୋଇଯିବେ ଆପଣ ଦେଖନ୍ତୁ ଏହି Viral Video କେମିତି ହାତୀ ଖାଉଛି ଗୁପଚୁପ

 
Viral video
ବର୍ତ୍ତମାନ ଏପରି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ଯିଏ ଦେଖୁଛନ୍ତି ସେମାନେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି। ଭୋକ ଲାଗିଲା ବୋଲି ଗୁପ ଚୁପ୍ ଖାଇବାକୁ ଆସିଲା ହାତୀ।ଦର୍ଶକ ବନ୍ଧୁ ଆପଣମାନଙ୍କୁ ଏହି ଘଟଣା ଟି ଶୁଣିବା ପରେ ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ।କିନ୍ତୁ ବର୍ତ୍ତମାନ ଭିଡିଓ ଟି ଦେଖିବାକୁ ମିଳିଛି ତାହାକୁ ଦେଖିଲେ ଆପଣମାନେ ନିଶ୍ଚୟ ଭାବରେ ବିଶ୍ୱାସ କରିପାରିବେ।ତେବେ ଗୁପ ଚୁପ୍ ଟି ଏମିତି ଏକ ଖାଦ୍ୟ ଯାହାକୁ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି।
ଗୁପ ଚୁପ୍ ଦେଖିବା ମାତ୍ରେ ସମସ୍ତଙ୍କ ପାଟିରୁ ନାଳ ବୋହି ଥାଏ।କିନ୍ତୁ କେବେ କୌଣସି ହାତୀ ଗୁପ ଚୁପ୍ ଖାଉଥିବର ଆପଣମାନେ କେବେ ଦେଖି ନଥିବେ। ଆଉ ଗୁପ ଚୁପ୍ ଖାଇବାକୁ ମଧ୍ୟ ହାତୀ ଦୋକାନୀ ପାଖକୁ ଯିବା ଆପଣମାନେ ତ କେବେ ଦେଖି ନଥିବେ।ଏମିତି ଏକ ଘଟଣା ଆସାମ ର ତେଜ ପୁର ଠାରେ ଘଟିଛି।ଏକ ହାତୀ ଗୁପ ଚୁପ୍ ଖାଉଥିବାର ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।
ଭିଡିଓ ରେ ଦେଖିବାକୁ ମିଳିଛି ଯେ ଗୁପ ଚୁପ୍ ଦୋକାନ ପାଖରେ ବହୁତ ଭିଡ଼ ହୋଇଥିଲା।ପାଖରେ ଥିବା ଲୋକମାନେ ଗୁପ ଚୁପ୍ ଖାଉଥିଲେ।ସେହି ସମୟରେ ହାତୀଟି ଗୁପ ଚୁପ୍ ଦୋକାନ ପାଖକୁ ମାଡ଼ି ଆସିଥିଲା। ହାତୀ କୁ ଦେଖି ଲୋକମାନେ ଭୟଭୀତ ହୋଇ ଯାଇଥିଲେ।କାରଣ ହାତୀ ଲୋକ ମାନଙ୍କ ଉପରେ ଆକ୍ରମଣ କରିଥାଏ।ଏଠାରେ କିନ୍ତୁ ସେମିତି କିଛି ହୋଇ ନାହିଁ।ଓଲଟା ହାତୀଟି ଆସି ଗୁପ ଚୁପ୍ ଖାଉ ଥିବାର ଦେଖିବାକୁ ମିଳିଛି।
ଗୁପ ଚୁପ୍ ଦୋକାନୀ ପାଖକୁ ହାତୀଟି ଯାଇ ଗୁପ ଚୁପ୍ ଖାଇବାକୁ ମାଗୁଛି।ଦୋକାନୀ ଜଣଙ୍କ ଗୋଟିଏ ପରେ ଗୋଟିଏ ଗୁପ ଚୁପ୍ ହାତୀ ଶୁଣ୍ଢରେ ଦେଇ ଚାଲିଛନ୍ତି।ଆଉ ହାତୀ ଏହାକୁ ମନ ଖୁସିରେ ମଧ୍ୟ ଖାଇବାକୁ ଲାଗୁଛି।ଆଉ ସବୁଠାରୁ ଆଶ୍ଚର୍ଯ୍ୟ ର କଥା ହେଉଛି ଯେ ଗୁପ ଚୁପ୍ ର ଟେଷ୍ଟ ଚାଖିବା ପରେ ହାତୀଟି ଦୋକାନୀ କୁ ଆଉ ଖାଇବାକୁ ମଧ୍ୟ ଶୁଣ୍ଢ ଟି ବଢାଉ ଥିବାର ଦେଖିବାକୁ ମିଳିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.