Movie prime

EPFO ପେନସନ ଧାରୀ ଙ୍କ ପାଇଁ ଆସିଲା ବଡ ଖୁସି ଖବର ଦେଖନ୍ତୁ କଣ ଆସିଲା ନୂଆ Update

 
Viral news
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ନ୍ୟୁଜ ଦେଖୁଥିବେ । ଆଉ ଅନେକ ପ୍ରକାରର ଘଟଣା ଉପରେ ନଜର ପକାଉ ଥିବେ ।
ଅନେକ ଜିନିଷ ବିଷୟରେ ଜାଣୁଥିବେ । ଏବେ ଏବେ EPFO କୁ ନେଇ ଆସିଛି ବଡ ଖବର । ଯାହା ସମସ୍ତ EPFO ମେମ୍ବର ଜାଣିବା ଉଚିତ୍ । ଆଉ ଏହି ଖବର ଜାଣିବା ଦ୍ବାରା ଲୋକମାନଙ୍କର ବହୁତ ଉପକାର ମଧ୍ୟ ହୋଇଥାଏ ।
ଆସିଛି EPFO ପେନସନଧାରୀଙ୍କ ପାଇଁ ଖୁସି ଖବର । ସମସ୍ତ EPFO ଧାରୀଙ୍କୁ ଗୋଟିଏ ଦିନରେ ପେନସନ ମିଳିବ । ପେନସନଧାରୀଙ୍କୁ ଜମା ରାଶି ପାଇବାକୁ ଆଉ ଅପେକ୍ଷା କରିବାକୁ ପଡ଼ିବ ନାହିଁ ।
ଏହି ସୁବିଧା ପାଇଁ କେନ୍ଦ୍ର ସରକାର ଏକ ନିୟମ ଆରମ୍ଭ କରିବେ । ଆଉ ପେନସନଧାରିଙ୍କ ସୁବିଧା ପାଇଁ ନିଷ୍ପତ୍ତି ଜାରି ହେବ । ଏହି ନିୟମ ବା ଏହି ବ୍ୟବସ୍ଥା ହେଲେ ଦେଶର ୭୩ ଲକ୍ଷ ପେନସନଧାରୀ ଲାଭବାନ ହେବେ ।
ଏକାଥରକେ ଗୋଟିଏ ଦିନରେ ସମସ୍ତେ ଲାଭ ପାଇବେ । ଅଲଗା ଅଲଗା ତାରିଖରେ ପେନସନଧାରୀ ମାନେ ପେନସନ ପାଇଥାନ୍ତି । ଆଉ ସିବିଟି ବୈଠକରେ ଏହାର ନିଷ୍ପତ୍ତି ନିଆଯିବ ।
ଆଉ ଲୋକମାନେ ଏହାର ଲାଭ ପାଇବେ । ଏହି ପ୍ରସ୍ତାବ ଦିଆଯିବ ଏହି ଶିବିଟି ବୈଠକରେ । ଯଦି ଜଣେ କର୍ମଚାରୀ ଚାହିଁବେ ତାଙ୍କ ଜମା ଟଙ୍କା ଉଠାଇପାରିବେ । ଏହାର ସମସ୍ତ ତଥ୍ୟ କେନ୍ଦ୍ରୀୟ ଡାଟାବେସରେ ରହିବ । 
ସୂଚନା ମିଳିଛି କି EPFO ୨୦୨୧-୨୨ ପାଇଁ ସୁଧ ହାର ୮.୧ ପ୍ରତିଶତ ସ୍ଥିର କରିଛି । ଏହା ଆଗରୁ ବହୁତ କମ୍ ଥିଲା । ସେଥିପାଇଁ ଏହା ବହୁତ କମ୍ ଥିଲା ଆଉ ଲୋକମାନେ କମ୍ ସୁଧ ହାର ପାଉଥିଲେ ।
ଆଉ ଏବେ ଏହା ବଢିବା ଦ୍ଵାରା ଲୋକମାନେ ବହୁତ ଉପକୃତ ହେବେ । ଆଉ ଚାକିରି ସରିବା ପରେ ମଧ୍ୟ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ଲୋକମାନେ । ଆଉ ଅନେକ ତଥ୍ୟ ଜାଣିବା ପାଇଁ ଏହି ଭିଡ଼ିଓକୁ ସମ୍ପୂର୍ଣ୍ଣ ଦେଖନ୍ତୁ ।