Movie prime

୪ ପଟରେ ମୃ-ତ୍ୟୁ କରିଛି ଅପେକ୍ଷା ମଝି ରାସ୍ତାରେ ଭୟଙ୍କର ଜଳ ରାଶି ଉପରେ ଗାଡ଼ି ଦେଖନ୍ତୁ କଣ ହେଲା ଆଗକୁ ଛାତିଥରା ଦୃଶ୍ୟ

 
Special Report
ନମସ୍କାର ପାଠକ ବନ୍ଧୁ ଗଣ। ବନ୍ଧୁ ଗଣ ଆଜି ଆପଣ ମାନେ ଏମିତି ଏକ ଦୃଶ୍ୟ ଦେଖିବେ ଯାହାକୁ ଦେଖିଲେ ଆପଣଙ୍କୁ ବହୁତ ଦୁଃଖ ଲାଗିବା ସହିତ ଆପଣ ଙ୍କୁ ବହୁତ ଆଶ୍ଚର୍ଯ୍ୟ ମଧ୍ୟ ଲାଗିବ। ଏହି ଦୃଶ୍ୟ ରେ ଆପଣ ଚାରି ଆଡେ ପାଣି ହିଁ ପାଣି ଦେଖିବେ ପାଣି ଚାରି ଆଡୁ ମେଲାଇ ଧରି ରହିଛି।
ଏହି ଚାରି ଆଡୁ ପାଣି ଥିବା ଦୃଶ୍ୟ ର ଭିଡ଼ିଓ ଟି ତେଲେଙ୍ଗାନା ରାଜ୍ୟ ରୁ ଆସିଛି। ଯେଉଁ ଠାରେ କି ଚାରି ପାର୍ଶ୍ୱ ରୁ ଜଳ ମଗ୍ନ ହୋଇ ଘେରି ରହିଥିବା ଅବସ୍ଥା ରେ । ଆଉ ଏହି ପାଣି ଭିତରେ ଘେରି ରହିଥିବା ଅବସ୍ଥା ରେ ଜଣେ ବ୍ୟକ୍ତି ଫସି ରହି ଯାଇଛି।
ସେହି ଚାରି ପାର୍ଶ୍ଵ ରେ ଜଳ ମଗ୍ନ ରେ ଫସି ରହି ଥିବା ବ୍ୟକ୍ତି ଜଣକ ସେଠୁ ତାକୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି ଓ ସେ ମଧ୍ୟ ନିଜ କୁ ନିଜେ ରକ୍ଷା କରିବା ପାଇଁ ବହୁତ ଉଦ୍ୟମ କରୁଛି। ସେ ବାରମ୍ବାର ଚେଷ୍ଟା ଜାରି କରି ବିଫଳ ହେଇ ଯାଉଛି କିନ୍ତୁ ପୁଣି ଉଦ୍ୟମ କରୁଛି।
ଏହି ଖତର ନାକ ଦୃଶ୍ୟ କୁ ଦେଖିଲେ ବହୁତ ଡର ଲାଗୁଛି। ଏହା ମଧ୍ୟ ରେ ଫସି ରହିଥିବା ବ୍ୟକ୍ତି ଜଣକ ବୁହ ବାର ସେଠାରୁ ବାହାରିବା ପାଇଁ ଉଦ୍ୟମ କରୁଛି। ବର୍ତ୍ତମାନ ଏହି ଭିଡ଼ିଓ ଟି ସୋସିଆଲ ମିଡିଆରେ ବହୁ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି।