Movie prime
ଏହି ଭଳି ଝିଅଙ୍କୁ ଠିକ୍ ହେଇଛି ମୁଁହ ଖୋଲିଲେ ଯୁବତୀ ଦେଖନ୍ତୁ କହ କହିଲେ ସିଧା ସଳଖ ପ୍ରକୃତି ମିଶ୍ରଙ୍କୁ ଯୁବତୀ
 
Viral News

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଘଟଣା ଦେଖିଥିବେ ।

ଆଉ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଘଟଣା ବିଷୟରେ ମଧ୍ୟ ଜାଣୁଥିବେ। ଆଉ ଏହି ଘଟଣାଟି ହେଉଛି ଓଲିଉଡକୁ ନେଇ । ଓଲିଉଡର ଜଣେ ଜଣାଶୁଣା ଅଭିନେତା ବାବୁଶାନ୍ ମହାନ୍ତିଙ୍କୁ ଆପଣମାନେ ତ ଜାଣିଥିବେ । 

ଆଉ ଏହାସହ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ମଧ୍ୟ ଜାଣିଥିବେ । ସେ ନିଜ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ଜାଗା ତିଆରି କରିଛନ୍ତି । ଆଉ ସେ ଦୁହେଁ ବହୁତ ଭଲ ଅଭିନୟ କରନ୍ତି । ଆଉ ଏବେ ସୋସିଆଲ ମିଡିଆରେ ତାଙ୍କ ଖବରକୁ ନେଇ ସେନବେ ଦୁଇଜଣ ବହୁତ ଚର୍ଚ୍ଚାରେ ଅଛନ୍ତି । 
ଅଭିନେତ୍ରୀ ପ୍ରକୃତି ମିଶ୍ର ଆଉ ଅଭିନେତା ବାବୁଶାନ୍ ମହାନ୍ତିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଅଛି । ଆଉ ଦୁହେଁ ଏକାଠି ବୁଲୁଥିବାର ତାଙ୍କ ସ୍ତ୍ରୀ ଦେଖିଲେ । ଆଉ ଦେଖିବା ପରେ ତାଙ୍କୁ ବାବୁଶାନଙ୍କ ସ୍ତ୍ରୀ ବାବୁଶାନଙ୍କୁ ବାଡେଇ ଥିଲେ ।
ଆଉ ଏହି ସମ୍ପର୍କରେ ଜଣେ ଯୁବତୀ ସୋସିଆଲ ମିଡିଆରେ କହିଛନ୍ତି, ତୃପ୍ତି ଯାହା କରିଛନ୍ତି ଠିକ୍ କରିଛନ୍ତି । ଆଉ ଏସବୁ କରିବା ଉଚିତ୍ । ପ୍ରକୃତି ମିଶ୍ର ତାଙ୍କର ନାଁ ଅଛି ତାଙ୍କର ପରିବାରର ନାଁ ଅଛି ଆଉ ସେ ଏଭଳି ସବୁ କାମ କରୁଛନ୍ତି । 
ଏଭଳି ଝିଅଙ୍କୁ ବାଡେଇବା କଥା । ବାବୁଶାନ୍ ଅଭଦ୍ର ଆଉ ପ୍ରକୃତି ମିଶ୍ର ଅଭଦ୍ରାଣି । ଆଉ ମୁଁ ଭାବିଥିଲି କି ଏହି କେସ ପରେ ପ୍ରକୃତି ମିଶ୍ରଙ୍କ ବାପା ମା ତାକୁ ତଣ୍ଟି ଚିପି ମାରିଦେବେ । କିନ୍ତୁ ଓଲଟା ଆଶିକି କେସ ଦେଲେ । ଆଉ ଏସବୁ କରିବାକୁ ତାଙ୍କୁ ଲାଜ ଲାଗୁନି
। ଛି ଛି ଆଉ ପ୍ରକୃତି ମିଶ୍ର ଏଭଳି ଫଟୋ ସବୁ ସୋସିଆଲ ମିଡିଆରେ ପୋଷ୍ଟ କରୁଛି ଯାହାକୁ ଦେଖିଲେ ଖରାପ ଲାଗିବ । ଆଉ ତୃପ୍ତି ସବୁ ଠିକ୍ କରିଛନ୍ତି ।