Movie prime

ଗାଳି ନେଇଗଲା ଝିଅ ଜୀବନ ଶେଷରେ ଏମିତି କାମ କରିଦେଲା ଝିଅ

 
Viral news
ଆଜିକାଲି ଦୁନିଆରେ ଅନେକ ଘଟଣା ଘଟୁଥିବାର ଦେଖିବାକୁ ମିଳୁଛି। କେତେବେଳେ କିଏ ଆ-ତ୍ମ-ହ-ତ୍ୟା କରି ଦେଉଛନ୍ତି,ଆଉ କାହାକୁ ଅପହରଣ କରି ଦେଉଛନ୍ତି,ଆଉ କାହାକୁ ହ-ତ୍ୟା ମଧ୍ୟ କରି ଦେଉଛନ୍ତି।
କେତେବେଳେ କଣ ଘଟି ଯାଉଛି ତାହା କେହି ଜାଣି ପାରୁ ନାହାଁନ୍ତି।ବର୍ତ୍ତମାନ ଜଣେ ଯୁବତୀ ଆ-ତ୍ମ-ହ-ତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ଯାହାକି ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।
ମୃ-ତ ଯୁବତୀଙ୍କ ଭାଇ ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ତାଙ୍କ ବୋଉ ଭଉଣୀ ଙ୍କୁ ବହୁତ ଗାଳି ଦେଇଥାନ୍ତି।ଯୁବତୀ ଜଣଙ୍କ ସିଲେଇ କରିବାକୁ ଯାଇଥାନ୍ତି।
କାମରେ ବେଳେବେଳେ ବିଳମ୍ବ ହୋଇ ଯାଇଥାଏ।ସେଥିପାଇଁ ଯୁବତୀ ଙ୍କୁ ତାଙ୍କ ମା ବହୁତ ଗାଳି ଦେଇଥାନ୍ତି।ଦୁଇ ଦିନ ତଳେ ଯୁବତୀ ଜଣଙ୍କ କାମ ରୁ ବିଳମ୍ବ ରେ ଆସିବାରୁ ତାଙ୍କ ବୋଉ ବହୁତ କଟୁ କଥା କହିଥିଲେ।ଆଜି ସକାଳେ ମଧ୍ୟ ଯୁବତୀ ଜଣଙ୍କ ବିଳମ୍ବ ଯାଏଁ ସୋଇଥିଲେ ବୋଲି ଗାଳି କରିଥିଲେ।
ଏହାପରେ ଯୁବତୀ ଜଣଙ୍କ ରୋଷେଇ କରିଲେ।ଯୁବତୀଙ୍କ ଭାଇ କାମକୁ ଚାଲି ଯାଇଥିଲେ।ତାଙ୍କ ବୋଉ ମଧ୍ୟ କାମ କରିବାକୁ ଚାଲି ଯାଇଥିଲେ।ଏହାପରେ ସମସ୍ତେ ଘରକୁ ଫେରିଲେ।
କିନ୍ତୁ ଘରେ ଆସି ଦେଖିଲା ବେଳକୁ ଯୁବତୀ ଜଣଙ୍କ କବାଟ ରେ ଓଢଣୀ ଲଗାଇ ଆ-ତ୍ମ-ହ-ତ୍ୟା କରିଛନ୍ତି।ଯୁବତୀ ଙ୍କ ଭାଇ କହିଛନ୍ତି ଯେ ତାଙ୍କ ବୋଉ ଗାଳି ଦେଇଥିବାରୁ ତାଙ୍କ ଭଉଣୀ ଏଭଳି କରିଛନ୍ତି।କାରଣ ତାଙ୍କ ବୋଉ ସବୁବେଳେ ଝଗଡ଼ା କରିଥାନ୍ତି।
ଯୁବତୀ ଜଣଙ୍କ ଯଦି ଦୋକାନ ଯାଇ ବିଳମ୍ବ ରେ ଆସିବେ ତାଙ୍କ ମା ମଧ୍ୟ ଗାଳି ଦିଅନ୍ତି। ଯୁବତୀଙ୍କ ଆ-ତ୍ମ-ହ-ତ୍ୟା ର କାରଣ ହେଉଛି ତାଙ୍କ ମା।ଯୁବତୀ ଙ୍କ ଆଖି ତାଙ୍କ ଭାଇ ଡୋନେଟ୍ କରିଛନ୍ତି।
ସେ କହିଛନ୍ତି ଯେ ତାଙ୍କ ଭଉଣୀ ତ ଚାଲିଗଲା। ସେ ତ ଆଉ କିଛି ଦେଖି ପାରିବ ନାହିଁ। ତେଣୁ ତାଙ୍କ ଭଉଣୀ ର ଆଖିରେ ଆଉ କେଉଁ ଲୋକ ଦେଖିବେ।ସେଥିପାଇଁ ମୃ-ତ ଯୁବତୀଙ୍କ ଆଖି ତାଙ୍କ ଭାଇ ଡୋନେଟ୍ କରି ଦେଇଛନ୍ତି।