Movie prime

ଗାଁ ଲୋକଙ୍କ ଦୃଢ଼ଇଛା ଶକ୍ତି ଆଗରେ ହାର ମାନିଲା ପ୍ରଶାସନ ନିଜେ ଚାନ୍ଦା ଆଦାୟ କରି ତିଆରି କରିଦେଲେ ଏହି ସୁନ୍ଦର ବାଉଁଶ ପୋଲ ଦେଖନ୍ତୁ Exclusive Visual

 
Viral video
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ ।
ଆଉ ଆଜିକାର ଯୁଗରେ ରାଜନେତା ମାନେ କଣ ଯେ କରୁଛନ୍ତି ତାହା ତାଙ୍କୁ ହିଁ ଜଣା । ଦେଶର ଉନ୍ନତି ହେଉଛି ବୋଲି କହୁଥିଲେ ବି ଏମିତି କିଛି ଜାଗା ଅଛି ଯାହା ଆଜି ପର୍ଯ୍ୟନ୍ତ ଶୋଚନୀୟ ନୁହେଁ । ଆଉ ସରକାର ମଧ୍ୟ ସେ ଯାଏଁ ପହଞ୍ଚି ପାରୁନାହାଁନ୍ତି ।
ଆଉ ଏମିତି କିଛି ସ୍ଥାନ ମଧ୍ୟ ଅଛି ଯାହା ବହୁତ ଖରାପ ଅଛି । ସରକାର କିଛି ବୁଝୁ ନାହାଁନ୍ତି କି ଶୁଣୁ ନାହାଁନ୍ତି । ଏଇଟା କଣ ଆମ ଦେଶର ଆଇନ୍ ।
ଆମ ଦେଶରେ ସବୁ ଆଡ଼େ ସମାନ ସୁବିଧା ପହଞ୍ଚି ପାରୁନାହିଁ କାହିଁକି ? ଯେତେବେଳେ ପ୍ରଶାସନ କୌଣସି ସ୍ଥାନରେ ପହଞ୍ଚି ପାରେନାହିଁ ସେଠାକାର ଲୋକମାନେ ବାଧ୍ୟ ହୋଇ ସେହି ଏରିଆରେ ହେଉଥିବା ଅସୁବିଧାକୁ ଦୂର କରିଥାନ୍ତି । 
ଏମିତି କିଛି ଘଟଣା ଘଟିଛି ରାୟଗଡ଼ା ସହରରେ । ଏହି ଅଞ୍ଚଳର ଏକ ଗାଁରେ ଲୋକମାନେ ଯିବା ଆସିବା ପାଇଁ ଏକ ପୋଲ ଥିଲା ଯାହା ଭାଙ୍ଗି ଯାଇଥିଲା । ଆଉ ପ୍ରଶାସନ ଏହାକୁ ଠିକ୍ କରିଲା ନାହିଁ
ଆଉ ତାପରେ ଗାଁ ଲୋକମାନେ ଏକାଠି ହୋଇ ବାଉଁଶ ସାହାଯ୍ୟରେ ଏହି ପୋଲକୁ ନିର୍ମାଣ କରିଥିଲେ । ଗ୍ରାମବାସୀ ଚାନ୍ଦା କଲେକ୍ଟ କରି ବାଉଁଶରେ ପୋଲ ତିଆରି କରିଲେ ।
କାରଣ ସେହି ନାଳ ପାର ହେବାର ୩ କିଲୋମିଟର ପରେ ଚାଉଳ କେନ୍ଦ୍ର, ପରିବା ମାର୍କେଟ, ସ୍କୁଲ, ଡାକ୍ତରଖାନା ଆଦି ଅତ୍ୟାବ୍ୟକୀୟ ସ୍ଥାନ ରହିଛି । ଆଉ ଏହି ଗାଁରେ ଅଙ୍ଗନୱାଡ଼ି କେନ୍ଦ୍ର ନାହିଁ । ଆଉ ଏହି ଗାଁରେ ବିଦ୍ୟୁତ୍ ମଧ୍ୟ ନାହିଁ ।
ଏମିତି ସବୁ ଅସୁବିଧା ଦେଖାଯାଉଛି ରାୟଗଡାର କାଶୀପୁର ବ୍ଲକ୍ ଡଙ୍ଗାଶିରା ପଞ୍ଚାୟତର ବେଲଗଛତୁଣ୍ଡା ଗ୍ରାମରେ । ଲୋକମାନେ ବହୁତ ଅସୁବିଧାର ଭୋଗି ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ଆଉ ପ୍ରଶାସନ କେବେ ସେଠାରେ ପହଞ୍ଚିବ ତାହା ହିଁ ଅପେକ୍ଷା ?