Movie prime

ହ-ତ୍ୟା କରିବା ପାଇଁ 4 ଲକ୍ଷ ଟଙ୍କାର ବନ୍ଧୁକ କିଣିଥିଲା ଗାଙ୍ଗଷ୍ଟାର Lawrence bishnoi ରଚିଥିଲା ସାଙ୍ଘାତିକ ଷଡଯନ୍ତ୍ର

 
Viral news
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ହିନ୍ଦୀ ଫିଲ୍ମ ତ ଦେଖିଥିବେ । ଆଉ ବଲିଉଡର ସୁପରଷ୍ଟାର ସଲମାନ୍ ଖାନଙ୍କୁ କିଏ ବା ନଜଣିଛି । ସେ ବହୁତ ସୁନ୍ଦର ଅଭିନୟ କରନ୍ତି ।
ତାଙ୍କ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ସେ ଏକ ସ୍ଵତନ୍ତ୍ର ଜାଗା ତିଆରି କରି ପାରିଛନ୍ତି । ବଲିଉଡ ଷ୍ଟାର ସଲମାନ୍ ଖାନଙ୍କର ଅଭିନୟ ଆଉ ତାଙ୍କ ଷ୍ଟାଇଲ ଦେଖି ଲୋକମାନେ ଫିଦା ହୋଇଯାଆନ୍ତି । ତାଙ୍କ ଫିଲ୍ମ୍ ବ୍ଲକବ୍ଲାଷ୍ଟର ହିଟ୍ ହୋଇଥାଏ ।
ଏବେ ନିକଟରେ ଆପଣମାନେ ସମସ୍ତେ ସଲମାନ୍ ଖାନଙ୍କୁ ନେଇ ଆସିଥିବା ଖବର ବିଷୟରେ ଜାଣିଥିବେ । ତାଙ୍କୁ ହ-ତ୍ୟା କରାଯିବ ବୋଲି ଜଣେ ଗ୍ୟାଙ୍ଗଷ୍ଟାର ଉଦ୍ୟମ କରୁଥିଲା ।
ଆଉ ଏବେ ଏହି ଭିଡିଓ ମାଧ୍ୟମରେ ସେନେଇ ଅନେକ କିଛି ତଥ୍ୟ ଅଛି ଆଉ ଆମେ ୟାକୁ ଜାଣିବା । ବଲିଉଡର ଦବଙ୍ଗଖାନ୍ ସଲମାନଙ୍କୁ ହ-ତ୍ୟା କରିବା ପାଇଁ କିଣା ସରିଥିଲା ବନ୍ଧୁକ ।
ଆଉ ଏହି ବନ୍ଧୁକର ମୂଲ୍ୟ ୪ ଲକ୍ଷ ଟଙ୍କା । ଏବେ ସମସ୍ତଙ୍କ ପାଖକୁ ଆସିଛି ଏହି ଖବର । ପୋଲିସ ଆଗରେ ମୁହଁ ଖୋଲିଛି ସଲମାନଙ୍କୁ ମାରିବାକୁ ଆସୁଥିବା ଗ୍ୟାଙ୍ଗଷ୍ଟାର ଲୋରେନ୍ସ ।
୨୦୧୮ ମସିହାରେ ଲରେନ୍ସ ସଲମାନଙ୍କୁ ମାରିବାକୁ ଆସିଥିଲା । ଆଉ ସେନେଇ ସେ ଏହି ବନ୍ଧୁକ କିଣିଥିଲା । ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁଥୁଆଲାଙ୍କୁ ହ-ତ୍ୟା କରିଛି ଏହି ଗ୍ୟାଙ୍ଗଷ୍ଟାର ଲରେନ୍ସ । ଆଉ ସେହି ଅଭିଯୋଗରେ ଏବେ ସେ ଜେଲରେ ଅଛି ।
ତାକୁ ପୂର୍ବରୁ ଦିଲ୍ଲୀ ପୋଲିସ ଜେରା କରିଥିଲା । ଲରେନ୍ସ କାହିଁକି ହ-ତ୍ୟା କରିବାକୁ ଚାହୁଁଛି ଲରେନ୍ସ ସେ ତାହା କହିଥିଲା । ସେ କହିଥିଲା ସଲମାନ୍ କଳା ହରିଣ ଶିକାର କରିଥିଲେ ଆଉ ସେହି ବୈଷ୍ଣବ ପ୍ରଜାତିର ଲୋକମାନେ କଳା ହରିଣକୁ ବହୁତ ଭଲପାଆନ୍ତି ।
ଆଉ ସେଥିପାଇଁ ଏହି କଳା ହରିଣକୁ ସଲମାନ୍ ଶିକାର କରିବା ଜାଣି ଲରେନ୍ସ ରାଗିଯାଇ ତାଙ୍କୁ ହ-ତ୍ୟା କରିବାକୁ ଉଦ୍ୟମ କରିଛନ୍ତି ।ଆଉ ସେଥିପାଇଁ ସେ ବନ୍ଧୁକ ମଧ୍ୟ କିଣିଥିଲେ ।