Movie prime

ଗାଁ ଦାଣ୍ଡରେ ବୁଲୁଛି ଜଙ୍ଗଲି ଭାଲୁ ଦେଖନ୍ତୁ ଏହି ଦୃଶ୍ୟ କେମିତି ଲୋକମାନଙ୍କ ପାଖରେ ବୁଲୁଛି ଭାଲୁ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଆପଣମାନେ ଅନେକ ଅଞ୍ଚଳର ଖବର ଜାଣି ପାରୁଥିବେ ।
ସୋସିଆଲ ମିଡ଼ିଆ ଦ୍ଵାରା ସବୁ ଅଞ୍ଚଳର ଅର୍ଥାତ୍ ସବୁ ଦେଶର, ବିଦେଶର, ସବୁ ସ୍ଥାନର ଖବର ବିଷୟରେ ଆପଣମାନେ ଜାଣିପାରିବେ ।
ଆପଣମାନେ ସମସ୍ତେ ତ ବନ୍ୟ ପ୍ରାଣୀମାନଙ୍କୁ ନେଇ ଅନେକ ଖବର ଜାଣି ପାରୁଥିବେ । ଏବେ ସାରା ଦେଶରେ ଜଙ୍ଗଲ କାଟ ହେଉଛି ।
ଲୋକମାନଙ୍କ ସଂଖ୍ୟା ଏତେ ପରିମାଣରେ ବଢି ଗଲାଣି ଯେ ସେମାନେ ରହିବାକୁ ଯେତିକି ଜାଗା ଥିଲା ତାହା ବହୁତ କମ୍ । ସେଥିପାଇଁ ଲୋକମାନେ ଜଙ୍ଗଲ କାଟି ଘରଦ୍ୱାର କରୁଛନ୍ତି ।
ଆଉ ଲୋକମାନେ ଜଙ୍ଗଲ କାଟି ଘରଦ୍ୱାର କରି ଅନେକ କଳକାରଖାନା କରୁଛନ୍ତି ।ଆଜିକା ଦୁନିଆରେ ଲୋକମାନେ ଜଙ୍ଗଲ କାଟି ଅନେକ ପ୍ରକାରର ଜିନିଷ କରୁଛନ୍ତି ।
ଲୋକମାନେ ଭଲରେ ରହିବା ପାଇଁ ଜଙ୍ଗଲ କାଟି ଦେଉଛନ୍ତି । ଯାହାଫଳରେ ଲୋକମାନେ ବହୁତ ହଇରାଣ ହେଉଛନ୍ତି । ଆପଣମାନେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଖବର ଦେଖିଥିବେ ।
ସୋସିଆଲ ମିଡିଆରେ ଏବେ ଅନେକ ଖବର ଏମିତି ଆସୁଛି ଯାହା ଶୁଣିଲେ ଆପଣଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ ଲାଗିବ । ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେଉଛି ଯାହା ଜାଣିପାରିବେ ।
ସୋସିଆଲ ମିଡିଆରେ ଏହି ଭିଡିଓ ଦେଖିଲେ ଲୋକମାନଙ୍କୁ ଭୟ ଲାଗିବ । ଏବେ ଏହି ଭିଡିଓରେ ଦେଖିବାକୁ ମିଳୁଛି କି ଗାଁ ଭିତରେ ଜଙ୍ଗଲର ପଶୁ ଆସି ବୁଲୁଛନ୍ତି । ଆଉ ଏହି ପଶୁକୁ ଦେଖିଲେ ଯେ କେହିବି ଭୟ କରିବ ।
ଏହି ସୋସିଆଲ ମିଡିଆରେ ଗାଁରେ ଜଙ୍ଗଲି ଭାଲୁ ଆସି ବୁଲୁଥିବାର ଦେଖିବାକୁ ମିଳିଛି । ଏହି ଜଙ୍ଗଲି ଭାଲୁ ଜଙ୍ଗଲ ନଥିବାରୁ ଖାଦ୍ୟ ପାଇନାହିଁ । ଆଉ ସେଥିପାଇଁ ସେ ଏହି ଗାଁକୁ ଖାଦ୍ୟ ପାଇଁ ଆସିଛି ।
ଏହି ଭାଲୁ ଗାଁରେ ବୁଲୁଛି ଯାହାକୁ ଦେଖି ଲୋକମାନେ ଭୟଭୀତ ହେଉଛନ୍ତି । ଏହି ଖବର ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି ।
ଆଉ ଏହି ଖବର ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଘଟଣାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ।