Movie prime

ଭାଗ୍ୟ ସାଥ ଦିଏ ତ ଠିକ୍ ଏମିତି ଘର ବିକିବା ଆଗରୁ ଖୋଲିଲା ଲଟେରୀ ମିଳିଗଲା 1 କୋଟି ଟଙ୍କା ଦେଖନ୍ତୁ ଏହି ଚାଞ୍ଚଲ୍ୟ କର ଘଟଣା

 
Viral news
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଘଟଣା ବିଷୟରେ ସୂଚନା ପାଉଥିବେ । ଆଉ ଆପଣମାନେ ଭାଗ୍ୟକୁ ବିଶ୍ବାସ କରନ୍ତି କି ?
ଆଉ ଆପଣଙ୍କ ଭାଗ୍ୟ ଯଦି ଆପଣଙ୍କୁ ସାଥ ଦେବ ନା ଆପଣ ଜୀବନରେ ବହୁତ ଉନ୍ନତି କରିବେ । ଆଉ ଏମିତି କିଛି ଆପଣଙ୍କ ଲକ୍ ବା ଭାଗ୍ୟରେ ଥାଏ ଯାହା ଆପଣ କେବେ ଭାବୁନଥିବେ । ଆଉ ଏମିତି ଅନେକ ଜିନିଷ ମଧ୍ୟ ଆପଣଙ୍କ ଭାଗ୍ୟରୁ ଆପଣଙ୍କୁ ମିଳିଯାଏ । 
ଆଉ ଏମିତି ଏକ ଘଟଣା ବା ଚମତ୍କାର ଘଟିଛି କେରଳ ରାଜ୍ୟରେ । ସେହି ରାଜ୍ୟର ଜଣେ ବ୍ୟକ୍ତି ବହୁତ କରଜ କରିଥିଲେ । ଆଉ ସେ ଶେଷରେ ନିଜ ଘର ବିକ୍ରି କରିବାକୁ ମଧ୍ୟ ପ୍ରସ୍ତୁତ ହୋଇଗଲେ । ଆଉ ତାଙ୍କୁ ଏକ କୋଟି ଟଙ୍କା ଲଟେରି ମିଳିଲା ।
ଆଉ ଏହି ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କେରଳ ବାସିନ୍ଦା ମହମ୍ମଦ ବାଭା ନାମକ ବ୍ୟକ୍ତି ଆଉ ତାଙ୍କ ପରିବାରରେ ତାଙ୍କ ସ୍ତ୍ରୀ, ଆଉ ଦୁଇ ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି ।
ପିଲାମାନଙ୍କର ପାଠପଢ଼ା ଆଉ ଦୁଇ ଝିଅଙ୍କ ବିବାହ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା କରଜ କରିଥିଲେ । ଆଉ ସେ ବନ୍ଧୁ ଆଉ ଏମିତି କିଛି ଲୋକଙ୍କ ଠାରୁ ଅନେକ ଟଙ୍କା ଧାର ଆଣିଥିଲେ । ଆଉ ସେ ବ୍ୟାଙ୍କରୁ ମଧ୍ୟ ଲୋନ ଆଣିଥିଲେ ।
ଆଉ ସେ ଟଙ୍କା ଶୁଝି ପାରିନଥିଲେ । ଆଉ ଶେଷରେ ସେ ଘର ବିକିବା ପାଇଁ ପ୍ରସ୍ତୁତ ହେଲା । ଆଉ ଘର ୪୦ ଲକ୍ଷ ଟଙ୍କାରେ ବିକ୍ରି ହେବ ବୋଲି ମଧ୍ୟ ଫାଇନାଲ ହୋଇଗଲା । ମୁଣ୍ଡ ଉପରୁ ତାଙ୍କର ଛାତ ଉଠିଯିବ ବୋଲି ତାଙ୍କ ସ୍ତ୍ରୀ ଆଉ ସେ ବହୁତ ଚିନ୍ତାରେ ଥିଲା । 
ଆଉ ସେ ବଜାର ଯାଇଥିଲେ । ଆଉ ସେଠାରେ ଏକ ଲଟେରୀ କିଣିଥିଲେ । ଆଉ ସେ ଆଗରୁ ମଧ୍ୟ ଲଟେରୀ ଉଠାନ୍ତି । ଦୁଇ ମାସ ଚାରି ମାସରେ ସେ ଲଟେରୀ ଟିକେଟ କିଣି ଥାଆନ୍ତି ।
ଆଉ ସେ ଘର ବିକ୍ରି କରିବା ପାଇଁ ଯେଉଁଦିନ ଲୋକମାନେ ଆସିଥାନ୍ତେ ପଇସା ଦେବାକୁ ସେହିଦିନ ତାଙ୍କର ଜ୍ୟାକପଟ ଲାଗିଥିଲା । ଆଉ ସେ ୧ କୋଟି ଟଙ୍କା ଏହି ଲଟେରୀରୁ ପାଇଥିଲେ ।
ଆଉ ତାଙ୍କୁ ଏହି ଟଙ୍କା କଟି ଯାଇ ୬୩ ଲକ୍ଷ ଟଙ୍କା ମିଳିଥିଲା ଆଉ ତାପରେ ଆଜି ସେ ସମସ୍ତଙ୍କର କରଜ ସୁଝି ବେଶ୍ ଖୁସିରେ ଅଛନ୍ତି । ଆଉ ସେମାନେ ଭଗବାନଙ୍କୁ ଧନ୍ୟବାଦ୍ ଦେଉଛନ୍ତି ।