Movie prime

ରାସ୍ତା ଉପରେ ହଠାତ୍ ଜଳି ଉଠିଲା ବୁଲେଟ ଆଉ ତା ପରେ ହୋଇଗଲା ଏମିତି ଦେଖନ୍ତୁ Exclusive

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ପ୍ରାୟ ସମୟରେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭାଇରାଲ୍ ଭିଡିଓ ମାନ ଦେଖିବାକୁ ପାଇଥିବେ। ସୋସିଆଲ ମିଡିଆ ପାଇଁ ପ୍ରତ୍ୟେକ ଦିନ ମଧ୍ୟ ନୁଆ ନୁଆ ତଥ୍ଯ ସାମ୍ନାକୁ ଆସିବାରେ ଲାଗିଛି।
ଏଭଳି ଆଶ୍ଚର୍ଯ୍ୟ ଜନକ ତଥ୍ୟ ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି ଯାହାକୁ କି ଆପଣ ମାନେ ବିଶ୍ବାସ ମଧ୍ୟ କରି ପାରିବେ ନାହିଁ। ଆମେ ଏବେ ଆପଣଙ୍କୁ ସେଭଳି ଏକ ଦୃଶ୍ୟ ଦେଖାଇବାକୁ ଯାଉଛୁ।
ଆଜ୍ଞା ହଁ ଦେଖନ୍ତୁ ଏହି ଦୃଶ୍ୟ କୁ ଭଲ ଭାବରେ କିଭଳି ଏକ ବାଇକ୍ ଜଳି ଯାଉଥିବାର ଦେଖା ଯାଉଛି। ତେବେ ଆପଣ ମାନେ ଭାବୁଥିବେ କି ବୋଧ ହୁଏ କିଏ ନିଆ ଲଗାଇ ଦେଇ ଥାଇ ପାରେ
କିମ୍ବା ଗାଡ଼ି ଟି ଏକ୍ସିଡେଣ୍ଟ ଦ୍ବାରା ଏଭଳି ଭାବରେ ଜଳିବାରେ ଲାଗିଛି। ହେଲେ ଏଭଳି କିଛି ହେଲେ ମଧ୍ୟ ଏହି ଗାଡ଼ି ସହ ଘଟି ନାହିଁ। ଗାଡ଼ିଟି ଏଠାରେ ଥିବା ସମୟରେ ସେ ଆପେ ଆପେ ଜଳିବାକୁ ଲାଗିଲା।
ଯାହାକୁ ଦେଖି ମଧ୍ଯ ସ୍ଥାନୀୟ ଲୋକ ମାନେ ଆଶ୍ଚର୍ୟ୍ଯ ଚକିତ ହୋଇ ଗଲେ। କେହି ମଧ୍ଯ ଜାଣି ପାରିଲେ ନାହିଁ କି ଏହି ଗାଡ଼ି ସହ କଣ ଘଟିଛି। ଗାଡ଼ିଟି ଆପେ ଆପେ ଜଳିବାକୁ ଲାଗିଛି।
ଏହାକୁ ଦେଖିବା ପରେ ସେଠାରେ ସ୍ଥାନୀୟ ଲୋକ ମାନେ ମଧ୍ୟ ଏକତ୍ରିତ ହେବାରେ ଲାଗିଛନ୍ତି। ସେମାନେ ଏହି ଦୃଶ୍ୟ ଦେଖିବା ପରେ ସଙ୍ଗେ ସଙ୍ଗ ଦମକଳ ବାହିନୀ ଙ୍କୁ ଫୋନ କରିଥିଲେ। ଏବଂ ତାଙ୍କୁ ଫୋନ କରିବା ପରେ,
ସେଠାରେ ଦମକଳ ବାହିନୀ ଆସି ପହଞ୍ଚି ନିଆ କୁ ଆୟତ୍ତ କରିବା ପାଇଁ ଖୁବ୍ ଚେଷ୍ଟା ମଧ୍ଯ କରିଥିଲେ। ଏହାପରେ ସେମାନେ ନିଆ କୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ ଏବଂ ସେ ସେହି ନିଆ କୁ ସମ୍ପୂର୍ଣ୍ଣ ଭାବରେ ଲିଭାଇ ଦେଇଥିଲେ।
ହେଲେ ଗାଡ଼ିର ଅଧିକାଂଶ ପାର୍ଟ ଜଳି ଯାଇଥିଲା। ତେବେ ଆପଣଙ୍କୁ କଣ ଲାଗୁଛି ଗାଡ଼ିରେ ନିଆ କଣ ପାଇଁ ଲାଗି ଥାଇ ପାରେ ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.