Movie prime

ଆପଣଙ୍କ ଜୀବନରେ ଦୁଖ ଥିଲେ ଥରେ ନିହାତି ଦେଖନ୍ତୁ ଏହି ଭିଡିଓ ଆପଣଙ୍କ ଆଖି ଖୋଲିଯିବ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆଜିର ଦୁନିଆରେ ଏଭଳି ମଧ୍ୟ ଲୋକ ମାନେ ଅଛନ୍ତି ଯେଉଁ ମାନେ କି ଦିନ କୁ ଦୁଇ ମୁଠା ଖାଇବାକୁ ପାଉ ନାହାଁନ୍ତି। ଏବଂ ଏଭଳି ଲୋକ ମଧ୍ୟ ଦୁନିଆରେ ଅଛନ୍ତି ଯେଉଁ ମାନେ କି ପ୍ରତ୍ୟେକ ଦିନ ଖାଇବ ମଧ୍ଯ ନଷ୍ଟ କରିଥାଆନ୍ତି। ହେଲେ ତାଙ୍କୁ କିଏ ଖାଇବା ଖାଉ କି ନଖାଉ ସେ ସବୁ ରୁ କିଛି ଫରକ୍ ମଧ୍ଯ ପଡି ନଥାଏ।
ଆଜି ମଧ୍ୟ ଅନେକ ଲୋକ ଙ୍କ ଘରେ ଖାଇବା ପାଇଁ ଦାନା ଟିଏ ବି ନାହିଁ। ପ୍ରତ୍ୟେକ କ୍ଷେତ୍ରରେ ଅବହେଳିତ ହୋଇ ଆସୁଛନ୍ତି । ଏଭଳି ଅନେକ ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ମଧ୍ଯ ଲାଗିଛି। ଏବେ ଆମେ ଆପଣଙ୍କୁ ଏକ ଦୃଶ୍ୟ ଦେଖାଇବାକୁ ଯାଉଛୁ ଯାହାକୁ ଦେଖିଲେ ଆପଣଙ୍କ ଆଖିରେ ମଧ୍ଯ ଲୁହ ରହିବ ନାହିଁ। ଯାହାକି ହେଉଛି ଜଣେ ବୃଦ୍ଧ ବ୍ୟକ୍ତି ଜଣକ ଙ୍କର।
ଲୋକ ମାନେ ପ୍ରତ୍ୟେକ ଦିନ ଖାଇବା ନଖାଇ ତାହାକୁ ଡଷ୍ଟବିନ ରେ ପକାଇ ଦେଇଥାନ୍ତି। ଏବଂ କିଛି ଲୋକ ମାନେ ଖାଇବାକୁ ନପାଇ ସେହି ଖାଇବାକୁ ଡଷ୍ଟବିନ ରୁ ଗୋଟାଇ ଖାଈ ଥାଆନ୍ତି। ଏହି ଭିଡ଼ିଓ ରେ ଦେଖନ୍ତୁ କିଭଳି ଭାବରେ ସେହି ବୃଦ୍ଧ ବ୍ୟକ୍ତି ଜଣକ ଡଷ୍ଟବିନ ମଧ୍ୟରୁ ଖଣ୍ଡେ ରୁଟି ଆଣି ତାକୁ ଧୋଉଛନ୍ତି। ଭିଡ଼ିଓ ଟି ଦେଖି ଯାହା ପ୍ରତୀତ ହେଉଛି ବୋଧ ହୁଏ ସେହି ବ୍ୟକ୍ତି ଜଣକ ଦିନ ସାରା କିଛି ଖାଇବାକୁ ପାଇ ନାହାଁନ୍ତି।
ସେଥି ପାଇଁ ତ ଡଷ୍ଟବିନ ରୁ ଖଣ୍ଡେ ରୁଟି ପାଇବା ମାତ୍ରେ ତାକୁ ନେଇ ଆସିଛନ୍ତି ଖାଇବା ପାଇଁ। ଏବଂ ତାକୁ ପାଣି ଦ୍ୱାରା ମଧ୍ୟ ଧୋଇ ଦେଉଛନ୍ତି। ଏହି ଦୃଶ୍ୟ ଟିକୁ ଦେଖିବା ପରେ ଛାତିରେ କୋହ ସମ୍ଭାଳି ହୋଇ ରହୁ ନାହିଁ। ଦେଖନ୍ତୁ ମଣିଷ ଜଣେ ଖାଇବା ପାଇଁ କେତେ ସଂଘର୍ଷ କରୁଛନ୍ତି ଅନ୍ୟପଟେ ମଣିଷ ଖାଇବା କେତେ ପରିମାଣରେ ନଷ୍ଟ କରୁଛନ୍ତି। ସେଥି ପାଇଁ ଆମର ଅନୁରୋଧ କି ଖାଇବା କେହି ନଷ୍ଟ କରନ୍ତୁ ନାହିଁ।