Movie prime

ଅଶ୍ବିନୀ ଏବଂ ପ୍ରେରଣା ଙ୍କ ବାହାଘର ରିସେପସନ ଭୋଜିରେ ପହଞ୍ଚିଲେ ନବ ବିବାହିତା ଅଭିନେତ୍ରୀ Riya Dey

 
Viral video
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ।
ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଫିଲ୍ମ ଗୁଡିକ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଓଡିଆ ଅଭିନେତ୍ରୀ ପ୍ରେରଣା ଓ ଓଡିଆ ଅଭିନେତା ଅଶ୍ଵିନଙ୍କ ବିଷୟରେ କହିବାକୁ ଯାଉଛୁ।
ବନ୍ଧୁଗଣ ଉଭୟ ଅଶ୍ଵିନ ଓ ପ୍ରେରଣାଙ୍କୁ ଆପଣ ମାନେ ଓଡିଆ ଲୋକପ୍ରିୟ ଗୀତ ଫଗୁଣରେ ଫଗୁଣ ଗୀତରେ ନିଶ୍ଚୟ ଦେଖିଥିବେ। 
ଉଭୟ ଅନେକ ଓଡିଆ ଫିଲ୍ମ ଓ ଆଲବମରେ ଅଭିନୟ କରି ଓଡିଆ ଜଗତରେ ସୁନାମ ଅର୍ଜନ କରିଛନ୍ତି ଏବଂ ଉଭୟଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।
ତେବେ ହସ ଖୁସି ମଜ୍ଜା ପରେ ପରେ ଏବେ ବିବାହ ବନ୍ଧନ ରେ ବାନ୍ଧି ହୋଇ ସାରିଛନ୍ତି ଅଭିନେତା ଅଶ୍ବନି ଆଉ ଅଭିନେତ୍ରୀ ପ୍ରେରଣା । ଦୁହେଁ ନୂଆ କରି ଜୀବନ କୁ ଆରମ୍ଭ ମଧ୍ୟ କଲେ । ପୁରା ରୀତି ନୀତି ରେ ବିବାହ କୁ ସମ୍ପର୍ଣ୍ଣ କରିଛନ୍ତି ପ୍ରେରଣା ଆଉ ଅଶ୍ବନି । 
ଓଡ଼ିଆ ଘର ର ରୀତି ନୀତି ରେ ବାହାଘର ହୋଇଛି। ତେବେ ବାହାଘର ସରିଲା ପରେ ପ୍ରେରଣା ଏବେ ଶାଶୁ ଘରେ ପାଦ ଦେଇ ସାରିଛନ୍ତି।
ଆଉ ବାହାଘର ପରେ ଅଶ୍ବନି ଙ୍କ ଘରେ ଗୃହ ପ୍ରବେଶ କଲେ ନୂଆ ବୋହୁ ପ୍ରେରଣା । ଆଉ ବହୁତ ସୁନ୍ଦର ଭାବରେ ସ୍ବାଗତ୍ ଜଣାଇଲେ ଅଶ୍ବନି ଙ୍କ ଘର ଲୋକେ।
ଘରେ ନୂଆ ବୋହୁ ଆସିଥିବେ ସମସ୍ତେ ବହୁତ ଖୁସି ଅଛନ୍ତି। ତେବେ ଆଜି ହେଉଛି ଅଶ୍ୱିନୀ ଆଉ ପ୍ରେରଣାଙ୍କ ରିସେପସନ୍। 
ଅଶ୍ୱିନୀ-ପ୍ରେରଣା ଙ୍କ ପାଇଁ ପ୍ରସ୍ତୁତ ହୋଇଛି ଆଖି ଝଲସା ମଣ୍ଡପ। ଉଭୟ ଯୋଡି ରିସେପସନ୍ ଗେଟଅପ୍ ରେ ଖୁବ୍ ସୁନ୍ଦର ମଧ୍ୟ ଲଗୁଛନ୍ତି।
ଅଶ୍ୱିନୀ-ପ୍ରେରଣା ଙ୍କୁ ଶୁଭେଚ୍ଛା ଅଭିନନ୍ଦନ ଜଣାଇବା ପାଇଁ ଅନେକ କଳାକାର ମଧ୍ୟ ଆସିଛନ୍ତି। ତେବେ ଏହି ଭିଡିଓ ରେ ଅଶ୍ୱିନୀ-ପ୍ରେରଣା ଖୁବ୍ ଖୁସି ନଜର ଆସୁଛନ୍ତି। ଏବଂ ଉଭୟଙ୍କ ଯୋଡି କୁ ତାଙ୍କ ଫ୍ୟାନ ମାନେ ଅନେକ ପ୍ରଶଂସା ମଧ୍ୟ କରୁଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.