Movie prime

ଦେଖନ୍ତୁ ଆମେରିକା (USA) ରେ କେମିତି ମସ୍ତି କରୁଛନ୍ତି ଆପଣଙ୍କ ପ୍ରିୟ Ollywood Suparstar Sabyarchita ଦେଖନ୍ତୁ ଏହି ଭିଡିଓ

 
rtye56r

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଓଲିଉଡ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଚୁଲବୁଲି ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଙ୍କୁ ନିଶ୍ଚୟ ଭାବରେ ଜାଣିଥିବେ।ସେ ତାଙ୍କ ସୁନ୍ଦର ଅଭିନୟ ରେ ସମସ୍ତଙ୍କ ହୃଦୟ କିଣି ନେଇଛନ୍ତି।ସେ ବହୁତ ସୁପର ହିଟ୍ ଚଳଚ୍ଚିତ୍ର ଓଲିଉଡ ଇଣ୍ଡଷ୍ଟ୍ରିକୁ ଭେଟି ଦେଇଛନ୍ତି।ଲୋକମାନେ ତାଙ୍କ ଚଳଚ୍ଚିତ୍ର ଦେଖିବା ପାଇଁ ବହୁତ ପସନ୍ଦ କରିଥାନ୍ତି। ସେ କେବଳ ଆମ ଓଡ଼ିଶାରେ ନୁହେଁ ଆଜ୍ଞା ସାରା ଭାରତରେ ମିସ୍ ଇଣ୍ଡିଆ ର ଫାର୍ଷ୍ଟ ରନର୍ଶ ଅପ ଫେମସ ଅଟନ୍ତି।

ସେ ସବ୍ୟସାଚୀ ଙ୍କୁ ବିବାହ କରିଥିବା କଥା ତ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ।ସବ୍ୟସାଚୀ ମଧ୍ୟ ଓଲିଉଡ ଇଣ୍ଡଷ୍ଟ୍ରି ର ଏକ ନାମକରା ଅଭିନେତା ସହ ତାଙ୍କର ମଧ୍ଯ ଅନେକ ସୁପର ହିଟ ଫିଲ୍ମ ମାନ ଅଛି। ଅର୍ଚ୍ଚିତା ଓ ସବ୍ୟସାଚୀ ଙ୍କ ଯୋଡ଼ି କୁ ମଧ୍ଯ ଦର୍ଶକ ମାନେ ଖୁବ ପଶନ୍ଦ କରନ୍ତି। ସେ ଦୁହିଁ ଙ୍କ ଫିଲ୍ମ୍ କୁ ମଧ୍ଯ ଦର୍ଶକ ମାନେ ଢେର ଭଲ ପାଇବା ଦେଇଥାନ୍ତି।

ଏବେ ସବ୍ୟସାଚୀ ଓ ଅର୍ଚ୍ଚିତା ଏବଂ ଅନ୍ୟାନ୍ୟ ସାଥୀ କଳାକାର ମାନଙ୍କ ସହ ଆମେରିକା ଯାଇଛନ୍ତି। ସେଠାରେ ସେମାନେ ଖୁବ ମସ୍ତି କରିଥିବାର ମଧ୍ଯ ଦେଖିବାକୁ ମିଳିଛି। ସେମାନେ ଆମେରିକା ସେଠାରେ ଥିବା ଓଡିଆ ଦର୍ଶକ ମାନଙ୍କୁ ଏଣ୍ଟର୍ଟେନ୍ମେଣ୍ଟ କରିବାକୁ ଯାଇଛନ୍ତି। ଏବଂ ସେମାନେ ସେଠାରେ ମଧ୍ଯ ନିତି ଦିନ ଫୋଟୋ ଉଠାଇ ଓ ଭିଡ଼ିଓ ସବୁ ସୋସିଆଲ ମିଡ଼ିଆରେ ମଧ୍ୟ ସେୟାର କରୁଛନ୍ତି।

ଲୋକମାନ ଅର୍ଚ୍ଚିତା ଓ ସବ୍ୟସାଚୀ ଙ୍କ ଏହି ପୋଷ୍ଟ ଓ ଭିଡ଼ିଓ ଗୁଡ଼ିକୁ ଦେଖିବାକୁ ଖୁବ ପଶନ୍ଦ ମଧ୍ୟ କରୁଛନ୍ତି। ଏହିସବୁ ପୋଷ୍ଟ ର ଭିଉଜ ବଢ଼ିବା ସହ ଲୋକ  ମାନେ ଏହାକୁ ଏକାଧିକ ମାତ୍ରା ରେ ଲାଇକ କମେଣ୍ଟ ଓ ସେୟାର ମଧ୍ୟ କରିଛନ୍ତି। ଏହି ଭିଡ଼ିଓ ଗୁଡିକ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି।